ପ୍ରଧାନମନ୍ତ୍ରୀଙ୍କୁ ଆପତ୍ତି ଜନକ ବ୍ୟବହାର ବିରୁଦ୍ଧରେ ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ବୌଦ୍ଧ ଆଦର୍ଶ ଥାନା ରେ ଏଫ୍. ଆଇ. ଆର .

49 0

ବୌଦ୍ଧ: ( ଚିତ୍ତରଞ୍ଜନ ସିଂହ )ଆଜି ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ମଣ୍ଡଳ ବୌଦ୍ଧ ଆଦର୍ଶ ଥାନା କୁ ଯାଇ ଏକ ଏଫ୍. ଆଇ. ଆର, ପ୍ରିତୁଶ ମହାନନ୍ଦିଆ ଙ୍କ ବିରୋଧରେ ଦାଖଲ କରାଯାଇଥିଲା ।

ଶ୍ରୀ ମହାନନ୍ଦିଆ ତାଙ୍କ ସୋସିଆଲ ମିଡ଼ିଆ ରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ଯୁକ୍ତ ନରେନ୍ଦ୍ର ମୋଦୀ ଜି ଙ୍କ ଫୋଟ ଉପରେ ପରିସ୍ରା କରି ବସିଥିବା ଏକ ଫୋଟୋ କୁ ଅପଲୋଡ଼ କରିବା ସହିତ ତାଙ୍କ ଆକାଉଣ୍ଟ ରେ ପ୍ରକାଶିତ ଖବର ଛାଡିସ୍ୱଚ୍ଛ ଭାରତ ଅଭିଯାନ କୁ ତାଛଲ୍ୟ କରି ମନ୍ତବ୍ୟ ପୋଷ୍ଟ କରିଥିଲେ ।

ଏହା ର ବିଧିବଦ୍ଧ ତଦନ୍ତ କରି ବା ପାଇଁ ଆଦର୍ଶ ଥାନା ଅଧିକାରୀ ଙ୍କ ପାଖରେ ,ପ୍ରତିନିଧି ମଣ୍ଡଳ ଦାବି ଆପତ୍ତି ପ୍ରଦାନ କରିଥିଲେ ।ଆଜିର ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ସହିତ ଦଳର ବରିଷ୍ଠ ନେତାମାନେ ସର୍ବ ଶ୍ରୀ ତାପସ କୁମାର ପଟ୍ଟନାୟକ , ପ୍ରେମାନନ୍ଦ ମିଶ୍ର,ମନୋରଞ୍ଜନ ଦାସ, ରାଜ କୁମାର ମେହେର , ନମିତା ରାଣୀ ଦାସ ପ୍ରଭୂତି ଯୋଗଦାନ୍ କରି ଥିଲେ।

ADVT

Related Post

ରାଣୀପୁର ଝରିଆଲରେ ପଞ୍ଚାୟତ ସମିତି ବୈଠକ

Posted by - December 23, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ର ଅନ୍ତିମ ବୈଠକ ବ୍ଲକ ର ବହୁ ପୁରାତନ ଐତିହାସିକ ଯୋଗିନୀ ପୀଠ  ରାଣୀପୁର ଝରିଆଲ ଠାରେ ବ୍ଲକ ଅଧ୍ୟକ୍ଷା ରଞ୍ଜୁଵାଲା…

ପୁରୁଣାକଟକ ଜିଲ୍ଲlପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

Posted by - November 21, 2022 0
ବୌଦ୍ଧ (ଚିତ୍ତରଞ୍ଜନ ସିଂ ). ହରଭଙ୍ଗା ବ୍ଲକ ପୁରୁଣା କଟକ କଲ୍ୟାଣୀ ମଣ୍ଡପ ଠାରେ ସୋମବାର ଜିଲ୍ଲା ପାଳ ସତ୍ୟରଞ୍ଜନ ସାହୁ ଓ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ…

କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ଧର୍ମଗତ ଵସ୍ତିପଡା ଠାରେ ରାମ ଚରିତ ମାନସ ପାଠ ଓ ପ୍ରଵୋଚନ

Posted by - November 6, 2022 0
ଧର୍ମଗଡ଼ : (ହେମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଵସ୍ତିପଡା ଠାରେ ରାମ ଚରିତ ପାଠ ଓ ପୂରାୟଣ ଚାଳିଛି। ଏହି ପୂରାୟଣ ଶୁଣିବା ପାଇଁ…

ଯାଜପୁର ସହର ରାସ୍ତା ଓସାରିଆ ହେଉଥିବାରୁ ବ୍ୟାପକ ଉଚ୍ଚେଦ

Posted by - July 29, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ସହର ରାସ୍ତା ଓସାରିଆ ହେଉଥିବାରୁ ବ୍ୟାପକ ଉଚ୍ଚେଦ କାର‌୍ୟ୍ୟ ଜାରି ରହିଛି । ରେଡକ୍ରସ ଛକରୁ ମେଡିକାଲ ଛକ ପର‌୍ୟ୍ୟନ୍ତ ରାସ୍ତାକୁ…

ବ୍ୟାରେଜ କାମରେ ଭାସିଯାଇଥିବା ଜଣେ କାର୍ଯ୍ୟରତ ଶ୍ରମିକଙ୍କ ମୃତ ଶରୀର ଉଦ୍ଧାର 

Posted by - May 8, 2022 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ଯାଜପୁର ଥାନା ବରାହପୀଠ ନିକଟରେ ବୈତରଣୀ ନଦୀରେ ଚାଲିଥିବା ବ୍ୟାରେଜ କାମରେ ଭାସିଯାଇଥିବା ଜଣେ କାର୍ଯ୍ୟରତ ଶ୍ରମିକଙ୍କ ମୃତ ଶରୀର ଉଦ୍ଧାର…