ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୋନପୁର ମହାନଦୀ ରେ କୁମ୍ଭୀର ଆତଙ୍କ l ଆଜି ମଧ୍ୟାହ୍ନ ସମୟ ରେ ମହାନଦୀ ପୋଲ ନିକଟରେ ପାଞ୍ଚଟି ଜୀବ ଦେଖିବାକୁ ମିଳିଛି l ଦେଖିବାହାରୀ ମାନଙ୍କ କହିବା ଅନୁସାରେ ପାଞ୍ଚ ଗୋଟି କୁମ୍ଭୀର ବୋଲି କହିଥିବା ବେଳେତାହାକୁ ଭିଡିଓ କରି ତାହାକୁ ଭାଇରଲ କରିଛନ୍ତି l
ଏଵେ ସହର ରେ ଏହି ମଗର ଭିଡିଓ ଭାଇରାଲ ହେବାରେ ଲାଗିଛି l ଯାହାକୁ ନେଇ ପ୍ରଶାସନ ପକ୍ଷରୁ ମହାନଦୀ କୁ ନ ଯିବା ପାଇଁ ଡାକଵାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରି ସଚେତନ କରାଯାଉଥିବା ଦେଖା ଯାଇଛି l ଯାହା ଫଳରେ ଲୋକେ ଭୟଭୀତ ହୋଇ ମହାନଦୀ କୁ ଯାଉନାହାନ୍ତି l