Breaking News
10:10 amଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର: ୨୭ ଏକର ଜମିକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଅନୁମତି ୧୧୬୪ ଏକର ଜମିରେ ନିର୍ମାଣ ହେବ ବିମାନବନ୍ଦର 10:10 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢ଼େଇବର ଗ୍ରାମରେ ଚରିତ୍ର ଉପରେ ସନ୍ଦେହରୁ ଦୁଃଖଦ ପରିଣାମ: ବିଷଧର ନାଗ ଆଣି ପତ୍ନୀ ଓ ଶିଶୁକନ୍ୟାକୁ ହତ୍ୟା ଅଭିଯୁକ୍ତ ସ୍ବାମୀ ଗିରଫ 10:08 amଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଟେଡ଼ ଗଙ୍ଗା ପାଇକରାୟଙ୍କ ନବରଙ୍ଗପୁର ସ୍ଥିତ ଭଡାଘରେ ଆଜି ଭିଜିଲାନ୍ସ ରେଡ଼ କରିଛି 1:47 pmବୌଦ୍ଧ: ବୌଦ୍ଧ ବୁଟୁପାଲିରେ ଥିବା ପୁଲିସ କଲୋନୀର କ୍ୱାଟର୍ସରୁ ଜଣେ ମହିଳା କନେଷ୍ଟବଳଙ୍କ ମୃତଦେହ ଜବତ,ସ୍ୱାମୀ ଅଟକ 1:46 pmଭୁବନେଶ୍ବର: ସର୍ବଦଳୀୟ ବୈଠକ ପରେ ବି ଚାଲିପାରିଲାନି ଗୃହ। ଅପରାହ୍ଣ ୪ଟା ଯାଏ ବିଧାନସଭା ମୁଲତବୀ।

ସମୃଦ୍ଧ ରାଷ୍ଟ୍ର ର ପରିକଳ୍ପନା ସାକାର କରିବ ସଦଭାବନା ବୈଠକ

59 0

ବୌଦ୍ଧ:( ଚିତ୍ତରଞ୍ଜନ ସିଂହ ): ପୁରୁଣାକଟକ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସମାଜସେବୀ ରାଜକିଶୋର ଅଗ୍ରୱାଲ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହରଭଙ୍ଗା ଖଣ୍ଡ ର ସାମାଜିକ ସଦଭାବନା ବୈଠକ ରେ ଇନ୍ଦୁ ଭୂଷଣ ମହାକୁଡ ବକ୍ତବ୍ୟ ରଖିଥିଲେ। ଚର୍ଚ୍ଚାତ୍ମକ ବୈଠକ ରେ ସହ ଖଣ୍ଡ ସଂଯୋଜକ ସରୋଜ ଭୋକ୍ତା ଓ ବାଳକୃଷ୍ଣ ନାୟକ ସଂଯୋଜନା କରିଥିଲା ବେଳେ ଜିଲ୍ଲା ସଂଯୋଜକ ରଘୁନାଥ ଷଡଙ୍ଗୀ ଓ ସମାଜସେବୀ ଦେବବ୍ରତ ପାଣିଗ୍ରାହୀ ସମରୋପ ବୌଦ୍ଧିକ ପ୍ରଦାନ କରିଥିଲେ।

