ରାସ୍ତା ନିର୍ମାଣ ଦାବିରେ କୀରାପଲ୍ଲୀ ଗ୍ରାମବାସୀଙ୍କ ବେଲଗୁଣ୍ଠା-ବାଲିପଦର ମୂଖ୍ୟ ରାସ୍ତା ଅବରୋଧ

ବେଲଗୁଣ୍ଠା: ୨୯ /୦୨ (ସୁଶାନ୍ତ କୁମାର ବେହେରା )ଆଜି ସକାଳ ଆଠ ଘଣ୍ଟା ଠାରୁ ବେଲଗୁଣ୍ଠା ବ୍ଳକ୍ ବଙ୍କା ପଂଚାୟତର କୀରାପଲ୍ଲୀ ଗ୍ରାମର ପୁରୁଷ ଓ ମହିଳା ମାନେ ହାତରେ ପ୍ଲାକାର୍ଡ଼ ଧରି ରାସ୍ତାକୁ ଓହ୍ଲାଇଥିଲେ I ଦୀର୍ଘ ୪୦  ବର୍ଷ…

ପତ୍ନୀ ହନ୍ତା କୁ ଆଜୀବନ କାରାଦଣ୍ଡ ୧୦ ହଜାର ଟଙ୍କା ଜରିମାନା

ଧର୍ମଗଡ:୨୯/୨(ହେମନ୍ତ କୁମାର ମାଝୀ)ଗତ ୨୦୧୮ ମସିହା ସେପ୍ଟେମ୍ବର ୨ ତାରିଖ ରେ ଆମ୍ବପାଣି ଥାନା ଅର୍ନ୍ତଗତ ନୂଆ ଗାଁ ର ଦୁର୍ଜନ ସୁନାନୀ ତାଙ୍କ ସ୍ତ୍ରୀ ଦେବକୀ ରାଉତ ଙ୍କୁ ଯୌତୁକ ପାଇଁ ଦଉଡ଼ି ରେ ତଣ୍ଟି ଚିପି ହତ୍ୟା କରିଥିଲା।ଏହି…

ଲୁଣିବାହାଲ ହାଇସ୍କୁଲ ରେ ଅନୁସୂଚିତ ଜାତି ଛାତ୍ରୀ ନିବାସ ଉଦଘାଟିତ

ହରଭଙ୍ଗା(ଚିତ୍ତରଞ୍ଜନସିଂ) ସରକାର ସର୍ବଦା ଗ୍ରାମଞ୍ଚଳ ର ବିକାଶ ଅନୁସୂଚିତ ଜାତି ଜନଜାତି ଛାତ୍ର ଛାତ୍ରୀଙ୍କୁ ପ୍ରାଧ୍ୟାନ୍ୟ ଦେଇ ଆସୁଥିବା ବେଳେ ଶିକ୍ଷlକ୍ଷେତ୍ର ରେ ଅଧିକ ଗୁରୁତ୍ୱ ଦେଇ ଆସୁଛନ୍ତି l କିନ୍ତୁ ଗ୍ରାମାଞ୍ଚଳ ର ଅନୁସୂଚିତ ଛାତ୍ରୀ ମାନେ କିପରି ସହଜ…

ବୌଦ୍ଧ ଜଳସମ୍ପଦ ବିଭାଗ କନିଷ୍ଟ ଯନ୍ତ୍ରୀ ଙ୍କ ଆତ୍ମହତ୍ୟା,ସରକାରୀ ବାସଭଵନ ରୁ ଝୁଲନ୍ତା ମୃତ ଦେହ ଉଦ୍ଧାର କଲା ପୋଲିସ

ବୌଦ୍ଧ- ( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜଳସମ୍ପଦ ବିଭାଜନ କାର୍ଯ୍ୟାଳୟର କନିଷ୍ଠ ଯନ୍ତ୍ରୀ ପ୍ରଦୀପ କୁମାର ଘୋଷ ନିଜ ବାସଭବନରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି l ଘଟଣା କୁ ନେଇ ବର୍ତମାନ ସହରରେ ଚର୍ଚ୍ଚା ର ବିଷୟ ହୋଇଛି l ଏପଟେ…

