Breaking News
12:10 amରାଜ୍ୟ କ୍ୟାବିନେଟ୍‌ରେ ୩୨ ଟି ପ୍ରସ୍ତାବକୁ ମଞ୍ଜୁରୀ,ପାନୀୟ ଜଳ ପ୍ରକଳ୍ପ ସହ ଶିକ୍ଷା ବିଷୟରେ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସୂଚନା 12:06 amଦୈନିକ ଖର୍ଚ୍ଚ ପାଇଁ ଲୋକଙ୍କୁ ଋଣ ନେବାକୁ ପଡିପାରେ : ପ୍ରିୟଙ୍କା ଗାନ୍ଧୀ 12:06 amଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ନେଇ ଏଏସ୍‌ଆଇ ଅଧୀକ୍ଷକ କହିଲେ- ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ପୂରାତନ କୀର୍ତ୍ତିରାଜି ଭରି ରହିଛି। ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ଜଣାଇଛି। ଯେବେ ବି ଆମେ ଏଠି ଖନନ କରିବା କୀର୍ତ୍ତିରାଜି ମିଳିବ ହିଁ ମିଳିବ। ରାଜ୍ୟ ଅଧିକାରୀଙ୍କ ସହ କଥା ହେଲା ବେଳେ ଅନେକ ଥର କହିଛି 12:03 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଖଜାପଲ୍ଲୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ବିଷୋୟୀ (୫୬)ଙ୍କୁ ବିଚ୍‌ ରାସ୍ତାରେ କାର୍‌ରୁ ଟାଣିଆଣି ଖଣ୍ଡାରେ ହାଣି ନିର୍ମମ ଭାବେ ହତ୍ୟା 3:31 pmପ୍ରତିଷ୍ଠା ହେଲା ମା’ ତାରାତାରିଣୀଙ୍କ ଭବ୍ୟ ମନ୍ଦିର,ମୁଖ୍ୟପୁରୋଧା ଭାବେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଅନୁଗୋଳ ଷ୍ଟାଡିୟମଠାରେ ୭୧ତମ ଜିଲାସ୍ତରୀୟ ସଧାରଣତନ୍ତ୍ର ଦିବସ ପାଳିତ

351 0

ଅନୁଗୋଳ -(ମହେଶ ଭୋମରାଜ) ଅନୁଗୋଳ ଷ୍ଟାଡିୟମଠାରେ ୭୧ତମ ଜିଲାସ୍ତରୀୟ ସଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ , ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ସୁଶାନ୍ତ ସିଂ ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ସମେତ ଜିଲ୍ଲାର ବହୁ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ ।

ଏହି ଅବସରରେ ମନ୍ତ୍ରୀ ମାଝି ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ସୂଚନା ଦେବା ସହ ସାଧାରଣା ଲୋକ ଏସବୁ ଯୋଜନାର ଲାଭ ଉଠାଇବାକୁ ପରାମର୍ଶ ଦେଇଥିଲେ । ପରେ ବିଭିନ୍ନ କ୍ଷେତ୍ରରେ କୃତୀତ୍ୱ ଲାଭ କରିଥିବା ବ୍ୟକ୍ତି ବିଶେଷ ଓ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଜିଲା ମୁଖ୍ୟ ଚିକିତ୍ସାଳୟରେ ସାଧାରଣତନ୍ତ୍ର ଦିବସ ଅବସରରେ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ।

Facebook Notice for EU! You need to login to view and post FB Comments!

Related Post

ବାତ୍ୟା ରେ ପାଣି ପଲିଟିକ୍ସ

Posted by - May 7, 2019 0
ଭୁବନେଶ୍ୱର :ଆଜିକୁ ୪ ଦିନ ବିତିଗଲାଣି। ସାଧାରଣ ଲୋକଟିଏ ପାଣି ମୁନ୍ଦାଏ ପାଇଁ ନୟାନ୍ତ ହେଉଥିବାବେଳେ ସରକାରୀ ବାବୁଙ୍କ ଘରେ କିନ୍ତୁ ଆରାମରେ ପହଞ୍ଚିବାରେ ଲାଗିଛି ଟ୍ୟାଙ୍କର…

ମହାମହିମ ରାଜ୍ୟପାଳକଂ ଆଦିଭୂମି ବଣ୍ଡା ଭୂମି ସୀତାକୁଣ୍ଡ ତୀର୍ଥ ସ୍ଥଳୀ ଗ୍ରସ୍ତ

Posted by - March 23, 2022 0
ମାଲକାନଗିରି:କୁଡୁମୁଲୁଗୁମ୍ମା/ଖଇରପୁଟ ,ରାଷ୍ଟ୍ରୀୟ କବି ସଂଗମ, ନୂଆଦିଲ୍ଲୀ ଆନୁକୂଲ୍ୟରେ ମାଲକାନଗିରି ଜିଲ୍ଲା ଶାଖା (ଓଡିଶା)ପକ୍ଷରୁ ଆୟୋଜିତ ରାମ ବନଗମନ ଆଧ୍ୟାତ୍ମିକ ଯାତ୍ରା ପରିପ୍ରେକ୍ଷୀରେ ଆଦିବାସୀ ଆଦିଭୂମି ମାଲକାନଗିରି ମାଟି…

ଭୁଲ ଇଂଜେକସନ ନେଇ ରୋଗୀ ମୃତ

Posted by - January 31, 2020 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି )ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ସନ୍ଥନ ମଠ ନିକଟରେ ଥିବା ରବୀନ୍ଦ୍ରନାଥ ଔଷଧ ଦୋକାନରେ ଏକ ଲୋକର ମୃତ୍ୟୁ ଅଭିଯୋଗ ହୋଇଛି । ସୂଚନା…

କଂଗ୍ରେସ ଦଳର ବନ୍ଦ ଡ଼ାକରା,ଜନସାଧାରଣ ଙ୍କ ଅଭୂତପୂର୍ବ ସମର୍ଥନ

Posted by - November 13, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଘଟଣାର ସିବିଆଇ ତଦନ୍ତ ଦାବିରେ ରାଜ୍ୟବ୍ୟାପୀ ମଶାଧିକ କାଳ…

ଆନ୍ତର୍ଜାତୀୟ ଶାଗୁଣା ସଚେତନତା ଦିବସ ପାଳିତ

Posted by - September 5, 2021 0
ନନ୍ଦନକାନନ ରେ ପାଳିତ ହୋଇଯାଇଛି ଆନ୍ତର୍ଜାତୀୟ ଶାଗୁଣା ସଚେତନତା ଦିବସ. । ଶାଗୁଣା ବଂଶ ଲୋପ ପାଇବାକୁ ବସିଲେଣି, ଏମାନଙ୍କ ସୁରକ୍ଷା, ବଂଶ ବୃଦ୍ଧି ନିମନ୍ତେ ଏ…

Leave a comment

Your email address will not be published.