ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ଯୁକ୍ତ ବୈଜୟନ୍ତ ଜେ ପଣ୍ଡାଙ୍କ ବୌଦ୍ଧ ଜିଲ୍ଲା ଗସ୍ତ

ବୌଦ୍ଧ: ( ଚିତ୍ତରଞ୍ଜନ ସିଂହ )ଆଜି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ଯୁକ୍ତ ବୈଜୟନ୍ତ ଜେ ପଣ୍ଡା ଙ୍କ ବୌଦ୍ଧ ଜିଲ୍ଲା ଗସ୍ତ ଅବସରରେ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ର ” ବାବା ଚନ୍ଦ୍ରଚୁଡ ମନ୍ଦିର” ଠାରେ ଆୟୋଜିତ ସ୍ୱଚ୍ଛ…

ଟିଟିଲାଗଡରେ ୧୨ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ହେଲାଣି ବିଏସଏନଏଲ ନେଟୱର୍କ ଠପ

ଟିଟିଲାଗଡ: (ସଞ୍ଜୟ କୁମାର ନାୟକ) ସବୁଠାରୁ ପୁରୁଣା ନେଟୱର୍କ ତଥା ଲୋକଙ୍କ ବିଶ୍ୱାସ ଯୋଗ୍ୟ ସେବା ପ୍ରଦାନ କରିଥାଏ ବିଏସଏନଏଲ। ଶନିବାର ରାତି ଠାରୁ ରବିବାର ସକାଳ ଆଠ ଟା ସମୟ ବିତିଯାଇଥିଲେ ହେଁ ୧୨ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ପାଇଁ…

ପିଏଚଡି ବିଭାଗ ପକ୍ଷରୁ ଯୋଗାଣ ହେଉଥିବା ପାଣିରୁ ବାହାରୁଚି ଦୁର୍ଗନ୍ଧ

ଟିଟିଲାଗଡ : (ସଞ୍ଜୟ କୁମାର ନାୟକ)ଟିଟିଲାଗଡ ପୌରପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର ୧୫ ର ଶାନ୍ତିନିବାସ ଗଳିରେ ରହୁଥିବା ଲୋକଙ୍କ ଅଭିଯୋଗ କରିଛନ୍ତି ଯେ ପିଏଚଡି ବିଭାଗ ପକ୍ଷରୁ ଯୋଗାଇ ଦିଆ ଯାଉଥିବା ପିଇବା ପାଣିରୁ ପାଇଖାନାରୁ ବାହାରୁଥିବା ଅସନା ପାଣି…

ଡ୍ରାଇଭରଙ୍କୁ ମରଣାନ୍ତର ଆକ୍ରମଣ ଘଟଣାରେ କାଶୀପୁର ପୋଲିସ ଥାନାରେ ଅଭିଯୋଗ

କାଶୀପୁର : (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ ଶୁଙ୍ଗେର ଜିପି ଶାରମ୍ବାଇ ଗ୍ରାମ ଛକ ଠାରେ ଗତ ତା ୧୨/୧/୨୪ ରିଖ ଶୁକ୍ରବାର ଦିନ ମୈତ୍ରୀ କମ୍ପାନୀର ଦୁଇଜଣ କର୍ମଚାରୀଙ୍କ ସମେତ ଡ୍ରାଇଭରଙ୍କୁ ଅତର୍କିତ ଆକ୍ରମଣ ଘଟଣାରେ…

ଦୁଲଦୁଲି ରେ ଦୁଲକିଲା ଧର୍ମଗଡ ବ୍ଲକ ମଞ୍ଚ, ଧର୍ମଗଡ ବ୍ଲକ ସ୍ତରୀୟ ଘୁମୁରା-୨୦୨୪

ଧର୍ମଗଡ :ତା ୧୩/୧/୨୪( ହେମନ୍ତ କୁମାର ମାଝୀ)ଧର୍ମଗଡ ଠାରେ କଳାହାଣ୍ଡି ଜିଲ୍ଲା ର ସାଂସ୍କୃତିକ ବାର୍ତ୍ତାବହ ଧର୍ମଗଡ ବ୍ଲକ ସ୍ତରୀୟ କଳାହାଣ୍ଡି ଉସ୍ଛବ ଘୁମୁରା୨୦୨୪ ଏକ ବର୍ଣାଢ୍ୟ ପରିବେଶ ରେ ଉଦଯାପିତ ହୋଇଯାଇଛି । ଆଜି ସକାଳେ ଏକ ବିଶାଳ ସାଂସ୍କୃତିକ…