ବିଜ୍ଞାନ କେନ୍ଦ୍ର ର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )ଜାତୀୟ ବିଜ୍ଞାନ ଦିବସ ଅବସରରେ ଓଡିଶା ର ମାନ୍ୟବର ମୁଖମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଦ୍ୱାରା ଆଭାସୀ ମାଧ୍ୟମରେ ମର୍ଜlକୁଦ ଠାରେ ବୌଦ୍ଧ ଜ଼ିଲ୍ଲା ର ବିଜ୍ଞାନ କେନ୍ଦ୍ର ର ଭିତ୍ତି ପ୍ରସ୍ତର ସ୍ଥାପନ…

ଚାରିଛକ ରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ହରଭଙ୍ଗା (ଚିତ୍ତରଞ୍ଜନ ସିଂ)ହରଭଙ୍ଗା ବ୍ଲକସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗଣିତ ଏବଂ ବିଜ୍ଞାନ କ୍ଲବ ଦ୍ୱାରା ‘ଜାତୀୟ ବିଜ୍ଞାନ ଦିବସ’ ପାଳିତ ହୋଇଯାଇଛି l ବିଦ୍ୟାଳୟ ପ୍ରଧାନଶିକ୍ଷକ ନିର୍ମଳ କୁମାର ରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ଆଲୋଚନାଚକ୍ର ରେ ହରଭଙ୍ଗା…

ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା ସମିତି ବୈଠକ

ସୁବର୍ଣ୍ଣପୁର : ୨୭ /୦୨ (ଅଜିତ କୁମାର ପୁଜାହାରୀ)ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ରେ ଜିଲ୍ଲା ସଡକ ସୁରକ୍ଷା ସମିତି ର ମାସିକ ଆଲୋଚନା ସଭା ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା l ବୈଠକରେ ମୁଖ୍ୟ ଉନ୍ନୟନ…

ସୁବଳୟାକୁ ଏନଏସି ଦାବୀରେ ୧୨ ଘଣ୍ଟିଆ ବନ୍ଦ ଡାକରା

ସୁବର୍ଣ୍ଣପୁର  : 27/12  (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସୁବଳୟାକୁ ଏନଏସି ଦାବୀରେ ୧୨ ଘଣ୍ଟିଆ ବନ୍ଦ ଡାକରା । ବନ୍ଦ ଡାକରା ଦେଇଛି ସୁବଳୟା କ୍ରିୟାନୁଷ୍ଠାନ କମିଟି। ଗତ ଶନିବାର ଦିନ ସରକାର ରାଜ୍ୟର ୩୪ ଗୋଟି ଏବଂ ପରଦିନ…

ବିନିକାକୁ ସବଡିଭିଜନ ଦାବୀ ନେଇ ଶାନ୍ତିପୁର୍ଣ୍ଣ ଭାବରେ ବନ୍ଦ ପାଳନ

ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ଆଜି ସକାଳ ୬ ଘଣ୍ଟାରୁ ସନ୍ଧ୍ୟା ୬ ଟା ବିନିକା ଅଞ୍ଚଳ ବାସୀ ପକ୍ଷରୁ ବିନିକା ସହରକୁ ସବଡ଼ିବିଜନ ଦାବୀ ନେଇ ଦିଆଯାଇଥିବା ୧୨ ଘଣ୍ଟିଆ ବନ୍ଦ ଡାକରା ସମ୍ପୂର୍ଣ୍ଣ ଭାବେ ସଫଳ ହୋଇଛି ।…

ମିଶନ ଶକ୍ତି ଋଣ ବ୍ୟବସ୍ଥା ରେ ସ୍ଵୟଂସହାୟକ ଗୋଷ୍ଠି ଙ୍କ ସୁଧ ଫେରସ୍ତ କାର୍ଯ୍ୟକ୍ରମ

ହରଭଙ୍ଗା(ଚିତ୍ତରଞ୍ଜନସିଂ)ବୌଦ୍ଧ।ଦ୍ଧ ଜିଲ୍ଲା ଅନ୍ତର୍ଗତ ହରଭଙ୍ଗା ବ୍ଲକ ମିଶନ ଶକ୍ତି କାର୍ଯ୍ୟାଳୟ ଠାରେ ମିଶନଶକ୍ତି ବିଭାଗର ତରଫରୁ ମିଶନ ଶକ୍ତି ଋଣ ବ୍ୟବସ୍ଥା ରେ ସ୍ଵୟଂସହାୟକ ଗୋଷ୍ଠି ଙ୍କ ସୁଧ ଫେରସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।ଏହି ବ୍ୟବସ୍ଥାରେ ନିୟମିତ ଭାବେ…