କେସିଙ୍ଗା ନଗର ବିଜେପି ପକ୍ଷରୁ ୱାର୍ଡ ନମ୍ବର ୩ର ମିଶ୍ରଣ ପର୍ବ ଅନୁଷ୍ଠିତ

କେସିଙ୍ଗା : (ପ୍ରୀତେଶ ପଟେଲ)ନିର୍ବାଚନ ଯେତେ ପାଖେଇ ଆସୁଛି ଦଳ ଡ଼ିଆଁ ଓ ମିଶ୍ରଣ ପର୍ବ ସେତିକି ଜୋର୍ ସୋର୍ ରେ ଚାଲିଛି ।ଆଜି କେସିଙ୍ଗା ନଗର ବିଜେପି ପକ୍ଷରୁ କେସିଙ୍ଗା ଏନ୍ ଏ ସି ୱାର୍ଡ ନମ୍ବର ୩ ରେ…

ଫୁଲ ଛାଡି ଶଙ୍ଖ ଧରିଲେ

ହରଭଙ୍ଗା (ଚିତ୍ତରଞ୍ଜନ ସିଂ)ହରଭଙ୍ଗା ବ୍ଲକ ବଡ଼ ବାଗବର ଗ୍ରାମର ବିଜେପି ନେତୃବୃନ୍ଦ ବିଜେଡି ରେ ସାମିଲ ହୋଇଥିବା ଜଣା ପଡିଛି l ଗ୍ରାମର ଯୁବ ବିଜେପି ନେତା କମଳ ଭୋଇ, କରୁଣାକର ପ୍ରଧାନ, ବଶିଷ୍ଠ ସାହୁ, କିଶ୍ବର ସାହୁ, ତପନ ପ୍ରଧାନ,…

ଉଠା ଜଳସେଚନ ପ୍ରକଳ୍ପ ବିରୋଧରେ ସ୍ଥାନୀୟ ଚାଷୀଙ୍କ ଅଭିଯୋଗ

ହରଭଙ୍ଗା 4/5/24(ଚିତ୍ତ ରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା ଉଠା ଜଳସେଚନ ବିଭାଗ ର ପ୍ରକଳ୍ପ ପୁନଃରୁଦ୍ଧାର କାର୍ଯ୍ୟରେ ବ୍ୟାପକ ହରିଲୁଟ ହୋଇଥିବା ଖବର ସାମ୍ନା କୁ ଆସିଛି। ଉଠାଜଳସେଚନ ବିଭାଗ ର ଯନ୍ତ୍ରୀ ଓ ଠିକାଦାର ଙ୍କ ମଧୁଚନ୍ଦ୍ରିକା ରେ ବ୍ୟାପକ…

ପଦ୍ମତୋଳା ଅଭୟାରଣ୍ୟ ଭିତରେ ବହୁ ନବରଙ୍ଗୀ ଚଢ଼େଇ

ହରଭଙ୍ଗା ; (ଚିତ୍ତରଞ୍ଜନ ସିଂ)ଘଞ୍ଚ ଜଙ୍ଗଲ ପାହାଡ ପର୍ବତ ମଧ୍ୟରେ ରହିଛି ପଦ୍ମତୋଳା ଅଭୟାରଣ୍ୟ।ଉକ୍ତ ଜଙ୍ଗଲ ଟି ସବୁଜିମା ରେ ପରିପୂର୍ଣ ଅଟେ।ସୁରକ୍ଷା ଦୃଷ୍ଟି ରୁ ଏହି ଅଭୟାରଣ୍ୟ କୁ ପ୍ରତିବର୍ଷ ଦେଶ ବିଦେଶ ର ବିଭିନ୍ନ ପ୍ରଜାତି ର ପକ୍ଷୀ…

ପଦ୍ମନାଭ ବେହେରାଙ୍କ ନାମାଙ୍କନ ଦାଖଲ

ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ଅଜିତ କୁମାର ପୁଜାହାରୀସୁବର୍ଣ୍ଣପୁରର ଜିଲ୍ଲା ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ଙ୍କ ନାମାଙ୍କନ ପତ୍ର ଦାଖଲ l ବୀରମହାରାଜପୁର ସହରର ଜଗନ୍ନାଥ ମନ୍ଦିର ଠାରୁ ହଜାର ହଜାର ସମର୍ଥକଙ୍କ…

ନାମାଙ୍କନ ଶେଷ ଦିନରେ ବିଜେପି ଓ କଂଗ୍ରେସ ର ଶକ୍ତି ପ୍ରଦର୍ଶନ

ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ଗତ କାଲି ଓଡ଼ିଶାରେ ଦ୍ବିତିୟ ପର୍ଯ୍ୟାୟ ମତଦାନ ପାଇଁ ନାମାଙ୍କନର ଶେଷ ଦିନରେ ବୀରମହାରାଜପୁର ଠାରେ ଶକ୍ତି ପ୍ରଦର୍ଶନ କରିଛନ୍ତି କଂଗ୍ରେସ ଓ ବିଜେପି । କଂଗ୍ରେସ ଓ ବିଜେପି ପ୍ରାର୍ଥୀ ମଧ୍ୟ ନିଜ ଦଳର…

ନିଆଁ ଲାଗି ତିନି ବଖରା ଘର ସହିତ ଲକ୍ଷାଧିକ ଟଙ୍କlର ସମ୍ପତି ଭଶ୍ମିଭୁତ

ହରଭଙ୍ଗା :(ଚିତ୍ତରଞ୍ଜନସିଂ)ହରଭଙ୍ଗା ବ୍ଲକ୍ ଛତ୍ରଙ୍ଗ ପଞ୍ଚାୟତ (ଛତ୍ରଙ୍ଗ )ରହଣି ସାହି ରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତି ସହିତ ତିନି ବଖରା ଘର ପୋଡି ଭଶ୍ମିଭୁତ ଅଳ୍ପକେ ବର୍ତିଲେ ପରିବାର l ଖବର ମତେ ଛତ୍ରଙ୍ଗ ଗ୍ରାମ ରହଣି ସାହି…