ମା’ବୁଢୀଦେବୀଙ୍କ ଚଣ୍ଡୀଯଜ୍ଞ ଓ ଶନିଶ୍ଚର ମହାଗ୍ରହ ଯଜ୍ଞ ଉପଲକ୍ଷେ କଳସଯାତ୍ରା

ଢେଙ୍କାନାଳ:୧୭/୫ : ଢେଙ୍କାନାଳ ସହର ଜୁବୁଲିଟାଉନ୍‌ସ୍ଥିତ ମା ବୁଢୀ ଦେବୀଙ୍କର ବିଜୟସ୍ଥଳୀରେ ମା’ ବୁଢୀଦେବୀଙ୍କ ଚଣ୍ଡୀଯଜ୍ଞ ସହିତ ଶନିଶ୍ଚର ମହାଗ୍ରହ ଯଜ୍ଞ ୧୭ ତାରିଖ ଠାରୁ ଆରମ୍ଭ ହୋଇ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ସପ୍ତଦିନ ବ୍ୟାପୀ ଅନୁଷ୍ଠିତ ହେବ ।…

୧୬ ପେଟି ବିଦେଶୀ ମଦ ଜବତ,ଜଣେ ଗିରଫ

ହରଭଙ୍ଗା(ଚିତ୍ତରଞ୍ଜନସିଂ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ବିଦେଶୀ ମଦ ଜବତ କରିବା ସହ ଜଣକୁ ଗିରଫ କରିଥିବା ଜଣାପଡ଼ିଛି l ସୂଚନା ଅନୁସାରେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଅବକାରୀ ଅଧିକାରୀ ସୂର୍ଯ୍ୟକାନ୍ତ ମଲିକଙ୍କ ନେତୃତ୍ୱରେ…

ଇଭିଏମ୍, ଭିଭିପାଟ ଏବଂ ନିର୍ବାଚନୀ ସାମଗ୍ରୀ ଯୋଗାଣ ନେଇ ମକଡ୍ରିଲ ଅନୁଷ୍ଠିତ

ହରଭଙ୍ଗା୧୭ /୦୫ (ଚିତ୍ତ ରଞ୍ଜନ ସିଂ )ବୌଦ୍ଧ ଜିଲ୍ଲାରେ ଦୁଇ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି l ଜିଲାର ଭୋଟରମାନେ ୮୫ କଣ୍ଟାମାଲ ଏବଂ ୮୬ ବୌଦ୍ଧ ବିଧାନସଭା ସହିତ୧୩  କନ୍ଧମାଳ ଲୋକସଭା ଆସନ ପାଇଁ ନିଜ ମତ ସାବ୍ୟସ୍ତ…

ନାକଟିଦେଉଲରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର,ପ୍ରଣବ ପଚାରିଲେ ବିଜେପିର ୧୫ ଲକ୍ଷ କୁଆଡେ ଗଲା

ଶପଥଗ୍ରହଣ ପରେ ପ୍ରଥମେ ବିଜୁଳି ବିଲ୍‌‌ ଛାଡ଼ ଘୋଷଣାରେ ଦସ୍ତଖତ କରିବି : ମୁଖ୍ୟମନ୍ତ୍ରୀ  ସମ୍ବଲପୁର: (ସଞ୍ଜୟ ମହାନ୍ତି )ନାକଟିଦେଉଳରେ ଶୁକ୍ରବାର ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀଙ୍କୁ…

ବିରଞ୍ଚି ନାଏକ ହତ୍ୟା କାଣ୍ଡ ର ପର୍ଦ୍ଦାଫାସ କଲା କେସିଙ୍ଗା ପୋଲିସ

କେସିଙ୍ଗା : (ପ୍ରୀତେଶ ପଟେଲ)ଗତ ୧୩ ତାରିଖ ରେ କେସିଙ୍ଗା ଥାନା ଅନ୍ତର୍ଗତ ପରେଲସିଙ୍ଗା ପଞ୍ଚାୟତ ରହେନ ପଡା ନିବାସୀ ବିରଞ୍ଚି ନାଏକ ଙ୍କ ମୃତ ଦେହ ବଜର ଗଡ ଜୋର୍ ରେ ପଡ଼ିଥିଲା ।ସେହି ଦିନ ନିର୍ବାଚନ ଥିବାରୁ ପୋଲିସ…

ଗାଁ ମୁଁହା ପ୍ରାର୍ଥୀ, ପରଖୁଛନ୍ତି ଭୋଟର,ଜମୁଛି ମଦ ମାଂସର ଆସର 

ହରଭଙ୍ଗା ୧୭ /୦୫ (ଚିତ୍ତ ରଞ୍ଜନ ସିଂ )ଆସନ୍ତା 20  ତାରିଖ ରେ ହେବାକୁ ଥିବା ଦିତ୍ୱୀୟ ପର୍ଯ୍ୟାୟ  ସାଧାରଣ ନିର୍ବାଚନ କୁ ନେଇ ବୌଦ୍ଧ ରାଜନୀତି ସରଗରମ ହୋଇ ଉଠୁଛି।ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଦଳର…

ସାଧାରଣ ପର୍ଯ୍ୟବେକ୍ଷକଙ୍କ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା

ଶାନ୍ତିପୂର୍ଣ୍ଣ ଓ ନିରପେକ୍ଷ ଭାବେ ସାଧାରଣ ନିର୍ବାଚନ ପରିଚାଳନା ଦିଗରେ ଗୁରୁତ୍ୱାରୋପ ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ଅନୁଷ୍ଠିତ ହେବାକୁଥିବା ସାଧାରଣ ନିର୍ବାଚନର ସୁପରିଚାଳନା ନିମନ୍ତେ ପ୍ରସ୍ତୁତି ଓ ପଦକ୍ଷେପର ତଦାରଖ ପାଇଁ ସାଧାରଣ ପର୍ଯ୍ୟବେକ୍ଷକ ସମୀକ୍ଷା ବୈଠକ କରିଛନ୍ତି।ଜିଲ୍ଲା ପରିଷଦ…