ପୁରୀ ସଦାଶିବ ସଂସ୍କୃତ ମହାବିଦ୍ୟାଳୟ ପରିସରରେ ଶ୍ରୀ ଜଗନ୍ନାଥ ଧାମ ପୁରୀ ଉତ୍ସବ ୨୦୨୫ ଅନୁଷ୍ଠିତ

ପୁରୀ: (ମନୋଜ କୁମାର ବଳିଆରସିଂ)କଟକ ତ୍ରିବେଣୀ ସାଂସ୍କୃତିକ କେନ୍ଦ୍ର ତତ୍ତ୍ଵାବଧାନରେ ପୁରୀ ସଦାଶିବ ସଂସ୍କୃତ ମହାବିଦ୍ୟାଳୟ ପରିସରରେ ଶ୍ରୀ ଜଗନ୍ନାଥ ଧାମ ପୁରୀ ଉତ୍ସବ ୨୦୨୫ ଅନୁଷ୍ଠିତ ହୋଇଯାଇଛି ।କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା…

ରଥ ଖଳାରେ ପହଞ୍ଚିଲା ରଥକାଠ,ଶ୍ରୀମନ୍ଦିର ମରାମତି ଏବଂ ରକ୍ଷଣା ବେକ୍ଷଣ ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ

ପୁରୀ : ( ମନୋଜ କୁମାର ବଳିଆରସିଂ )ରଥଖଳାରେ ପହଞ୍ଚିଲା ଗୋଟିଏ ଟ୍ରିପ୍‌ ରଥକାଠ ୪୦ ଫୁଟିଆ ୧୦ ଖଣ୍ଡ ଧଉରା ଓ ୨୨ ଖଣ୍ଡ ଅସନ କାଠ ପହଞ୍ଚିଲା।ବୌଦ୍ଧ କଣ୍ଟାମାଳରୁ ଆସି ପୁରୀ ରେ ପହଞ୍ଚିଲା ରଥକାଠ।ସେପଟେ ତଥା ମରାମତି…

ପୁରୀ “ଆପ” ର ଜଙ୍ଗଲ ଜମି ବିରୋଧ ପରେ ବଡ଼ ସଫଳତା

ପୁରୀ: (ମନୋଜ କୁମାର ବଳିଆରସିଂ)ଲଗାତାର ବହୁତ ପ୍ରତିବାଦ ପରେ ଶେଷରେ ବାଲୁଖଣ୍ଡ ଅଭୟାରଣ୍ୟ ବଞ୍ଚାଓ ଅଭିଯାନ ସଫଳତା ରୂପ ନେଇଛି ।ପୁରୀ କୋଣାର୍କ ରାସ୍ତା ର ବିଭିର୍ଣ୍ଣ ଯାଗାରେ ଜଙ୍ଗଲ ବିଭାଗ ତରଫରୁ ବୋର୍ଡ ଲଗାଗଲା ଏହା ଭୁ ମାଫିଆ ଙ୍କ…

ପୁରୀ ସଦଭାବନା ସଭାଗୃହ ଠାରେ ଦେବସ୍ନାନ ପୂର୍ଣ୍ଣିମା ଓ ଅଲାରନାଥ ଦର୍ଶନ ପାଇଁ ବୈଠକ

ପୁରୀ ୨୪/୫(ମନୋଜ କୁମାର ବଳିଆରସିଂ) ଚଳିତ ବର୍ଷ ର ଦେବସ୍ନାନ ପୂର୍ଣ୍ଣିମା ଜୁନ ୧୧ ତାରିଖରେ ଅନୁଷ୍ଠିତ ହେବ।ତାହାର ପରଦିନ ଠାରୁ ବ୍ରହ୍ମଗିରି ଅଲାରନାଥ ପୀଠରେ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହୋଇଯିବ।ସ୍ନାନଯାତ୍ରା ଓ ଅଲାରନାଥ ଙ୍କ ଦର୍ଶନକୁ ଶାନ୍ତି ଶୃଙ୍ଖଳା ର…

ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ ପରୀକ୍ଷା ଫଳ ପ୍ରକାଶିତ

ପୁରୀ: (ମନୋଜ କୁମାର ବଳିଆରସିଂ)ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ, ପୁରୀ ଦ୍ୱାରା ପରିଚାଳିତ ୨୦୨୫ ମସିହାର ଉପଶାସ୍ତ୍ରୀ (+୨ ) ନିୟମିତ ଓ ପୂର୍ବ ନିୟମିତ ପରୀକ୍ଷା ଫଳ ଆଜି ପ୍ରକାଶିତ ହୋଇଯାଇଛି । ଏହି ପରୀକ୍ଷାରେ ମୋଟ ଓଡ଼ିଶାର ୨୨ ଜିଲ୍ଲାରେ…

