Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ଲଗାଣ ବର୍ଷାରେ ଉବୁଟୁବୁ ତୁରେକେଲା ବ୍ଲକ,ଅପହଞ୍ଚ ସରକାରୀ ଯୋଜନା

22 0

କଣ୍ଟାବାଞ୍ଜି ବ୍ୟୁରୋ :୧୫/୦୯(ନରେନ୍ଦ୍ର ନେଗୀ)ପ୍ରବଳ ବର୍ଷା ହେତୁ ତୁରେକେଲା ର ବିଭିନ୍ନ ଜାଗାରେ ଘରଗୁଡ଼ିକ ପାଣି ପଶି ଯାଇଥିବା ବେଳେ ଅନେକ ଲୋକଙ୍କ ଘର ଭାଙ୍ଗି ଯାଇଛି । ଏଭଳି ସ୍ଥିତିର ଅତି ଶୀଘ୍ର ସମାଧାନ ଯେମିତି ହେବ ସେଥିପ୍ରତି ଦୃଷ୍ଟି ଦେବା ପାଇଁ ଏଭଳି ବର୍ଷାରେ ମଧ୍ୟ ଲୋକଙ୍କ ସେବାରେ ଲାଗି ପଡିଛନ୍ତି ପୂର୍ବତନ ସୈନିକ ତଥା ସମିତି ସଭ୍ୟ ଗିରିରାଜ ସିଂ ମାଝୀ ।

କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ଯେ କୌଣସି ଜାଗାରେ ବର୍ଷା ଯୋଗୁଁ କିଛି ଅସୁବିଧା ହେଲେ ଲୋକଙ୍କ ପାଖରେ ପହଞ୍ଚି ପ୍ରସାସନ ସହ କଥା ବାର୍ତ୍ତା କରି ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେଉଛନ୍ତି ।

ଦୁଇଦିନ ହେଲା ଲଗାଣ ବର୍ଷା ଯୋଗୁଁ ତୁରେକେଲା ବ୍ଲକ ବଡ଼ଡକଲା ପଞ୍ଚାୟତ ଉପେନ୍ଦ୍ର ବରିହା ଙ୍କ ଘର ଭାଙ୍ଗି ଯାଇଥିବାରୁ ବଡ଼ଡକଲା ସରପଞ୍ଚ ଙ୍କ ସହ ଆଲୋଚନା କରି ପଞ୍ଚାୟତ ଗୃହ ରେ ସେମାନଙ୍କୁ ରଖିବା ସହିତ ସେମାନଙ୍କୁ କିଛି ଶୁଖା ଖାଦ୍ୟ ସାମଗ୍ରୀ ଓ କିଛି ରାଶି ଯୋଗାଇ ଦେଇଥିଲେ ଗିରିରାଜ୍ ସିଂ ଏବଂ ତୁରେକେଲା ବ୍ଲକ ବିଡ଼ିଓ ଓ କଣ୍ଟାବାଞ୍ଜି ତହସିଲଦାର ଶ୍ରୀ ଅମୃତଲାଲ ବେହେରା ଙ୍କୁ ଅନୁରୋଧ କରି ସୋସିଆଲ ରିଲିଫ କମିଶନ ତରଫ ରୁ ଯେଉଁ ସବୁ ସୁବିଧା ଅଛି ଯୋଗେଇ ଦେବାପାଇଁ ଅନୁରୋଧ କରିଥିଲେ । ତାଙ୍କର ଏଭଳି ପ୍ରୟାସ ଦେଖି ଅନେକ ଲୋକ ତାଙ୍କର ଭୂରି ଭୂରି ପ୍ରଶଂସା କରୁଛନ୍ତି ।

Related Post

ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଓଡ଼ିଶା ମାନବଧିକାର କମିଶନ ଅଧ୍ୟକ୍ଷ ଜଷ୍ଟିସ ଶତ୍ରୁଘ୍ନ ପୁଝାରୀ

Posted by - March 2, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସିଛନ୍ତି ଓଡ଼ିଶା ମାନବଧିକାର କମିଶନ ଅଧ୍ୟକ୍ଷ ଜଷ୍ଟିସ ଶତ୍ରୁଘ୍ନ ପୁଝାରୀ l ଏହି ଗସ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ଶିଶୁ…

ନାରୀ ସଶକ୍ତିକରଣ ମନ୍ତ୍ର ଓଡ଼ିଶା ରାଜନୀତିରେ ନୂଆ ଇତିହାସ ସୃଷ୍ଟି କଲା :-ପ୍ରଣବ ପ୍ରକାଶ ଦାସ

Posted by - March 14, 2022 0
ଭୁବନେଶ୍ବର :(ବ୍ୟୁରୋ ରିପୋର୍ଟ )ଓଡ଼ିଶା ରାଜ ନୀତି ରେ ନୂଆ ଇତିହାସ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାରୀ ସଶକ୍ତିକରଣ ମନ୍ତ୍ର ଓଡ଼ିଶା ରାଜନୀତିରେ ନୂଆ ଇତିହାସ ସୃଷ୍ଟି…

ବଲାଙ୍ଗିର ଖୋର୍ଦ୍ଧା ରେଳପଥ ଆଉ ପାଦେ ଆଗକୁ

Posted by - June 30, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଆଉ ପାଦେ ଆଗେଇଲା ଖୋର୍ଦ୍ଧା -ବଲାଙ୍ଗୀର ରେଳ ପଥ l ସୁବର୍ଣ୍ଣପୁର ଜିଲ୍ଲା ଝାରତରଭା ଷ୍ଟେସନ ରୁ ଏଵେ ଖମ୍ବେଶ୍ୱରୀପାଲି ଷ୍ଟେସନ କୁ ଆରମ୍ଭ…

ମୁନିଗୁଡା ରେଳ ଷ୍ଟେସନରେ ଅମୂତ ଭାରତ ରେଳ ଷ୍ଟେସନ ଭିତ୍ତିପ୍ରସ୍ତର ସ୍ଥାପନ ଭିଡିଓ କନଫରେନ୍ସ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା

Posted by - August 7, 2023 0
ମୁନିଗୁଡା :୦୬/୦୮ (ରମାକାନ୍ତ ପୋଡାଳ )ରାୟଗଡା ଜିଲ୍ଲାର ମୁନିଗୁଡା ରେଳ ଷ୍ଟେସନ ସମ୍ମୁଖୀନ ଠାରେ ଆଜି ଭାରତରେ 508ରେଳ ଷ୍ଟେସନ ରେ ଅମୂତ ଭାରତ ଭିତ୍ତିପ୍ରସ୍ତର ସ୍ଥାପନ…

ବେଆଇନ୍ ଜମି ଉପରୁ ଜବର ଦଖଲ ଉଚ୍ଛେଦ

Posted by - August 18, 2023 0
କଣ୍ଟାବାଞ୍ଜି:( ନରେନ୍ଦ୍ର ନେଗୀ)ଆଜି ତୁରେକେଲା ବ୍ଲକ ଚଟୁଅନକା ପଂଚାୟତ କୁର୍ଲି ଅଧିନସ୍ଥ ସରକାରୀ ଜମିରେ ଥିବା ବେଆଇନ୍ ନିର୍ମାଣ କଣ୍ଟାବାଞ୍ଜି ତହସିଲଦାର ଉଚ୍ଛେଦ କରିଛନ୍ତି । ୧୫…