ଚାଷି ଙ୍କ ପାଇଁ ମରୀଚିକା ପାଲଟିଛି ମୋଡୋସିଲ ଚେକ ଡ୍ୟାମ, ଚାଷି ଙ୍କ କାମରେ ଆସୁନାହିଁ ଲକ୍ଷାଧିକ ଟଙ୍କା ରେ ନିର୍ମାଣ ଧୀନ ପ୍ରକଳ୍ପ
ଧର୍ମଗଡ଼ :୧୦/୨(ହେମନ୍ତ କୁମାର ମାଝୀ)ରାଜ୍ୟ ସରକାର ଚାଷିକୁଳ ଙ୍କ ହିତ ସାଧନ ଦୃଷ୍ଟି ରେ କୋଟି କୋଟି ଟଙ୍କା ବ୍ୟୟ ବରାଦ ଅଟକଲ ରେ ଜଳସେଚନ ପାଇଁ ନିର୍ମାଣ କରୁଛନ୍ତି ଚେକ ଡ୍ୟାମ,ହେଲେ ବିଭାଗୀୟ ଅଧିକାରୀ ଓ ଠିକାସଂସ୍ଥା ର ମିଳିଭଗତ…