ମାର୍ଚ୍ଚ ୧ରୁ ପୁଣି କଡାକଡି ହେବ ନୁଆ ମୋଟର ଯାନ ଆଇନ୍ । ଆଉ ବେଆଇନ ଗାଡି ଚାଳକଙ୍କୁ ନିସ୍ତାର ନାହିଁ । ଏଣିକି ଧରପଗଡ ପୂର୍ବପରି ଜାରି ରହିବ । ଉଭୟ ପରିବହନ ବିଭାଗ କର୍ମଚାରୀ ଏବଂ ପୋଲିସ ମିଶି ଯାଞ୍ଚ କରିବେ। ଗାଡି କାଗଜ ପତ୍ର ଏବଂ ଡିଏଲ କରିବା ପାଇଁ ୬ମାସର ମହଲତ ଦେଇଥିଲେ ସରକାର।

241 0
Facebook Notice for EU! You need to login to view and post FB Comments!

Related Post

There are 1 comments

  1. Greetings! Very useful information in this particular publish post. I learn some thing new and difficult on web sites I stumbleupon on a daily basis. I am also an expert in this topic therefore I can understand your difficult work. Thanks..

Leave a comment

Your email address will not be published.