Breaking News
10:10 amଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର: ୨୭ ଏକର ଜମିକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଅନୁମତି ୧୧୬୪ ଏକର ଜମିରେ ନିର୍ମାଣ ହେବ ବିମାନବନ୍ଦର 10:10 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢ଼େଇବର ଗ୍ରାମରେ ଚରିତ୍ର ଉପରେ ସନ୍ଦେହରୁ ଦୁଃଖଦ ପରିଣାମ: ବିଷଧର ନାଗ ଆଣି ପତ୍ନୀ ଓ ଶିଶୁକନ୍ୟାକୁ ହତ୍ୟା ଅଭିଯୁକ୍ତ ସ୍ବାମୀ ଗିରଫ 10:08 amଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଟେଡ଼ ଗଙ୍ଗା ପାଇକରାୟଙ୍କ ନବରଙ୍ଗପୁର ସ୍ଥିତ ଭଡାଘରେ ଆଜି ଭିଜିଲାନ୍ସ ରେଡ଼ କରିଛି 1:47 pmବୌଦ୍ଧ: ବୌଦ୍ଧ ବୁଟୁପାଲିରେ ଥିବା ପୁଲିସ କଲୋନୀର କ୍ୱାଟର୍ସରୁ ଜଣେ ମହିଳା କନେଷ୍ଟବଳଙ୍କ ମୃତଦେହ ଜବତ,ସ୍ୱାମୀ ଅଟକ 1:46 pmଭୁବନେଶ୍ବର: ସର୍ବଦଳୀୟ ବୈଠକ ପରେ ବି ଚାଲିପାରିଲାନି ଗୃହ। ଅପରାହ୍ଣ ୪ଟା ଯାଏ ବିଧାନସଭା ମୁଲତବୀ।

ଗାନ୍ଧୀ ଜୟନ୍ତି ଓ ଶାସ୍ତ୍ରୀ ଜୟନ୍ତୀ ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ପାଳିତ

103 0

ବୌଦ୍ଧ: ( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ବିଜେପି କାର୍ଯ୍ୟାଳୟ ରାମେଶ୍ବର ବିହାର ଠାରେ ଏକ ଜିଲ୍ଲା ସ୍ତରୀୟ ଗାନ୍ଧୀ ଜୟନ୍ତି ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି।ଆଜି ହେଉଛି ଜାତିର ଜନକ ମହାତ୍ମା ଗାନ୍ଧୀ ଙ୍କ ୧୫୪ ତମ ଜୟନ୍ତୀ ।ଓ ତତ୍ ସହିତ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ଏକ ସାଙ୍ଗରେ ପାଳିତ ହୋଇଯାଇଛି।

ଗାନ୍ଧୀ ଜୟନ୍ତୀ ର ତାତ୍ପର୍ଯ୍ୟ କେବଳ ତାଙ୍କ ଜନ୍ମ ଦିନ ପାଳନ ରେ ନିହିତ୍ ନାହିଁ, ବରଂ ଏହା ସାମାଜିକ ନ୍ୟାୟ ଓ ଶାନ୍ତି ଉପରେ ତାଙ୍କର ଅବିଚଳିତ ପ୍ରତିବଦ୍ଧତା କୁ ସ୍ଵୀକୃତି ପ୍ରଦାନ କରିଥାଏ। ଜାତିସଂଘ ର ସାଧାରଣ ସଭାର ଅନୁମୋଦନ କ୍ରମେ ୨୦୦୭ ମସିହା ଠାରୁ ପ୍ରତିବର୍ଷ ଗାନ୍ଧୀ ଜୟନ୍ତୀ କୁ ଆନ୍ତର୍ଜାତିକ ଅହିଂସା ଦିବସ ରୂପେ ପାଳନ କରାଯାଉଅଛି । ସେହି ପରି ଶାସ୍ତ୍ରୀ ଜୟନ୍ତୀ କୁ ଲାଲ ବାହାଦୁର ଶାସ୍ତ୍ରୀ ଙ୍କ ନିର୍ମଳ ଭ।ବ ମୂର୍ତ୍ତି କୁ ଜାତୀୟ ସଂଗ୍ରାମ ର ନେତା ମାନେ ସ୍ଵୀକୃତି ପ୍ରଦାନ କରିଥିଲେ ।ତାଙ୍କ ର ସ୍ଲୋଗାନ ପାକିସ୍ତାନ ସହ ଯୁଦ୍ଧ ସମୟରେ ” ଜୟ ଯବାନ ଜୟ କିଶ।ନ” ଆଜି ପର୍ଯ୍ୟନ୍ତ ପ୍ରଚଳିତ ହେଉଅଛି ।

