Breaking News
10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। 10:43 pmରକ୍ଷକ ସାଜିଲା ଭକ୍ଷକ ମାମଲା : ଶିଶୁ ‌‌‌ଯୌନ ନିର୍ଯାତନା ମାମଲାରେ କନଷ୍ଟେବଳ ରଜନୀକାନ୍ତ ଗମାଙ୍ଗୋ ଗିରଫ 12:38 amଭିଜିଲାନ୍ସ ଜାଲରେ ନାରାୟଣପାଟଣା ବ୍ଲକରେ କାର୍ଯ୍ୟରତ ସିଆରସିସି ଏସ କିଶାନ କୁମାର। ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ 12:36 amପୁରୀ: ଶ୍ରୀମନ୍ଦିର ସାମ୍ନାରେ ଗୁଳିକାଣ୍ଡ,ଜଣେ ଯୁବକଙ୍କୁ ଟାର୍ଗେଟ କରି ଦୁର୍ବୃତ୍ତଙ୍କ ଗୁଳିମାଡ଼,ଗୁଳମାଡ଼ରେ ଶ୍ରୀଲୋକନାଥ ସେବାୟତ ଗୁରୁତର

ଯାଜପୁର ଜିଲ୍ଲାପାଳ ଙ୍କୁ ମିଳିଲା ଜାତୀୟ ସମ୍ମାନ

2481 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ଜିଲ୍ଲାପାଳ ରଂଜନ କୁାମର ଦାସଙ୍କୁ ମିଳିଲା ଜାତୀୟ ସମ୍ମାନ । ଲାଲ ବହାଦୁର ଶାସ୍ତ୍ରୀ ଜାତୀୟ ଏକାଡେମୀ ଆଡମିନିଷ୍ଟ୍ରେସନ ରେ ସହରୀ ବିକାଶ ସମ୍ପର୍କରେ ଏକ ସବିଶେଷ ରିପୋର୍ଟ ଉପସ୍ଥାପନ କରି ଉଚ୍ଚ ପ୍ରଶଂସିତ ହୋଇପାରିଛନ୍ତି ।

ଏହି ରିପୋର୍ଟ ରେ ଯାଜପୁର ସହରର କେତେକ ପ୍ରକଳ୍ପକୁ ମଡେଲ ଭାବେ ଉପସ୍ଥାପନ କରିଥିଲେ । ଯାହାକି ସମଗ୍ର ଦେଶରୁ ଆସିଥିବା ପ୍ରାତିନିଧି ମାନେ ବେଶ ପ୍ରଶଂସା କରିଥିଲେ । ଏହି ରିପୋର୍ଟ ଉପସ୍ଥାପନ କରି ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଜିଲାପାଳ ଶ୍ରୀ ଦାସ ।

ଏଥିପାଇଁ ଯାଜପୁର ବାସୀଙ୍କ ପକ୍ଷରୁ ଅନେକ ଶୁଭେଛା ଓ ଅଭିନନ୍ଦନର ସୁଅ ଛୁଟିଛି । ସେ ଜଣେ ଏକାଧାରାରେ ସୁପ୍ରଶାସକ, କବି,ଗୀତିକାର । ସେ ଯାଜପୁର ଅଧିଷ୍ଠାତ୍ରୀ ମା’ ବିରଜାଙ୍କ ଉପରେ ଅନେକ ଭଜନ ଓ ଆଧୁନିକ ଗୀତ ଲେଖିଛନ୍ତି ।

Facebook Notice for EU! You need to login to view and post FB Comments!

Related Post

ପରିତ୍ୟକ୍ତ କୂଅରେ ପଡି ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ

Posted by - September 15, 2021 0
ସୋନପୁର୍:(ଅଜିତ୍ କୁମାର ପୁଝାରୀ)ଅଜିତ୍ କୁମାର ପୁଝାରୀସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ କୁଇବାହାଲ ପଂଚାୟତ ଆନନ୍ଦପୁର ଗାଁରେ ଘଟିଛି ଅଘଟଣ I ଏକ ପରିତ୍ୟକ୍ତ କୂଅରେ ପଡି ଗୋଟିଏ…

ଯାଜପୁର ଡି.ଆର.ଡି.ଏ ସମ୍ମିଳନୀ ଗୃହରେ ଜାତୀୟ ପ୍ରେସ୍ ଦିବସ ପାଳିତ

Posted by - November 20, 2019 0
ଯାଜପୁର ଡି.ଆର.ଡି.ଏ ସମ୍ମିଳନୀ ଗୃହରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ୍ ଦିବସ ଅନୁଷ୍ଠିତ ହୋଇଛି । ଜିଲ୍ଲା…

କରୋନା ଯୋଦ୍ଧା ସାଜିଥିବା ହୋମଗାର୍ଡ ଓ ଗ୍ରାମରକ୍ଷୀଙ୍କୁ ସହାୟତା କଲେ ବିଜେପି ନେତା

Posted by - May 26, 2020 427
ବରୀ୨୨/୫ :(ସ୍ନେହାଂଶୁ ଶେଖର ମହାନ୍ତି) କରୋନା ଯୋଦ୍ଧା ସାଜିଥିବା ବରୀ ବ୍ଲକର ହୋମଗାର୍ଡ ଓ ଗ୍ରାମରକ୍ଷୀ ମାନଙ୍କୁ ସହାୟତା ପ୍ରଦାନ କରିଛନ୍ତି ବିଜେପି ନେତା ବିଶ୍ୱରଞ୍ଜନ ମଲ୍ଲିକ…

ବଣିକ ସଂଘ ପକ୍ଷରୁ ଆମାଜୋନ ବିରୋଧ ରେ ବିକ୍ଷୋଭ ପଦର୍ଶନ ଓ ଦାବିପତ୍ର ପ୍ରଦାନ

Posted by - November 25, 2021 0
ବଙ୍ଗୋମୁଣ୍ଡା, ତା୨୪/୧୧(ଅଭିମନ୍ୟୁ ବହିଦାର)  – ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାବ୍ଲକଅନ୍ତର୍ଗତସିନ୍ଧେକେଲା ସୋସିଏଲ ମାର୍କେଟ କମ୍ପାନି ଆମାଜୋନ୍ ବିରୁଦ୍ଧରେ ସାରା ଭାରତରେ ବ୍ୟବସାୟୀ ମାନଙ୍କ ତରଫରୁ ବିରୋଧ ପ୍ରଦର୍ଶନ କରାଯାଇଛି…

ବିରଜା କ୍ଷେତ୍ର ସାଂସ୍କୃତିକ ସମୀକ୍ଷା ପୁସ୍ତକର ଲୋକାର୍ପିତ 

Posted by - March 11, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁରର ପୂର୍ଣ୍ଣାନନ୍ଦ ମିଶ୍ର ସ୍ମୃତି ପାଠାଗାର ପରିସରରେ ବିରଜା କ୍ଷେତ୍ର ସାଂସ୍କୃତିକ ସମୀକ୍ଷା ପୁସ୍ତକର ଲୋକାର୍ପିତ ହୋଇଯାଇଛି । ମା ବିରଜା…

Leave a comment

Your email address will not be published.