ସର୍ବସାଧାରଣ ରେ ଆଇନ କୁ ଅବମାନନା କରୁଛନ୍ତି ପୁରୀର ଏହି ଚର୍ଚ୍ଚିତ ବାବା

ପୁରୀ : (ମନୋଜ କୁମାର ବଳିଆରସିଂ)ଆଇନ କୁ ଫୁ କରିଦେଇଛନ୍ତି ପୁରୀର ଏହି ଚର୍ଚ୍ଚିତ ବାବା।ପଶୁ ଶିକାରୀ ମାନଙ୍କ ପାଇଁ ଆଇନ ବହୁତ କଠୋର ହେଇଥିବା ବେଳେ ବିଶେଷ କରି ହରିଣ ଶିକାର କରିବା ଆଇନତହ ଦଣ୍ଡନୀୟ।ସାଧାରଣ ରେ ଚର୍ଚ୍ଚା ହେଉଛିକି…

ଭଙ୍ଗା ଦଦରା ଆମ୍ବୁଲାନ୍ସ ରେ ଚାଲିଛି ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର

ପୁରୀ: (ମନୋଜ କୁମାର ବଳୀୟାରସିଂ)ପୁରୀ ଜିଲ୍ଲା ଚାରିଛକ ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରରେ ଗଡୁଛି ଭଙ୍ଗା ଦଦରା ଆମ୍ବୁଲାନ୍ସ ଗାଡ଼ି। ପାଣି ଗଳୁଥିବା ଆମ୍ବୁଲାନ୍ସ ଗାଡ଼ିରେ ରୋଗୀ ଙ୍କୁ ଭୁବନେଶ୍ଵର ନିଆଯାଉଛି। ଯେଉଁ ଗାଡ଼ିର ଛାତ କଣା ଥିବାରୁ ରୋଗୀ ଓଦା ହୋଇ…

ଶିକ୍ଷା ଅନୁଷ୍ଠାନରେ ପଛୁଆବର୍ଗ ସଂରକ୍ଷଣ ଏକ ଐତିହାସିକ ନିଷ୍ପତ୍ତି

ଧର୍ମଗଡ଼ : ( ହେମନ୍ତ କୁମାର ମାଝୀ)ଶିକ୍ଷା ଅନୁଷ୍ଠାନରେ ପଛୁଆବର୍ଗ ସଂରକ୍ଷଣ ଐତିହାସିକ ନିଷ୍ପତ୍ତି ବୋଲି ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼ ପ୍ରକାଶ କରିଛନ୍ତି।ଦୃଢ ଓ ଦୂର ଦୃଷ୍ଟି ସମ୍ପନ୍ନ ଇଛା ଶକ୍ତିଥିଲେ ସବୁ ସମ୍ଭବ…

କଲ୍ୟାଣ ମଣ୍ଡପରେ ହେବାକୁ ଥିବା ବୈଠକ କୁ ନିନ୍ଦା କଲା ପଣ୍ଡରା ମାଳି ସେବା ସଙ୍ଘ

ଆତ୍ମଘୋଷିତ ସଭାପତିଙ୍କ ମନମୁଖୀ କାର୍ଯ୍ୟରେ ଅସନ୍ତୋଷ ଧର୍ମଗଡ଼: (ହେମନ୍ତ କୁମାର ମାଝୀ) କିଛିଦିନ ହେଲା ପଣ୍ଡରାମାଳି ସମାଜର କର୍ମକର୍ତ୍ତା ଚୟନ କୁ ନେଇ ଅସନ୍ତୋଷ କୁହୁଳିବାରେ ଲାଗିଛି l ଗୋଟିଏ ପଟେ ଚୟନ ହୋଇଥିବା କର୍ମକର୍ତ୍ତାଙ୍କୁ ଆତ୍ମଘୋଷିତ କହି ବିରୋଧ କରୁଛି…

ଝରୀଆ ସାହୁ ( ତେଲି) ସମାଜ କଳାହାଣ୍ଡି ( କ) ଅଞ୍ଚଳର ସାମାଜିକ ସମୀକ୍ଷା ବୈଠକ ଓ ସମ୍ଵନ୍ଧନା ଉତ୍ସବ

ଧର୍ମଗଡ଼ ତା ୨୪/୫( ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ ଅନ୍ତର୍ଗତ ସନ୍ଧିକୁଳିଆରୀ ଠାର ଝରୀଆ ସାହୁ (ତେଲି) ସମାଜ କଳାହାଣ୍ଡି ( କ) ଅଞ୍ଚଳର ସାମାଜିକ ସମୀକ୍ଷା ବୈଠକ ସଭାପତି ଟିକେ ରାମ ସାହୁ ଙ୍କ ଅଧ୍ୟକ୍ଷତା ରେ…