ଆଜିର ଏହି ପବିତ୍ର ଦିନରେ ସମସ୍ତ କାର୍ଯୟକ୍ରମକୁ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ନେତୃତ୍ବରେ ଅନୁଷ୍ଟିତ ହୋଇଥିଲା ଓ ଏହି ସବୁ କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେପି ର ବରିଷ୍ଟ ନେତୃବୃନ୍ଦ ପ୍ରମୁଖ ସର୍ବଶ୍ରୀ ଶ୍ୟାମ ସୁନ୍ଦର ପୁରୋହିତ , ମନ ରଞ୍ଜନ ଦାସ, ରାଜ କୁମାର ମେହେର, ନିରଞ୍ଜନ ଦାନୀ ,ଶ୍ରୀମତୀ ନମିତା ରାଣୀ ଦାସ ଙ୍କ ସହିତ ବହୁ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ ।

Related Post

କଳାହାଣ୍ଡିର ଛାତ୍ର ସୌମ୍ୟ ରଂଜନ ସିଂହ ଓ ଛାତ୍ରୀ ଖୁସୁବୁ ସାହୁଙ୍କୁ ସମ୍ବର୍ଦ୍ଧନା

Posted by - October 14, 2023 0
ଜାତୀୟ ବିଜ୍ଞାନ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତାରେ ଯୋଗ ଦେଇଥିବା ସକୁରା ୟୁଥ୍ ଏକ୍ସଚେଞ୍ଜ ପାଇଁ ଜାପାନ ଯିବେ ସୌମ୍ୟରଞ୍ଜନ କଳାହାଣ୍ଡି :(ନରେନ୍ଦ୍ର ନେଗୀ)ଜାତୀୟ ସ୍ତରରେ ପୁରସ୍କୃତ…

ବିଜେପି ସରସରା ମଣ୍ଡଳର ମହା ଜନ ସମ୍ପର୍କ ଅଭିଯାନର ଲାଭାର୍ଥୀ ସମ୍ମିଳନୀ

Posted by - July 6, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧବିଜେପି ବୌଦ୍ଧ ଜିଲ୍ଲା ର ୭ନମ୍ୱର୍ ମଣ୍ଡଳ ସରସର। ର ” ମହା ଜନ ସମ୍ପର୍କ ଅଭିଯାନ ଅନ୍ତର୍ଗତ ଲ।ଭ। ର୍ଥି ସମ୍ମିଳନୀ” ଅନୁଷ୍ଟିତ ହୋଇଥିଲା…

ଜିଲ୍ଲା ଶିଶୁ ମଙ୍ଗଳ କମିଟି ର ବ୍ଲକ ସ୍ତରୀୟ କ୍ୟାମ୍ପ କୋର୍ଟ

Posted by - February 1, 2023 0
ନବରଙ୍ଗପୁର:୩୧/୦୧(ବେଣୁ ଗୋପାଳ ରାଓ)ନନ୍ଦାହାଣ୍ଡି ପଂଚାୟତ ସଭା ଗୃହରେ ଆଜି ଜିଲ୍ଲା ଶିଶୁ ମଙ୍ଗଳ କମିଟି ର କ୍ୟାମ୍ପ କୋର୍ଟ ଡାବୁଗାଁ ପଂଚାୟତ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି…

୭୪ ତମ ବନ ମହୋତ୍ସବ ପାଳିତ

Posted by - July 3, 2023 0
ହରଭଙ୍ଗା :୦୨/୦୭ (ଚିତ୍ତରଞ୍ଜନ ସିଂହ)ଓଡିଶା ବନ ବିଭାଗ ବୌଦ୍ଧ ଜିଲ୍ଲା ବନ ଖଣ୍ଡ ଆନୁକୂଲ୍ୟରେ ଆଜି ୭୪ ତମ ବନ ମହୋତ୍ସବ ହରଭଙ୍ଗା ବ୍ଲକ ବିରାନରସିଂପୁର ସ୍ଥାୟୀ…