ଜିଲ୍ଲାର ବିଭିନ୍ନ ଚାଷି ସମସ୍ୟା ନେଇ କୃଷିମନ୍ତ୍ରୀଙ୍କୁ ଭେଟିଲେ ବିଜେପି ଦଳ

Posted by - August 24, 2022
ବରଗଡ/ଅତାବିରା:୨୪/୮ବରଗଡ଼ ଲୋକସଭା ସାଂସଦ ଶ୍ରୀଯୁକ୍ତ ସୁରେଶ ପୂଜାରୀ ଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ କୃଷିମନ୍ତ୍ରୀ ଅତନୁ ସବ୍ୟସାଚୀ…
Read More

ଛାତ୍ର ବିଜେଡିର ସାଙ୍ଗଠନିକ ପୁନର୍ଗଠନ, ଅବିନାଶ ହେଲେ କାର୍ଯ୍ୟକାରୀ ସଭାପତି

Posted by - August 22, 2022
ଭବାନୀପାଟଣା‌ :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଯୁବ କମିଟି ପରେ ଏବେ ଛାତ୍ର…
Read More

ବିଜୁ ଜନତା ଦଳ ପକ୍ଷରୁ ୩୦ ଟି ଜିଲ୍ଲା ପାଇଁ ୬ ଜଣ ବରିଷ୍ଠ ପର୍ଯ୍ୟବେକ୍ଷକ ଙ୍କୁ ନିଯୁକ୍ତି : ବାଦ ପଡିଲେ ସୌମ୍ୟରଞ୍ଜନ

Posted by - August 19, 2022
ଭୁବନେଶ୍ଵର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)୨୦୨୪ ସାଧାରଣ ନିର୍ବାଚନ ସକାଶେ ପ୍ରସ୍ତୁତି ଆରମ୍ଭ କରିଛି ବିଜୁ ଜନତା ଦଳ…
Read More

ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ଜନମାରଣ ନୀତି ବିରୋଧ ରେ ଯାଜପୁର ଜିଲା କଂଗ୍ରେସ ପକ୍ଷରୁ ବିରୋଧ ଓ ପ୍ରତିବାଦ

Posted by - August 7, 2022
ଯାଜପୁର:ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ଜନମାରଣ ନୀତି ବିରୋଧ ରେ ଆଜି ଯାଜପୁର ଜିଲା କଂଗ୍ରେସ ପକ୍ଷରୁ ବିରୋଧ ଓ ପ୍ରତିବାଦ କରାଯାଇଛିIଜିଲା କଂଗ୍ରେସ ପକ୍ଷରୁ ଆଙ୍କୁଲା ଛକରୁ ଏକ ବିରାଟ ପଟୁଆର ବାହାରି ସହର ପରିକ୍ରମା କରିବା ପରେ ଗାନ୍ଧି ଛକ ରେ ଏକାଠି ହୋଇ ବିରୋଧ ପ୍ରଦର୍ଶନ କରିଥିଲେIଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଙ୍କ ଜନମାରଣ ନୀତି ଓ ଦରଦାମ ବୃଦ୍ଧି କୁ ପ୍ରତିବାଦ କରି କଂଗ୍ରେସ ନେତା ମାନେ ଗର୍ଜିଥିଲେ। କେନ୍ଦ୍ର ସରକାର ଆଛେଦିନ ର ସ୍ୱପ୍ନ ଦେଖେଇ କ୍ଷମତା କୁ ଆସି ସାଧାରଣ ଲୋକଙ୍କୁ ମହଙ୍ଗା ଭେଟି ଦେଉଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ। ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ନିକଟରେ କଂଗ୍ରେସ ନେତା ସନ୍ତୋଷ ନନ୍ଦ ଙ୍କ ନେତୃତ୍ୱରେ ଜିଲ୍ଲା ର ବିଭିନ୍ନ କଂଗ୍ରେସ ନେତା ସାମିଲ ହୋଇ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଥିଲେ।
Read More

ଦରଦାମ ବୃଦ୍ଧି ପ୍ରତିବାଦରେ ନବରଙ୍ଗପୁର ଜିଲା କଂଗ୍ରେସର କେନ୍ଦ୍ରର ମୋଦି ସରକାର ଓ ରାଜ୍ୟର ବିଜେଡି ସରକାର ଉପରେ ଗର୍ଜନ

Posted by - August 7, 2022
ନବରଙ୍ଗପୁର:(ବେଣୁ ଗୋପାଳ ରାଓ) ଦରଦାମ ବୃଦ୍ଧି ପ୍ରତିବାଦରେ ନବରଙ୍ଗପୁର ଜିଲା କଂଗ୍ରେସ କେନ୍ଦ୍ରର ମୋଦି ସରକାର ଓ ରାଜ୍ୟର ବିଜେଡି…
Read More

ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି ପ୍ରତିବାଦରେ କଂଗ୍ରେସର ଆନ୍ଦୋଳନ

Posted by - August 7, 2022
ସୋନପୁର::(ଅଜିତ କୁମାର ପୂଜାହାରୀ)ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି ପ୍ରତିବାଦରେ କଂଗ୍ରେସର ଆନ୍ଦୋଳନ। ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ…
Read More

ଦରବୃଦ୍ଧି ନେଇ ସମ୍ବଲପୁର ଜିଲ୍ଲା କଂଗ୍ରେସ ର ଅଭିନବ ପ୍ରତିବାଦ

Posted by - August 7, 2022
ସମ୍ବଲପୁର:(ରମାକାନ୍ତ ବିଶ୍ଵାଳ )ଦେଶରେ ଆକାଶ ଛୁଆ ଦରଦାମ ବୄଦ୍ଧି ନେଇ ସମ୍ବଲପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଗଣବିକ୍ଷୋଭ ପଦର୍ଶନ…
Read More

ରାଜ ରାସ୍ତା ରେ ଗର୍ଜୀଲା ଯୁବ କଂଗ୍ରେସ

Posted by - August 2, 2022
ମୁନିଗୁଡ଼ା:(ରମାକାନ୍ତ ପଡାଲ)ମୁନିଗୁଡ଼ା ରାଜରାସ୍ତାକୁ ଓହ୍ଲାଇଲା ଯୁବ କଂଗ୍ରେସ ‌। ରାଜ୍ୟ ସଭାପତି ସ୍ମୃତି ରଞ୍ଜନ ଲେଙ୍କା ଙ୍କ ନିର୍ଦ୍ଦେଶନାରେ କଂଗ୍ରେସ…
Read More

ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ଦଳ ପକ୍ଷରୁ ଆୟୋଜିତ ହେଉଛି ରକ୍ତଦାନ ଓ ବୃକ୍ଷରୋପଣ 

Posted by - August 2, 2022
ଯାଜପୁର :ବିଜୁ ଜନତା ଦଳ ଏବେ ଆଉ ସଂଗଠନ ନୁହେଁ ଏହା ଏକ ଆନ୍ଦୋଳନ ରେ ପରିଣତ ହୋଇଛି। ଯାହାର ଆଗ ଧାଡି ରେ ରହିଛନ୍ତି ଯୁବକ ଓ ଛାତ୍ର ଉଭୟ ଙ୍କ ଉଦ୍ୟମ କ୍ରମେ ସଂଗଠନ ଦିନକୁ ଦିନ ସୁଦୃଢ ହେବାରେ ଲାଗିଛି।  ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ଦଳ ପକ୍ଷରୁ ଆୟୋଜିତ ହେଉଛି ରକ୍ତଦାନ ଓ ବୃକ୍ଷରୋପଣ ପରି ସାମାଜିକ କାର୍ଯ୍ୟକ୍ରମI ଏହି କ୍ରମରେ ଯାଜପୁର ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ସାମିଲ ହୋଇ ଏଭଳି ବାର୍ତା ଦେଇଛନ୍ତି ଦଳର ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସIବାସୁଦେବପୁର ପଞ୍ଚାୟତ ର ଜାଲପୁର ଏବଂ ଦଶରଥପୁର ବ୍ଲକ ଜୟନ୍ତରା ଠାରେ ଚାରା ରୋପଣ କରି ପରିବେଶ ର ସୁରକ୍ଷା କରିବାର ବାର୍ତା ଦେଇଛନ୍ତି ବିଧାୟକ ପ୍ରଣବ। ଏହି ବାର୍ତା କୁ ଅଧିକ ପ୍ରଚାର ଓ ପ୍ରସାର କରିବା ପାଇଁ ଯୁବ ଓ ଛାତ୍ର ମାନେ ଦାୟିତ୍ବ ନେଇ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ କୁ କାର୍ଯ୍ୟକାରୀ କରୁଛନ୍ତିI ଉଭୟ ସ୍ଥାନରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅଶୋକ ଦାସ ଫାଉଣ୍ଡେସନ ର ସଚିବ ଭଵ ପ୍ରସାଦ ଦାସ,ଯାଜପୁର ବ୍ଲକ ଅଧକ୍ଷା,ଜିଲା ଯୁବ ସଭାପତି ପ୍ରତାପ ମହାନ୍ତି, ବିଧାୟକ ଙ୍କ ପ୍ରତିନିଧି କର୍ଣ୍ଣାଟ କେଶରୀ ଦାସ,ଜିଲା ବିଜେଡି ସଭାପତି ସରୋଜ ମହାପାତ୍ର ଙ୍କ ସମେତ ସ୍ଥାନୀୟ ଲୋକ ପ୍ରତିନିଧି ମାନେ ସାମିଲ ହୋଇଥିଲେ।  
Read More