Breaking News
10:10 amଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର: ୨୭ ଏକର ଜମିକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଅନୁମତି ୧୧୬୪ ଏକର ଜମିରେ ନିର୍ମାଣ ହେବ ବିମାନବନ୍ଦର 10:10 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢ଼େଇବର ଗ୍ରାମରେ ଚରିତ୍ର ଉପରେ ସନ୍ଦେହରୁ ଦୁଃଖଦ ପରିଣାମ: ବିଷଧର ନାଗ ଆଣି ପତ୍ନୀ ଓ ଶିଶୁକନ୍ୟାକୁ ହତ୍ୟା ଅଭିଯୁକ୍ତ ସ୍ବାମୀ ଗିରଫ 10:08 amଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଟେଡ଼ ଗଙ୍ଗା ପାଇକରାୟଙ୍କ ନବରଙ୍ଗପୁର ସ୍ଥିତ ଭଡାଘରେ ଆଜି ଭିଜିଲାନ୍ସ ରେଡ଼ କରିଛି 1:47 pmବୌଦ୍ଧ: ବୌଦ୍ଧ ବୁଟୁପାଲିରେ ଥିବା ପୁଲିସ କଲୋନୀର କ୍ୱାଟର୍ସରୁ ଜଣେ ମହିଳା କନେଷ୍ଟବଳଙ୍କ ମୃତଦେହ ଜବତ,ସ୍ୱାମୀ ଅଟକ 1:46 pmଭୁବନେଶ୍ବର: ସର୍ବଦଳୀୟ ବୈଠକ ପରେ ବି ଚାଲିପାରିଲାନି ଗୃହ। ଅପରାହ୍ଣ ୪ଟା ଯାଏ ବିଧାନସଭା ମୁଲତବୀ।

ଭାଇ ଚାରା ର ବାର୍ତ୍ତା ଦେଇ ବିଦାହେଲେ ବିଘ୍ନରାଜ୍

34 0

କଣ୍ଟାବାଞ୍ଜି ବ୍ୟୁରୋ: ୨୯/୦୯(ନରେନ୍ଦ୍ର ନେଗୀ)ଜାତି, ବର୍ଣ୍ଣ, ଦଳମତ ନିର୍ବିଶେଷରେ ସମସ୍ତଙ୍କୁ ଏକ ସୁତ୍ରରେ ବାନ୍ଧି ଭାଇଚାରାର ବାର୍ତ୍ତା ପ୍ରଦାନ କରି ମହାପ୍ରଭୁ ବିଘ୍ନରାଜ ଶ୍ରୀଗଣେଶ ଧରାପୃଷ୍ଠରୁ ବିଦାୟ ନେଇଛନ୍ତି । ଅତ୍ୟନ୍ତ ଭକ୍ତିମୟ ତଥା ଭାବପୂର୍ଣ୍ଣ ପରିବେଶ ମଧ୍ୟରେ କଣ୍ଟାବାଞ୍ଜି ବିଭିନ୍ନ ଅନୁଷ୍ଠାନ ଗୁଡିକ ଆଜି ବିଘ୍ନରାଜଙ୍କୁ ମେଲାଣି ଦେଇଥିଲେ ।

ଘଣ୍ଟବାଦ୍ୟ, ନାଚଗୀତରେ ଉଛୁଳି ପଡୁଥିଲା ସମଗ୍ର ଅଞ୍ଚଳ। ସହର ସାରା ଗୀତ ନାଚ ଏବଂ ଶ୍ରୀ ଗଣେଶ ଗଜାନନ ନାଦରେ ଗର୍ଜି ଉଠୁଥିଲା । ଆଜି ସହରର ପ୍ରାୟ ସମସ୍ତ ସ୍ଥାନର ଗଣେଶ ବିସର୍ଜନ କରାଯାଇଛି ।ସେହିଭଳି କଣ୍ଟାବାଞ୍ଜି ଆଶ୍ରମ ପଡ଼ା ରେ ମଧ୍ୟ ମହାପ୍ରଭୁ ଗଣେଶ ଭସାଣି କରାଯାଇଛି। ଏହି ଭସାଣି ସମୟରେ ଦେଖିବାକୁ ମିଳିଛି ଏକ ଭିନ୍ନ ଦୃଶ୍ୟ । ଭାଇଚାରାର ବାର୍ତା ଦେଇ ହିନ୍ଦୁ ମୁସଲିମ ସମ୍ପ୍ରଦାୟର ଭାଇ ମାନେ ମିଶି ଗଣେଶ ଭସାଣି କରିଛନ୍ତି ।

ଆଜି ସକାଳେ ମହମ୍ମଦ ପେଗମ୍ବରଙ୍କ ଜନ୍ମଦିନ ପାଳନ କରିବା ପରେ ସନ୍ଧ୍ୟା ସମୟରେ ଗଣେଶ ଭସାଣି ରେ ଯୋଗ ଦେଇଛନ୍ତି ମୁସଲମାନ ସମ୍ପ୍ରଦାୟର ଭାଇମାନେ । ମହାପ୍ରଭୁ ଗଣେଶ ଭସାଣି କରିବା ସହିତ ଗଣପତି ବାପା ମୋରୀୟା ର ନାରା ଦେଇ ସଦଭାବନା ର ଉଦାହରଣ ଦେଇଛନ୍ତି ।

Related Post

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

Posted by - July 17, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଆଜି ସୁବର୍ଣ୍ଣପୁର ଜିଲ୍ଲା ର ବ୍ଲକ୍ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ତରଭା ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି l ସୁବର୍ଣ୍ଣପୁର…

ଧଣ୍ଡାମୁଣ୍ଡା ଅମୃତ ସରୋବର ରେ ପତାକା ଉତ୍ତୋଳନ ସହ ମାଟି ସଂଗ୍ରହ

Posted by - August 16, 2023 0
ଖପ୍ରାଖୋଲ: ( ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ୍ ଧଣ୍ଡାମୁଣ୍ଡା ପଞ୍ଚାୟତ ଅମୃତ ସରୋବର ଠାରେ ୭୭ ତମ ସ୍ବାଧିନତା ଦିବସ ଅବସରରେ ପତାକା ଉତ୍ତୋଳନ କରାଯାଇଥିଲା।…

ବିଶ୍ଵ ଯାଖମ୍ମା ଦିବସ ରମଣାକୁପୁଲି ବିଦ୍ୟାଳୟ ପରିସର ରେ ଅନୁଷ୍ଟିତ

Posted by - March 24, 2023 0
ମୁନିଗୁଡ଼ା:( ରମାକାନ୍ତ ପୋଧାଲ୍) ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ କୁଟୁରାଗଡ ପଞ୍ଚାୟତ ଅଧୀନ ରେ ଥିବା ରମଣକୁପୁଲି ବିଦ୍ୟାଳୟ ପରିସରରେ ଏକ ଭିନ୍ନ ଖାୟମା…

ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା କେବେ ? ଜିଲ୍ଳା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜରୁରୀ କାଳୀନ ବୈଠକ

Posted by - July 23, 2023 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ବଲାଙ୍ଗୀର ଜିଲ୍ଲାର ସର୍ବ ବୃହତ୍ ସବ ଡିଭିଜନ ତଥା ଆୟତନ ଅନୁସାରେ ଜିଲ୍ଲା ହେବା ପାଇଁ ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ଦୀର୍ଘ ତିରିଶ…

ଖୁଣ୍ଟିଗୋରା ପଞ୍ଚାୟତ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଶୁଣାଣୀ ଶିବର

Posted by - May 29, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବୌଦ୍ଧ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣୀ ଓ…