ENTERTAINMENT ଅାରମ୍ଭ ହେଲା ମୟୂରଭଞ୍ଜ ମହୋତ୍ସବ ୨୦୧୮ Posted on December 6, 2018 at 10:32 pm by Aei Odisha 1171 0 ବାରିପଦା : ଅାରମ୍ଭ ହେଲା ମୟୂରଭଞ୍ଜ ମହୋତ୍ସବ ୨୦୧୮ । ଗତକାଲି ଏହାର ଉଦ୍ଘାଟନୀ ରାଲି ବାରିପଦା ଠାରେ ଅନୁଷ୍ଠିତ ହୋଇଥିଲା। ଓଲିଉଡ ଅଭିନେତା ଉତ୍ତମ ମହାନ୍ତି ଓ ଅସିତ୍ ପତି ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ପରେ ଧୁମ୍ସାର ତାଳେ ତାଳେ ଅାଦିବାସୀ ନୃତ୍ୟ ପ୍ରଦର୍ଶିତ ହେବା ସହ ଛୋଟ ଛୋଟ ପିଲାମାନଙ୍କ ଡ୍ୟାନ୍ସ ମାଧ୍ୟମରେ ଏହି କାର୍ନିଭାଲ ସୋ’ ସହର ପରିକ୍ରମା କରିଥିଲା।ଏହି ଉତ୍ସବରେ ଶହ ଶହ ଲୋକ ଭିଡ଼ ଜମାଇ ଗୀତନାଚର ମଜା ଉଠାଇବା ସହିତ ଏହି ସୋ’ରେ ସାମିଲ ହୋଇଥିଲେ।
ଦ୍ୱିତୀୟ ମାଁ ଭୈରବୀ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ର ତୃତୀୟ ସନ୍ଧ୍ୟା Posted by Aei Odisha - November 24, 2022 0 ବୌଦ୍ଧ:(ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ପୁରୁଣାକଟକ ମିନି ଷ୍ଟାଡିୟମ ଠାରେ ଚାଲିଥିବା ଦ୍ୱିତୀୟ ମାଁ ଭୈରବୀ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ର ତୃତୀୟ ସନ୍ଧ୍ୟା ଅନୁଷ୍ଠିତ…
ପୌରପାଳିକା ପକ୍ଷରୁ ସ୍ୱଚ୍ଛତା ସମ୍ପର୍କିତ ନାଟକ ପରିବେଷିତ Posted by Aei Odisha - January 11, 2022 0 ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ଯାଜପୁର ପୌରପାଳିକା ପକ୍ଷରୁ ସ୍ୱଚ୍ଛତା ସମ୍ପର୍କିତ ଏକ ନାଟକ ପରିବେଷିତ ହୋଇଯାଇଛି। ପୌର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ନାଟକ ପରିବେଷଣ…
ମୁନିଗୁଡ଼ା ବାଳିକା ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ସର୍ଗି ଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ Posted by Aei Odisha - November 21, 2022 0 ମୁନିଗୁଡା :(ରମାକାନ୍ତ ପୋଢଳ)ରାୟଗଡ଼ା ccଜିଲ୍ଲା ମୁନିଗୁଡ଼ା ବାଳିକା ଉଚ୍ଚ ବିଦ୍ୟାଳୟର ପରିସରରେ ବ୍ଲକ ସ୍ତରୀୟ ସରଗି ଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ମୁନିଗୁଡ଼ା…
ସପ୍ତମ ରାଜ୍ୟସ୍ତରୀୟ ପାଲା ମହୋତ୍ସବ ଉଦଯାପିତ Posted by Aei Odisha - October 18, 2022 0 ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବିଂଝାରପୁର ବ୍ଲକ ଅରେଇ ଠାରେ ପୁଣ୍ୟ ଉତ୍କଳ ପକ୍ଷରୁ ଚାଲିଥିବା ସପ୍ତମ ରାଜ୍ୟସ୍ତରୀୟ ପାଲା ମହୋତ୍ସବ ଉଦଯାପିତ ହୋଇଯାଇଛି । ଏହି…
ବଙ୍ଗୀୟ ସୁନ୍ଦରୀଙ୍କ ଝିଲିକ୍ ଭଟ୍ଟାଚାର୍ଯ୍ୟଙ୍କ ହାତ ଧରିଲେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ Posted by Aei Odisha - March 12, 2020 403 ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ) ବିବାହ ବନ୍ଧନରେ ଆବଦ୍ଧ ହେଲେ ସୁକିନ୍ଦା ବିଧାୟକ ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡାଇଙ୍କ ସୁପୁତ୍ର ପ୍ରୀତିରଞ୍ଜନ ଘଡାଇ । ବଙ୍ଗୀୟ…