ରୋଗାଗ୍ରସ୍ତ ବାପା ମୄତ୍ୟୁ ପରେ ଅନାଥ ଦୁଇଝିଅ,ମୁଖାଗ୍ନି ଦେଲେ ଦୁଇ କୁନି ଭଉଣି

ଧର୍ମଗଡ଼:  ତା ୧୩/୧/୨୪(ହେମନ୍ତ କୁମାର ମାଝୀ)ଧର୍ମଗଡ ଗତବର୍ଷ ମାଁର ମୄତ୍ୟୁ ଆଉ ଆଜି ରୋଗାଗ୍ରସ୍ତ ବାପାର ମୄତ୍ୟୁ ପରେ ମୁଖାଗ୍ନି ଦେଇଛନ୍ତି ଦୁଇ କୁନି ଭଉଣି।ଏଭଳି ଏକ ଅଭାବନୀୟ ଘଟଣା ଆଜି ଧର୍ମଗଡ ସହରରେ ଦେଖିବାକୁ ମିଳିଛି । ଗତ କିଛିବର୍ଷ…

ଗୀତାରାଣୀ ସ୍ମାରକୀ କପ ଫୁଟବଲ ଟୁର୍ନାମେଣ୍ଟ ,ବରଗଡ଼ ଦ୍ୱିତୀୟ ସେମିଫାଇନାଲ ରେ ପ୍ରବେଶ

ହରଭଙ୍ଗା :୧୨/୦୧ (ଚିତ୍ତରଞ୍ଜନ ସିଂ)ତିଲେଶ୍ୱର ଫ୍ରେଣ୍ଡଆସୋସେସନ ଆନୁକୂଲ୍ୟରେ ଆୟୋଜିତ ପ୍ରଥମ ସର୍ବ ଭାରତୀୟ ଫୁଟବଲ ଟୁର୍ନାମେଣ୍ଟ ଆଜି ଚତୁର୍ଥ ଦିନରେ ପହଁଚିଛି ଗ୍ରୁପ “B “ରୁ ବରଗଡ ଦ୍ୱିତୀୟ ସେମି ଫାଇନାଲ ରେ ପ୍ରବେଶ କରିଛି l ଆଜି ଚତୁର୍ଥ ଦିନ…

କଳାହାଣ୍ଡି ଉତ୍ସବର ‘ଘୁମୁରା’ ପୂର୍ବରୁ ଶୁଭିଲା ପଥୋତ୍ସବର ବିଗୁଲ

ରାଜରାସ୍ତା ପାଲଟିଲା ମହୋତ୍ସବର ମହାମଞ୍ଚ : କଳା, କଳାକାର, ଜନତା ଏକାକାର ଭବାନୀପାଟଣା: ତା.୧୩/୦୧(ନରେନ୍ଦ୍ର ନେଗୀ) କଳାହାଣ୍ଡିର କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ବାର୍ତ୍ତାବହ ୨୬ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ ଅବ୍ୟବହିତ ପୂର୍ବରୁ ଆଜି ଭବାନୀପାଟଣା ସହରରେ ମହା ସମାରୋହରେ…

କେନାଲ ପାଣି ଦାବୀରେ ଚାଷୀ ମାନେ ଉପଜିଲ୍ଲାପାଳ ଓ ଇନ୍ଦ୍ରାବତୀ ଙ୍କ କାର୍ଯ୍ୟାଳୟ ଠାରେ ନିକ୍ଷୋପ ପ୍ରଦଷଣ

ଧର୍ମଗଡ଼ :ତା ୧୩/୧/୨୪(ହେମନ୍ତ କୁମାର ମାଝୀ)ଆଜି ରବି ଚାଷ ପାଇଁ ଟିପିଗୁଡା କେନାଲରେ ପାଣି ଛାଡିବାକୁ ଦାବିକରି ଟିପିଗୁଡା ଅଂଚଳର ଶତାଧିକ ଚାଷୀ ଧର୍ମଗଡ଼ ଆସି ଇନ୍ଦ୍ରାବତୀ ଅଧିକ୍ଷଣ ଯନ୍ତ୍ରୀ ଓ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।୨୦୦୬…

ନୂଆ ଓ ଯୁବ ଓଡ଼ିଶା ଆନୁକୁଲ୍ୟରେ ରେ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା

ହରଭଙ୍ଗା : ( ଚିତ୍ତରଞ୍ଜନ ସିଂ) ହରଭଙ୍ଗା ବ୍ଲକ୍ ସ୍ଥିତ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ପୁରୁଣାକଟକ ଠାରେ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା ଆନୁକୁଲ୍ୟରେ ରେ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ର ମୁଖ୍ୟ…