ସମାଜ ର ପ୍ରତ୍ୟେକ ବ୍ୟକ୍ତି ମଧ୍ୟରେ ଉତ୍ତମ ସମ୍ପର୍କ ରଖି ଭଲ ବୁଝାମଣା ମାଧ୍ୟମରେ ଦେଶର ସର୍ବାଙ୍ଗୀନ ବିକାଶ ପାଇଁ ନିସ୍ଵାର୍ଥ ଭାବେ କାର୍ଯ୍ୟ କଲେ ଏକ ସୁସ୍ଥ ଓ ସମୃଦ୍ଧ ସମାଜ ଗଠନ ହୋଇପାରିବ ବୋଲି ସଦଭାବନା ବୈଠକ ରେ ଉପସ୍ଥିତ ବକ୍ତାମାନେ ମତବ୍ୟକ୍ତ କରିଥିଲେ। ବିଜୟ କୁମାର ସାହୁ ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲା ବେଳେ ଶିବରାମ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ହରଭଙ୍ଗା ଖଣ୍ଡ ର ୨୫ ଟି ଜାତି ସମାଜ ର ଜାତି ମୁଖିଆ ଓ ଅନ୍ୟ ସହଯୋଗୀ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ନିଜ ଜାତି ସମାଜ ର ଐତିହ୍ୟ, ସମାଜ ପାଇଁ କରିଥିବା ଜନହିତକର କାର୍ଯ୍ୟ ର ବିବରଣୀ ପ୍ରଦାନ କରିଥିଲେ ।କାର୍ଯ୍ୟକ୍ରମ ର ସଫଳତା ପାଇଁ ଆଶୁତୋଷ ଦାଶ, କୃଷ୍ଣ ଚନ୍ଦ୍ର ମିଶ୍ର,ପ୍ରଦୀପ ସଥୁଆ,ସତ୍ୟାନନ୍ଦ ପାଣ୍ଡେ, ସାନ୍ତୁନୁ ପ୍ରଧାନ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

Related Post

ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଗଣେଶ ଉତ୍ସବ ପାଳନ କରିଥିବା ସଂଘ ମାନଙ୍କୁ ପୁରସ୍କାର

Posted by - October 1, 2023 0
କଣ୍ଟାବାଞ୍ଜି ବ୍ୟୁରୋ :୩୦/୧୧ (ନରେନ୍ଦ୍ର ନେଗୀ)କଣ୍ଟାବାଞ୍ଜି ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଗଣେଶ ଉତ୍ସବ ପାଳନ କରିଥିବା ସଂଘ ମାନଙ୍କୁ ପୁରସ୍କାର ବିତରଣ କରାଯାଇଛି । ଏହି…

ତୃତୀୟ ଦିନରେ ହରିଶଙ୍କର ମହୋତ୍ସବ, ପ୍ରତି କୂଳପାଗ ରେ ମଧ୍ୟ ପ୍ରବଳ ଜନ ସମାଗମ

Posted by - May 4, 2023 0
ଖପ୍ରାଖୋଲ: ୩/୫(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ପ୍ରସିଦ୍ଧ ଧର୍ମପୀଠ ହରିଶଙ୍କର ଠାରେ ଚାଲିଥିବା ହରିଶଙ୍କର ମହୋତ୍ସବ ଆଜି ତୃତୀୟ ଦିନ ପହଞ୍ଚି ଅଛି।…

ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଲେ ଯାଜପୁର ରୋଡ଼ ଟ୍ରକ ମାଲିକ ସଙ୍ଘର କର୍ମକର୍ତ୍ତା

Posted by - June 6, 2023 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ସୁକିନ୍ଦା ଖଣି ଅଂଚଳରେ ପରିବହନ କ୍ଷେତ୍ରରେ ବ୍ୟାପକ ବିଶୃଙ୍ଖଳା ନେଇ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଲେ ଯାଜପୁର ରୋଡ଼ ଟ୍ରକ ମାଲିକ ସଙ୍ଘର…

ବରୁଣେଶ୍ୱର  କୁଞ୍ଜଲତା ମଣ୍ଡପରେ ସୂଚନା ଅଧିକାର ଆଇନ କର୍ମଶାଳା

Posted by - April 10, 2023 0
ଯାଜପୁର:ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ବରୁଣେଶ୍ୱର  କୁଞ୍ଜଲତା ମଣ୍ଡପରେ ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ବିଂଝାରପୁର ଆରଟିଆଇ  ଫୋରମ ପକ୍ଷରୁ ଆୟୋଜିତ କର୍ମଶାଳା…