Breaking News
10:10 amଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର: ୨୭ ଏକର ଜମିକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଅନୁମତି ୧୧୬୪ ଏକର ଜମିରେ ନିର୍ମାଣ ହେବ ବିମାନବନ୍ଦର 10:10 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢ଼େଇବର ଗ୍ରାମରେ ଚରିତ୍ର ଉପରେ ସନ୍ଦେହରୁ ଦୁଃଖଦ ପରିଣାମ: ବିଷଧର ନାଗ ଆଣି ପତ୍ନୀ ଓ ଶିଶୁକନ୍ୟାକୁ ହତ୍ୟା ଅଭିଯୁକ୍ତ ସ୍ବାମୀ ଗିରଫ 10:08 amଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଟେଡ଼ ଗଙ୍ଗା ପାଇକରାୟଙ୍କ ନବରଙ୍ଗପୁର ସ୍ଥିତ ଭଡାଘରେ ଆଜି ଭିଜିଲାନ୍ସ ରେଡ଼ କରିଛି 1:47 pmବୌଦ୍ଧ: ବୌଦ୍ଧ ବୁଟୁପାଲିରେ ଥିବା ପୁଲିସ କଲୋନୀର କ୍ୱାଟର୍ସରୁ ଜଣେ ମହିଳା କନେଷ୍ଟବଳଙ୍କ ମୃତଦେହ ଜବତ,ସ୍ୱାମୀ ଅଟକ 1:46 pmଭୁବନେଶ୍ବର: ସର୍ବଦଳୀୟ ବୈଠକ ପରେ ବି ଚାଲିପାରିଲାନି ଗୃହ। ଅପରାହ୍ଣ ୪ଟା ଯାଏ ବିଧାନସଭା ମୁଲତବୀ।

ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ବ୍ଲକ ଘେରାଉ କାର୍ଯ୍ୟକ୍ରମ

66 0

ବୌଦ୍ଧ: ( ଚିତ୍ତରଞ୍ଜନ ସିଂହ )ଆଜି ବୌଦ୍ଧ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ସଭାପତିତ୍ବ ରେ ଏକ ଜରୁରୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।

ଆଜିର ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ବିଜେପି ସଭାପତି ଙ୍କ ନିର୍ଦ୍ଦେଶ ଅନୁସାରେ ଆସନ୍ତା ତା ୧୬.୧୧.୨୩ ଦିନ ବୌଦ୍ଧ ବ୍ଲକ୍ ଅଫିସ୍ ଘେରାଉ କରାଯିବ, ୧୭.୧୧.୨୩ କଣ୍ଟାମାଳ ବ୍ଲକ୍ ଅଫିସ୍ ଘେରାଉ ଓ ୧୮.୧୧.୨୩ ଦିନ ହରଭାଙ୍ଗା ବ୍ଲକ୍ ଅଫିସ୍ ଘେରାଉ କରାଯିବ , ଅନ୍ୟାୟ ଦୁର୍ନୀତି, ପ୍ରୀୟାପ୍ରିତି ବିଜେଡି ସରକାର ଙ୍କ ବିରୁଦ୍ଧରେ ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ସମସ୍ତ ମଣ୍ଡଳ ସଭାପତି ଓ ଜିଲ୍ଲା ,ମୋର୍ଚ୍ଚା ସଭାପତି ମାନଙ୍କୁ ସମସ୍ତ ଦାୟିତ୍ଵ ବଣ୍ଟନ କରାଯାଇଥିଲା ।

ଆଜିର ଏହି ପ୍ରସ୍ତୁତି ବୈଠକ ସର୍ବ ଶ୍ରୀ କନେହୀ ଚରଣ ଡ।ଙ୍ଗ , ସୂର୍ଯ୍ୟ ନାରାୟଣ ମହାପାତ୍ର, ଶିଶିର କୁମାର ଘୋଷ, ମାଗୁଣି ଗାଈ ଗୌରୀ ଆ , ତାପସ କୁମାର ପଟ୍ଟନାୟକ , ଶ୍ୟାମ ସୁନ୍ଦର ପୁରୋହିତ, ନିରଞ୍ଜନ ଦାନୀ , ପ୍ରେମାନନ୍ଦ ମିଶ୍ର , ବିକାଶ ମହାକୁଡ, ସୁଶାନ୍ତ କୁମାର ବାଘ , ଅଟଳ ପ୍ରଧାନ,ବିଶି କେଶନ ପ୍ରଧାନ ଓ ସମସ୍ତ ମଣ୍ଡଳ ସଭାପତି ୧୦ ଜଣ ଙ୍କ ସହିତ ବହୁ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ l

Related Post

ବିଜେପିର ଶକ୍ତିକେନ୍ଦ୍ର ତିଲେଶ୍ୱର ପଂଚାୟତରୁ ଶୁଭାରମ୍ଭ

Posted by - February 11, 2023 0
ହରଭଙ୍ଗା:(ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲାରେ ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ଆଂଶିକ ସଫଳତା ହାସଲ କରିଥିବା ବେଳେ ଆଗାମୀ ପଂଚାୟତ ନିର୍ବାଚନକୁ ନେଇ ବିଜେପି ମହଲ ବେଶ ଚଳଚଂଚଳ…

ଚାଲିଲା ଘୋଡା ଦୌଡ।୨୦୧୯ ପାଇଁ ନେତା ଡେଇଁଲେ ଏ ଦଳ ରୁ ସେ ଦଳ।

Posted by - December 19, 2018 4
ରାଜ୍ୟ ରାଜନୀତିରେ ବିଦ୍ରୋହୀ ନେତାଙ୍କୁ ନେଇ ଅନେକ ସମୟରେ ଜୋରଦାର ଚର୍ଚ୍ଚା ହୋଇଛି। କ୍ଷମତା ହାତେଇବା ପାଇଁ ଅଭିସନ୍ଧି ହେଉ କି ରାଜନୀତିରେ ପ୍ରଭାବ ବିସ୍ତାର, ଦଳ…

କଂଗ୍ରେସ ଇସ୍ତାହାର କମିଟିରୁ ବାଦ ପଡ଼ିଲେ ଶ୍ରୀକାନ୍ତ ଜେନା

Posted by - December 6, 2018 3
ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସର ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ବାଦ ପଡ଼ିଛନ୍ତି  ହୋଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା। ଅଲ୍‌ ଇଣ୍ଡିଆ କଂଗ୍ରେସ୍‌ କମିଟି (ଏଆଇସିସି)…

ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ସାହା ଓ ସ୍ତୁତି ଇରାନୀଙ୍କ କୁଶପୁତ୍ତଳିକା ଦାହ

Posted by - July 23, 2023 0
ସମ୍ବଲପୁର:୨୩/୦୭(ରମାକାନ୍ତ ବିଶ୍ବାଳ)ଆଜି ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସହରର ଗୋଲବଜାର ଛକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ସାହା ଓ ସ୍ତୁତି ଇରାନୀଙ୍କ କୁଶପୁତ୍ତଳିକା…