ଭାରତୀୟ ଜୀବନବୀମା ନିଗମର ଏଜେଂଟ୍ ଆସୋସିଏସନର ବାର୍ଷିକ ଉତ୍ସବ ଅନୁଷ୍ଠିତ

379 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ସଂସ୍କୃତି ଭବନ ପରିସରରେ ଭାରତୀୟ ଜୀବନବୀମା ନିଗମର ଏଜେଂଟ୍ ଆସୋସିଏସନର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ପ୍ରଦୀପ କୁମାର କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ କଟକ ଡିଭିଜନର ଏସଡିଏମ ଅଶୋକ କୁମାର ରାଉତରାୟ ମୁଖ୍ୟ ଅତିଥି ଏବଂ ଯାଜପୁର ଶାଖା ପରିଚାଳକ ଦିଲ୍‌ିପ କୁମାର ଦାସ ଯୋଗ ଦେଇ ଏଜେଂଟ ମାନଙ୍କର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିବା ସହିତ ଖୁବ ଶିଘ୍ର ଯାଜପୁର ଶାଖାର ନୂତନ ଗୃହ କରାଯିବ ବୋଲି ଘୋଷଣା କରିଥିଲେ । ଆସୋସିଏସନର ସଂପାଦକ ମନୋରଂଜନ ରାୟ ସଂପାଦକିୟ ବିବରଣୀ ପାଠ କରିଥିଲେ ।

Facebook Notice for EU! You need to login to view and post FB Comments!

Related Post

ବନ ବିଭାଗ ପକ୍ଷରୁ ଅମ୍ବାଦଳରେ ଅମୃତ ମହୋତ୍ସବ

Posted by - December 22, 2021 0
ରାୟଗଡା:(ରାମାକାନ୍ତ ପୋଢାଳ)ରାୟଗଡା ଜିଲ୍ଲା ମୁନିଗୁଡା ରେଞ୍ଜ ଅଧିନସ୍ଥ ଅମ୍ବାଦଳା ସେକ୍ସନ ରାଣିପିଣ୍ଡା ଉଚ୍ଚ ବିଦ୍ୟାଳୟ ପରିସରରେ ବନ ବିଭାଗ ପକ୍ଷରୁ ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବନପାଳ…

ବୃଦ୍ଧଙ୍କ ଶବ ସତ୍କାର କଲେ ବିଜୁ ଯୁବ ବାହିନୀ

Posted by - July 14, 2020 0
ବରୀ:ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅଧିନ ବାଲିଆ ପଂଚାୟତ ନହଣ ଗ୍ରାମର ବୃଦ୍ଧ କାର୍ତିକ ଚନ୍ଦ୍ର ଦାସ(୭୫)ଙ୍କ ପରଲୋକ ହୋଇଯାଇଛି । ସ୍ୱର୍ଗତ ଦାସଙ୍କର ଏକମାତ୍ର ଦିବ୍ୟାଙ୍ଗ…

ବନ୍ଧ ପାଣି ରେ ବୁଡି ଯୁବକ ଙ୍କ ମୃତ୍ୟୁ

Posted by - April 13, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ)ବନ୍ଧ ପାଣିରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିଛି।ମୃତକ ଜଣକ ମନମୁଣ୍ଡା ଥାନା ପଲସାଗୋରା ପଂଚାୟତ ବାଘମୁଣ୍ଡା ଗ୍ରାମର ବଉଲା…

ସାରିଲା ପ୍ରଥମ ପର୍ଯ୍ୟାୟ ଭୋଟ

Posted by - April 11, 2019 0
୨୦୧୯ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଆଜି ଓଡ଼ିଶାର ୪ ଲୋକସଭା ଓ ୨୮ ବିଧାନସଭା ଆସନରେ ଶାନ୍ତିଶୃଙ୍ଖଳାରେ ସରିଛି ମତଦାନ। ଇଭିଏମ୍‌ରେ ସିଲ୍ ହୋଇଛି ପ୍ରାର୍ଥୀଙ୍କ…

ବାରିକ ମାନଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଯାଜପୁର ଜିଲ୍ଲାପାଳ ଙ୍କୁ ଦାବି ପତ୍ର

Posted by - June 8, 2020 0
ଯାଜପୁର;(ଆନନ୍ଦ ଚନ୍ଦ୍ର ସାହୁ )କୋରୋନା ପାଇଁ ସବୁ ଆଡେ ଲକ ଡାଉନ ଜାରି ରହିଥିବା ବେଳେ ସେଲନ ଗୁଡିକୁ ଖୋଲିବା ପାଇଁ ଅଦ୍ୟାବଧି ଅନୁମତି ମିଳିନାହିଁ। ଫଳରେ…

Leave a comment

Your email address will not be published.