Breaking News
10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। 10:43 pmରକ୍ଷକ ସାଜିଲା ଭକ୍ଷକ ମାମଲା : ଶିଶୁ ‌‌‌ଯୌନ ନିର୍ଯାତନା ମାମଲାରେ କନଷ୍ଟେବଳ ରଜନୀକାନ୍ତ ଗମାଙ୍ଗୋ ଗିରଫ 12:38 amଭିଜିଲାନ୍ସ ଜାଲରେ ନାରାୟଣପାଟଣା ବ୍ଲକରେ କାର୍ଯ୍ୟରତ ସିଆରସିସି ଏସ କିଶାନ କୁମାର। ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ 12:36 amପୁରୀ: ଶ୍ରୀମନ୍ଦିର ସାମ୍ନାରେ ଗୁଳିକାଣ୍ଡ,ଜଣେ ଯୁବକଙ୍କୁ ଟାର୍ଗେଟ କରି ଦୁର୍ବୃତ୍ତଙ୍କ ଗୁଳିମାଡ଼,ଗୁଳମାଡ଼ରେ ଶ୍ରୀଲୋକନାଥ ସେବାୟତ ଗୁରୁତର

ଫେବ୍ରୁଆରି ୫ରେ ଶେଷ ହେବ ବେଆଇନ ନିର୍ମାଣ ପାଇଁ ଥିବା ସର୍ବକ୍ଷମା ଯୋଜନାର ସମୟସୀମା

542 0

ଭୁବନେଶ୍ୱର : ବେଆଇନ ନିର୍ମାଣ ପାଇଁ ସରକାର ଆରମ୍ଭ କରିଥିବା ସର୍ବକ୍ଷମା ଯୋଜନାର ମିଆଦ ଆସନ୍ତା ଫେବ୍ରୁଆରି ୫ରେ ଶେଷ ହେଉଛି । ଏହା ପରେ ଏହି ମିଆଦକୁ ଆଉ ବୃଦ୍ଧି କରାଯିବାର କୌଣସି ସମ୍ଭାବନା ନାହିଁ ବୋଲି ସୂଚନା ମିଳିଛି । ଗତ ୨୦୧୮ ଜୁନରେ ଏହି ଯୋଜନା ଆରମ୍ଭ କରାଯାଇଥିଲା ।ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ସର୍ବକ୍ଷମା ଯୋଜନାରେ ରାଜ୍ୟର ୯ଟି ଉନ୍ନୟନ କର୍ତ୍ତୃପକ୍ଷରେ ଲାଗୁ ହେଉଛି ।

ସେଗୁଡ଼ିକ ହେଉଛି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ), କଟକ ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ), ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ (ଆରଡିଏ), ତାଳଚେର-ଅନୁଗୁଳ-ମେରାମୁଣ୍ଡୁଳି ଉନ୍ନୟନ କର୍ତ୍ତୃପକ୍ଷ , ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷ , ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ , କଳିଙ୍ଗନଗର ଉନ୍ନୟନ କର୍ତ୍ତୃପକ୍ଷ ଓ ପାରାଦୀପ ଉନ୍ନୟନ କର୍ତ୍ତୃପକ୍ଷ ।ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଜଣେ ଅଧିକାରୀଙ୍କ କହିବା ଅନୁସାରେ ଫେବ୍ରୁଆରି ୫ ପରେ ଏହି ସମୟସୀମା ବୃଦ୍ଧି କରାଯିବ ନାହିଁ । ଏହା ପରେ ବିଭାଗ ଦ୍ୱାରା ବେଆଇନ ନିର୍ମାଣ ବିରୋଧରେ ଚଢଉ ଆରମ୍ଭ କରାଯିବ ଓ ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ (ଓଡିଏ) ଆଇନ ୧୯୮୨ ଅନୁସାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Related Post

ମହାସଂକ୍ରମଣ ହେବା ପୂର୍ବରୁ ପ୍ରବାସୀ ଫେରିଲେ ଭଲ:-ସୁବ୍ରତ ବାଗଚି, ଏପଟେ ୫ଟି ଟ୍ରେନ ରେ ୫୦୦୦ଆସୁଛନ୍ତି

Posted by - May 9, 2020 132
ଭୁବନେଶ୍ବର :ଆମ ରାଜ୍ୟକୁ ବାହାର ରାଜ୍ୟରୁ ଆସି କାମ କରୁଥିବା ଲୋକଙ୍କ ସଂଖ୍ୟା ୮ ଲକ୍ଷ ୬୦ ହଜାର । ଏଭଳି ସ୍ଥଳରେ କାହାକୁ ନିଜ ରାଜ୍ୟକୁ…

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ମଧ୍ୟରେ କାଳବୈଶାଖୀ ଜନିତ ବଜ୍ରପାତ ଓ ଝଡାବର୍ଷା ନେଇ ସତର୍କତା ଜାରି

Posted by - April 16, 2022 0
ଭୁବନେଶ୍ୱର:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଓଡ଼ିଶାରେ କ୍ରମାଗତ। ଭାବେ ଗ୍ରୀଷ୍ମ ପ୍ରବାହ ଜାରୀ ରହିଥିବା ବେଳେ କେତେକ ଜିଲ୍ଲାରେ କାଳବୈଶାଖୀ ଯୋଗୁଁ ଘଡ଼ଘଡ଼ି ଓ…

ହରିଶଙ୍କର ରେ ବୁଲୁଛି ଚିତାବାଘ, ଲୋକେ ଭୟ ଭିତ

Posted by - January 25, 2022 0
ଖପ୍ରାଖୋଲ: (ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ଗନ୍ଧମାର୍ଦ୍ଦନ ପାହାଡ଼ ପାଦଦେଶରେ ଥିବା ହରିଶଙ୍କର ଠାରେ ଚିତାବାଘ ରାତି ରେ ବୁଲୁଥିବା ପ୍ରତକ୍ଷଦର୍ଶୀଙ୍କ ଠାରୁ ଜଣାଯାଇଛି। ପାହାଡ଼…

ସିଲ ହେଲା ବୁର୍ଲା ଭିମସାର ଅଧ୍ୟକ୍ଷା କାର୍ଯ୍ୟାଳୟ

Posted by - January 21, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ)ସିଲ ହେଲା ବୁର୍ଲା ଭୀମସାର ଅଧ୍ୟକ୍ଷା ଙ୍କ କାର୍ଯ୍ୟାଳୟ ।ଏକ ମାମଲା ର ଶୁଣାଣୀ କରି ଜିଲ୍ଲା ଦୌରାଜଜ୍ ଏହି ନିଷ୍ପତ୍ତି ନେଇଛନ୍ତି ।…

ମେ ୨୩ ଭୋଟ ଗଣତି ପାଇଁ ଆରମ୍ଭ ହେଲା ୨ ଦିନିଆ ପ୍ରଶିକ୍ଷଣ ଶିବିର

Posted by - May 13, 2019 0
ଭୁବନେଶ୍ବର ୧୩।୫ :   ମେ ୨୩ ତାରିଖ ଭୋଟ ଗଣତି ପାଇଁ ଆଜିଠୁ ଆରମ୍ଭ ହୋଇଛି ପ୍ରଶିକ୍ଷଣ । କେମିତି ତ୍ରୁଟିଶୂନ୍ୟ ଗଣତି ହେବ ସେନେଇ ଅଧିକାରୀମାନଙ୍କୁ…

Leave a comment

Your email address will not be published.