ଧର୍ମଗଡ଼: (ହେମନ୍ତ କୁମାର ମାଝୀ)ଧର୍ମଗତ ଜିଲ୍ଲା ଗଠନ ଦାବି ଗଣଧାରଣା ର ଆଜି ୨୭ ଦିନ ରେ ଧର୍ମଗତ ଵ୍ଳକ ସରପଞ୍ଚ ସଂଘ ପକ୍ଷରୁ ଧର୍ମଗତ ଵ୍ଳକ ସରପଞ୍ଚ ସଂଘ ସଭାପତି ହାତୀ ରାମ ଦୂର୍ଗା ଙ୍କ ନେତୃତ୍ୱରେ ସଂପାଦକ ଉଦିତ ନାଏକ କଦଳୀ ମୁଣ୍ଡା ସରପଞ୍ଚ ଘନ କେଶୀ ଵୋଡକିଆ କନାଗା ସରପଞ୍ଚ ନବୀନ ନାଏକ କାକେରୀ ସରପଞ୍ଚ ମମତା କେତକୀ ଖଇପଦର ସରପଞ୍ଚ ସଂଯୁକ୍ତ ବାଗ ଛଞ୍ଚାଣ ଵହାଲି ସରପଞ୍ଚ ପ୍ରୀତି ବେମାଲ ଛିଳପା ସରପଞ୍ଚ ଵିଭୁଦତ୍ତ ପ୍ରଧାନୀ ଜୟନ୍ତ ପୁର ସରପଞ୍ଚ ଜୟନ୍ତୀ ଵାଗ ତରପୁର ସରପଞ୍ଚ ସୁଷମା ସାହୁ ତମ୍ଵାଛଡା ସରପଞ୍ଚ ଆଶୁତୋଷ ପାଟ୍ଟଯେଶୀ ତେଣ୍ଡାପାଲି ସରପଞ୍ଚ ଗୈଲୋଚନ ଗୋପାଳ ଧଅରପୁର ସରପଞ୍ଚ ଗୌରୀ ସେଠିଆ ନନ୍ଦଗା ସରପଞ୍ଚ କିରଣ ମୟି ବଣିଆ ପର୍ଲା ସରପଞ୍ଚ ଵ୍ରିଜଲାଲ ନାଏକ ଵଗାଡ ସରପଞ୍ଚ ଵିନୋଦିନି ଗୋପାଳ ଵଡଘୁମର ସରପଞ୍ଚ ଜନ୍ମେଜୟ ନାଏକ ବଡ ଫୁରଲା ସରପଞ୍ଚ ପଙ୍କଜିନି ଶବର ବ୍ରାହ୍ମଣ ଛେଣ୍ଡିଆ ସରପଞ୍ଚ ମନୋଜ ନାଏକ ବେହେରା ସରପଞ୍ଚ କୁମୁଦିନୀ ଗଏତା ବୋଡ଼େନ ସରପଞ୍ଚ ଅର୍ଜୁନ ବାଗ ଵଡଵସୁଲ ସରପଞ୍ଚ ମୁକୁନ୍ଦ ଶବର ଧରଣାରେ ସାମିଲ ହୋଇଥିଲେ।
ଧର୍ମଗତ ଉପଖଣ୍ଡ କୁ ଜିଲ୍ଲା ଦାବି କରିଛନ୍ତି। ସବୁପ୍ରକାର ଭିତ୍ତିଭୂମି ଓ ମାନଦଣ୍ଡ କୁ ପୂରଣ କରୁନଥିବାରୁ ଧର୍ମଗତ ଉପଖଣ୍ଡ ଜିଲ୍ଲା ଦାବି ଯଥାର୍ଥ ଓ ଆସନ୍ତା ବିଧାନସଭା ଅଧିବେଶନରେ ସରକାର ଧର୍ମଗତ କୁ ସ୍ଵତନ୍ତ୍ର ଜିଲ୍ଲା ଭାବେ ଘୋଷଣା କରିବା କୁ ଦାବି କରିଥିଲେ। ଧର୍ମଗଡ଼ ଜିଲ୍ଲା ଦାବି କ୍ରିୟାନୁଷ୍ଠାନ କମିଟି ର ସଂଯୋଜକ ବରିଷ୍ଠ ଓକିଲ ତୁଷାର ରଞ୍ଜନ ପାଟଯୋଷୀ ସଭା ପରିଚାଳନା କରିଥିଲାବେଳେ କ୍ରିୟାନୁଷ୍ଠାନ କମିଟି ର ସଦସ୍ୟ ରାଜିନ୍ଦ୍ର ମୁନି ହିମାଂଶୁ ଶେଖର ପଣ୍ଡା ଡମ୍ବରୁଧର ଲହଜଲ ଡାକେଶ୍ଵର ଲହଜଲ ଜୟଦରଥ ମହାନନ୍ଦ ରତନ ନାଏକ ଧରଣୀଧର ଧଙ୍ଗଡା ମାଝି ସମେତ ବହୁ କାର୍ଯ୍ୟ କର୍ତ୍ତା ଉପସ୍ଥିତ ଥିଲେ।
ଜିଲ୍ଲା ଦାବୀ କୁ ସମର୍ଥନ କରି ଗଣଧାରଣା ପ୍ରତିନିଧି ଯୋଗଦେଇ ସବୁ ପ୍ରକାର ଭିତ୍ତଭୂମି ଓ ମାପଦଣ୍ଡ କୁ ପୂରଣ କରୁଥିବାରୁ ଧର୍ମଗଡ ଉପଖଣ୍ଡ ଜିଲ୍ଲା ଦାବୀ ଯଥାର୍ଥ ଓ ଆସନ୍ତା ବିଧାସଭା ଅଧିବେଶନରେ ସରକାର ଧର୍ମଗଡ କୁ ସ୍ଵତନ୍ତ୍ର ଜିଲ୍ଲା ଭାବେ ଘୋଷଣା କରିବାକୁ ପ୍ରମୁଖ ଜିଲ୍ଲା ଦାବୀ ରେ ଗଣ ଧାରଣାରେ ବସି ଥିଲେ ଯେ,ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ପ୍ରଦାନ ଦାବିରେ ଧର୍ମଗଡ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚାଲିଥିବା ଗଣ ଧାରଣା ଆଜି ୨୭ଦିନରେ ପହଞ୍ଚିଛି । ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତ ୨୮ ତାରିଖ ଠାରୁ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆରମ୍ଭ ହୋଇ ଥିବା ଗଣ ଧାରଣା ରେ ପ୍ରତ୍ୟହ ବିଭିନ୍ନ ସଂଗଠନ ର କାର୍ଯ୍ୟକର୍ତ୍ତା ଯୋଗ ଦେଇ ଧର୍ମଗଡ ଜିଲ୍ଲା ଗଠନ ଦାବୀ କୁ ସମର୍ଥନ ଦେଉଛନ୍ତି।