ଭୁବନେଶ୍ବର: (ସଞ୍ଜୟ ମହାନ୍ତି )ବିଜୁ ଜନତା ଦଳ ତୃତୀୟ ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଏହି ଟିକେଟ୍‌ ଘୋଷଣା କରିଛନ୍ତି।

ବିଜେଡି ଦ୍ୱାରା ବିଧାନସଭା ନିର୍ବାଚନ ନିମନ୍ତେ ଘୋଷିତ ପ୍ରାର୍ଥୀ ତାଲିକା:
୧. ବ୍ରଜରାଜନଗର – ଅଳକା ମହାନ୍ତି
୨. ଝାରସୁଗୁଡ଼ା – ଦୀପାଳି ଦାସ
୩. ତଳସରା – ବିନୟ କୁମାର ଟପ୍ପୋ
୪. ସୁନ୍ଦରଗଡ଼ – ଯୋଗେଶ ସିଂହ
୫. ରାଜଗାଙ୍ଗପୁର – ଅନୀଲ ବାର୍ଲା
୬. ବଣାଇ – ଭୀମସେନ ଚୌଧୁରୀ
୭. ଯଶୀପୁର – ଚକ୍ରଧର ହେମ୍ବ୍ରମ୍‌
୮. ଉଦଳା – ଶ୍ରୀନାଥ ସୋରେନ୍‌
୯. ବାରିପଦା – ସାନନ୍ଦ ମାରାଣ୍ଡି
୧୦. ବଡ଼ସାହି – ଅନସୂୟା ପାତ୍ର
୧୧. ମୋରଡ଼ା – ପ୍ରୀତିନନ୍ଦା କାନୁନଗୋ
୧୨. ସୋର – ମାଧବ ଧଡା
୧୩. ଆଠ ମଲିକ – ନଳିନୀ କାନ୍ତ ପ୍ରଧାନ
୧୪. ବୀରମହାରାଜପୁର – ପଦ୍ମନାଭ ବେହେରା
୧୫. ଖଡ଼ିଆଳ – ଅଧିରାଜ ପାଣିଗ୍ରାହୀ
୧୬. ଫୁଲବାଣୀ – ଜୟଶ୍ରୀ କହଁର
୧୭. ମାହାଙ୍ଗା – ଅଙ୍କିତ ପ୍ରତାପ ଜେନା
୧୮. ତିର୍ତ୍ତୋଲ – ରମାକାନ୍ତ ଭୋଇ
୧୯. ଜଗତସିଂହପୁର – ପ୍ରଶାନ୍ତ କୁମାର ମୁଦୁଲି
୨୦. ଭୁବନେଶ୍ୱର ଉତ୍ତର – ସୁଶାନ୍ତ କୁମାର ରାଉତ
୨୧. ଏକାମ୍ର – ଅଶୋକ ଚନ୍ଦ୍ର ପଣ୍ଡା
୨୨. ଖଲ୍ଲିକୋଟ – ସୂର୍ଯ୍ୟମଣି ବୈଦ୍ୟ
୨୩. ଆସିକା – ମଞ୍ଜୁଳା ସ୍ୱାଇଁ
୨୪. ବ୍ରହ୍ମପୁର – ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ
୨୫. ପାରଳାଖେମୁଣ୍ଡି – ରୂପେଶ ପାଣିଗ୍ରାହୀ
୨୬. ମୋହନା – ଅନ୍ତର୍ଯ୍ୟାମୀ ଗମାଙ୍ଗୋ
୨୭. ପଟାଙ୍ଗୀ – ପ୍ରଫୁଲ୍ଲ ପାଙ୍ଗୀ

ବିଜେଡି ଦ୍ୱାରା ଲୋକସଭା ନିର୍ବାଚନ ନିମନ୍ତେ ଘୋଷିତ ପ୍ରାର୍ଥୀ ତାଲିକା:
୧. ବଲାଙ୍ଗିର- ସୁରେନ୍ଦ୍ର ସିଂ ଭୋଇ
୨. ଭଦ୍ରକ- ମଞ୍ଜୁଲତା ମଣ୍ଡଳ
୩. ବରଗଡ଼- ପରିଣୀତା ମିଶ୍ର
୪. ବ୍ରହ୍ମପୁର- ଭୃଗୁ ବକ୍ସିପାତ୍ର
୫. କେନ୍ଦୁଝର – ଧନୁର୍ଜୟ ସିଦ୍ଧୁ