ଜୁନାଗଡ଼ରେ ପିରାମଲ ଫାଉଣ୍ଡେସନର ‘ସ୍ୱଚ୍ଛତା ସମରସତା’ ଅଭିଯାନ

ଭବାନୀପାଟଣା: (ନରେନ୍ଦ୍ର ନେଗୀ)ପିରାମଲ ଫାଉଣ୍ଡେସନ ପକ୍ଷରୁ କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ବ୍ଲକରେ ଋତୁସ୍ରାବ ସ୍ୱଚ୍ଛତା ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସ୍ୱଚ୍ଛତା ସମରସତା (ହାଇଜିନ୍ ହାରମୋନି) ଅଭିଯାନ ଆୟୋଜନ କରାଯାଇଛି। ପ୍ରକାଶ ଯେ, ଗାନ୍ଧୀ ଫେଲୋ ରାଜନନ୍ଦାନୀ ସ୍ଥାନୀୟ ଜନସାଧାରଣ, ଛାତ୍ରଛାତ୍ରୀ…

କଂଗ୍ରେସ ଛାଡିଲେ ରାମନାଗୁଡ଼ା ବ୍ଲକ ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ

ମୁନିଗୁଡା : (ରମାକାନ୍ତ ପୋଡାଲ )ଆଜି କଂଗ୍ରେସ ଦଳରୁ ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି ରବି ଶଙ୍କର। ଏନେଇ ସେ ରାୟଗଡା ଜିଲ୍ଲା କଂଗ୍ରେସ ସଭାପତି ଙ୍କୁ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଥିବା ବ୍ଲକ ଅଧ୍ୟକ୍ଷ ଜଣାଇଛନ୍ତି। ବର୍ତ୍ତମାନ…

ଗୁରୁଦୀପ ଭାଇଙ୍କର ଅମର ଆତ୍ମା ର ସଦଗତି ନିମନ୍ତେ ଶ୍ରଦ୍ଧାଞ୍ଜଳି

ମୁନିଗୁଡା : (ରମାକାନ୍ତ ପୋଡାଲ)ଦିବ୍ୟ ଦର୍ଶନ ସଂଘର ଅନ୍ତର ର୍ଖୋଲି ଆଶ୍ରମ ଠାରେ ଦିବ୍ୟାଦର୍ଶନ ସଂଘର କେନ୍ଦ୍ରୀୟ କମିଟି ସଭାପତି ସ୍ବର୍ଗତ ଗୁରୁଦୀପ ଭାଇଙ୍କର ଅମର ଆତ୍ମା ର ସଦଗତି ନିମନ୍ତେ ଶ୍ରଦ୍ଧାଞ୍ଜଳି ସତସଙ୍ଗ ଅନୁଷ୍ଠିତ ହୋଇ ଥିଲା ।ଏହି ମହତ୍…

ଟିଟିଲାଗଡ ଡି ଏ ଭି ମହାବିଦ୍ୟାଳୟରେ ପଢୁଥିବା ପିଜି ଛାତ୍ରୀଙ୍କୁ ତିନି ଦୁବୃତଙ୍କ ଆକ୍ରମଣ କରି ଲୁଟ

ଟିଟିଲାଗଡ : (ସଞ୍ଜୟ କୁମାର ନାୟକ)ଟିଟିଲାଗଡ ଡି ଏ ଭି ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଚତୁର୍ଥ ସେମିଷ୍ଟାରର ପ୍ରିୟମ୍ବଦା ମାଝି ନିଜ ଘର ବହିଦାର ପଡ଼ାରୁ ଡି ଏ ଭି ମହାବିଦ୍ୟାଳୟକୁ ଆସୁଥିବା ବେଳେ ତିନି ଜଣ ଯୁବକ ମୁହଁରେ…

ଘମଟଗୁଡା, ଅମ୍ଲାଭଟାରେ ଭକ୍ତିପୂତ ସ୍ଵାଗତ ସହ ଗୁଆ ଚାଉଳ ଅର୍ପଣ

ମୁନିଗୁଡା: ୧୦।୧(ରାମାକାନ୍ତ ପୋଡାଳ )ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅଞ୍ଚଳରେ ଜଗନ୍ନାଥଙ୍କ ଅର୍ପଣ ରଥ ଭ୍ରମଣ କାର୍ଯ୍ୟକ୍ରମ ଶୁଭ ଆରମ୍ଭ ହୋଇଯାଇଥିବା ବେଳେ ଘମଟଗୁଡା,ଆମ୍ଲାଭଟା ପଞ୍ଚାୟତର ପ୍ରତ୍ୟେକ ୱାର୍ଡ ପରିକ୍ରମା କରିଛି ଜଗନ୍ନାଥଙ୍କ ଅର୍ପଣ ରଥ। ଅମ୍ଲାଭଟା ଜଗନ୍ନାଥ ମନ୍ଦିର ନିକଟରୁ…

