କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଶ୍ରୀମନ୍ଦିର ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ

703 27

ପୁରୀ:୯।୦୨ – ଶ୍ରୀଜିଉଙ୍କ ସହ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଆଜି ସକାଳେ ଶ୍ରୀମନ୍ଦିର ଯାଇ ପ୍ରଥମେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିଲେ ଶାହା। ସ୍ବତନ୍ତ୍ର ପୂଜାର୍ଚ୍ଚନା କରି ମହାବାହୁଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ ।

ଏହି ଅବସରରେ ଶ୍ରୀଶାହଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ଓ ପ୍ରହ୍ଲାଦ ସିଂହ ପଟେଲ ମଧ୍ୟ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ଏହାଛଡ଼ା ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଏବଂ  ବିଜେପି ରାଜ୍ୟ ପ୍ରଭାରୀ ତଥା ରାଜ୍ୟସଭା ସାଂସଦ ଅରୁଣ ସିଂହ ବି ଶ୍ରୀଶାହାଙ୍କ ସହିତ ଶ୍ରୀମନ୍ଦିରକୁ ଯାଇଥିଲେ। ପୁରୀ ଗସ୍ତ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରି ଦିଆଯାଇଛି।

Related Post

ନୀଳଗିରି ତହସିଲଦାର ଓ ବିଧାୟକ ମୁହାଁମୁହିଁ

Posted by - October 5, 2019 0
ବାଲେଶ୍ୱର, ଅକ୍ଟୋବର ୦୪: ବାଲେଶ୍ୱର ଜିଲ୍ଲା ତହସିଲ କାର୍ଯ୍ୟାଳୟ ପରିସରରେ ମୋହରିର ଚାଳିଆ ଉଚ୍ଛେଦ କାର୍ଯ୍ୟରୁ ତହସିଲଦାର ଓ ବିଧାୟକଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ମୋହରିର…

ଯାଜପୁରରୁ ଭଦ୍ରକ ବରଯାତ୍ରୀ ଯାଇଥିବା ଯୁବକ ହତ୍ୟାକାଣ୍ଡ ଘଟଣାର ନିରପେକ୍ଷ ତଦନ୍ତ ଦାବୀ

Posted by - February 4, 2020 0
ଯାଜପୁର;(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁରରୁ ଭଦ୍ରକ ବରଯାତ୍ରୀ ଯାଇଥିବା ଯୁବକ ହତ୍ୟାକାଣ୍ଡ ଘଟଣାର ନିରପେକ୍ଷ ତଦନ୍ତ ଦାବୀ କରିଛନ୍ତ ପରିବାର ଲୋକେ । ଘଟଣାକୁ ୫ ଦିନ ବିତିଯାଇଥିଲେ…

କଳାହାଣ୍ଡି: ମାଁ ମାଣିକେଶ୍ଵରୀ ଙ୍କ ବିଶ୍ଵ ପ୍ରସିଦ୍ଧ ଛତର ଯାତ୍ରା ପାଳିତ

Posted by - October 13, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ଶୁଭ୍ର ଧବଳ କାଶତଣ୍ଡୀ ର ସମାହାର ପ୍ରକୃତିରାଣୀ ର ଶୋଭାକୁ ବହୁଗୁଣିତ କରି ମାଁଙ୍କ ଧରାବତରଣ ର ସୂଚନା ଦେଉଥିବା ବେଳେ ଭକ୍ତ ମନରେ…

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ ଭାରତର ବୀର ସୁପୁତ୍ର CDS ଜେନେରାଲ ବିପିନ ରାୱତ ଙ୍କ ଶେଷ କୃତ୍ୟ

Posted by - December 10, 2021 0
ନୂଆଦିଲ୍ଲୀ/ଭୁବନେଶ୍ବର :(ନରେନ୍ଦ୍ର ନେଗୀ/ ଅର୍ଜୁନ ପଟ୍ଟନାୟକ)ସମଗ୍ର ଦେଶକୁ ହତ ଚକିତ, ସ୍ତବ୍ଧ କରିଥିବା ବାୟୁ ସେନା ର ଅତ୍ୟାଧୁନିକ ହେଲିକପ୍ଟର ଦୁର୍ଘଟଣାରେ ଭାରତ ର CDS ବିପିନ…

କେତେ ନୃଶଂସ ହେଇ ପାରେ ମଣିଷ ,ଜଙ୍ଗଲରେ ଜୀବନ୍ତ ନବଜାତ଼ ଶିଶୁକୁ ଛାଡି ଚାଲିଗଲେ

Posted by - June 6, 2020 0
କେନ୍ଦୁଝର: (ସୀତାରାମ ଦୀକ୍ଷିତ) ଗୁରୁବାର ଟାଉନ ଥାନା ଅଞ୍ଚଳରେ ଏକ ଜୀବନ୍ତ ନବଜାତ଼ ଶିଶୁପୁତ୍ର  ସ୍ଥାନୀୟ ଲୋକ ମାନଙ୍କ ଦ୍ଵାରା ଉଦ୍ଧାର । ଶନିବାର କେନ୍ଦୁଝର ସଦର…

There are 27 comments

Leave a comment

Your email address will not be published.