ରାଣୀପିଣ୍ଡା,କୁମୁଡ଼ାବାଲି ପଞ୍ଚାୟତରେ ପରିକ୍ରମା କଲା ଅର୍ପଣ ରଥ ଭକ୍ତିପୂତ ସ୍ଵାଗତ ସହ ଭବ୍ୟ ସମ୍ବର୍ଦ୍ଧନା

ମୁନିଗୁଡା: ୧୦/୦୧(ରାମାକାନ୍ତ ପୋଡାଳ )ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅଞ୍ଚଳର ଅର୍ପଣ ରଥ ଭ୍ରମଣ କାର୍ଯ୍ୟକ୍ରମ ଶୁଭ ଆରମ୍ଭ ହୋଇଯାଇଥିବା ବେଳେ ରାଣୀପିଣ୍ଡା, କୁମୁଡାବାଲି ପଞ୍ଚାୟତର ପ୍ରତ୍ୟେକ ୱାର୍ଡ ପରିକ୍ରମା କରିଛି ଅର୍ପଣ ରଥ।ଜଗନ୍ନାଥଙ୍କ ଅର୍ପଣ ରଥ ରାଣୀପିଣ୍ଡା ଭୈରବ ମନ୍ଦିର…

ଅଯୋଧ୍ୟାରୁ ଆସିଥିବା ଅକ୍ଷତ କଳସ ଯାତ୍ରା ରାହୁଲାହଲଦୀ ଗ୍ରାମ ଠାରେ ଭାଵ୍ୟ ସମ୍ବର୍ଦ୍ଧନା

ଧର୍ମଗଡ଼: ୯/୧(ହେମନ୍ତ କୁମାର ମାଝୀ)ଧର୍ମଗଡ଼ ବ୍ଲକ ରାହୁରାହଳଦୀ ଗ୍ରାମରେ ହୋଇଥିଲା ଯାତ୍ରା ରେ ସମାଜ ସେବୀ ଚତୁର୍ଭୁଜ ତାଣ୍ଡି, ରାମସେନା ରୁ ଜୟ ଶଙ୍କର ମୁଣ୍ଡ ଓ ଧ୍ରୁବଚରଣ ପଣ୍ଡା ଜଗନ୍ନାଥ ସେବା ସମିତି ରୁ ସେବକ ଯୋଗୀନ୍ଦ୍ର ପଣ୍ଡା ଏବଂ…

ବୌଦ୍ଧ ଜିଲ୍ଲା ବିଜେପି ତରଫରୁ କର୍ମୀ ସମ୍ମିଳନୀ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ

ବୌଦ୍ଧ :୧୦/୦୧  ( ଚିତ୍ତରଞ୍ଜନ ସିଂହ )ଆଜି ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ନୂତନ ବର୍ଷ ୨୦୨୪ କୁ ସ୍ଵାଗତ କରିବା ଅବସରରେ ଏକ କର୍ମୀ ସମ୍ମିଳନୀ ସହିତ ବନ୍ଧୁ ମିଳନ ବୀରନରସିଂହପୁର ଜଙ୍ଗଳ ବିଭାଗ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି…

ବୌଦ୍ଧ ଜିଲ୍ଲାରେ ପକ୍ଷୀ ଗଣନା

ହରଭଙ୍ଗା : (ଚିତ୍ତ ରଞ୍ଜନ ସିଂ )ପ୍ରତି ବର୍ଷ ଭଳି ଚଳିତ ବର୍ଷ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଥ‌ିବା ବେଳେ ଆଜି ବୌଦ୍ଧଜିଲ୍ଲା ରେ ପକ୍ଷୀ ଗଣନା କରାଯାଇଛି । ଜିଲ୍ଲାର ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ ଓ ମହାନଦୀ…

ଲୁଣିବାହାଲରେ ଗୋ ପରିଚାଳନା ତାଲିମ ଶିବିର

ହରଭଙ୍ଗା : (ଚିତ୍ତ ରଞ୍ଜନ ସିଂ ) ବୌଦ୍ଧ ଜିଲ୍ଲା ଲୁଣିବାହାଲ ଗ୍ରାମ ପଞ୍ଚାୟତ କାର୍ଯ୍ଯାଳୟ ପରିସରରେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଆନୁକୁଲ୍ୟରେ ଗୋ ପରିଚାଳନା ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହାକୁ ବୌଦ୍ଧ ଜିଲ୍ଲା ସମବାୟ ଦୁଗ୍ଧ ସଂଘ…