ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ

47 0

କଳାହାଣ୍ଡି:(ନରେନ୍ଦ୍ର ନେଗୀ)ସ୍ଥାନୀୟ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ଠାରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ ହୋଇଯାଇଛି | ୧୯୪୯  ମସିହା ସେପ୍ଟେମ୍ବର ୧୪  ତାରିଖ ଦିନ ହିନ୍ଦୀ ଭାଷା କୁ ରାଷ୍ଟ୍ରୀୟ ଭାଷାର ମାନ୍ୟତା ମିଳିଥିଲା ଓ ହିନ୍ଦୀ ଭାଷା ଭାରତ ର ସଂସାର ଓ ସଂସ୍କୃତି ର ପ୍ରତିବିମ୍ବ ଅଟେ, ହିନ୍ଦୀ ଭାଷା ପ୍ରତି ସମ୍ମାନ ପ୍ରଦର୍ଶନ କରିବା ଆମର ରାଷ୍ଟ୍ରୀୟ ଧର୍ମ ବୋଲି ସ୍କୁଲ ର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉପସ୍ଥିତ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ |

କାଯ୍ୟକ୍ରମ ଟିକୁ ମନୀଷା ସିଂ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ଚନ୍ଦ୍ରପ୍ରଭା ମିଶ୍ର, ଅପରାଜିତା ମଲ୍ଲିକ, ସାଧନା ପ୍ରଧାନ, ଅର୍ଣ୍ଣପୂର୍ଣ୍ଣା ପରି, ସୌମ୍ୟ ମିଶ୍ର ଓ ଶିକ୍ଷକ ବିଶ୍ୱରଂଜନ ମହାପାତ୍ର ସହଯୋଗ କରିଥିବା ବେଳେ ଶିକ୍ଷକ ସମ୍ପଦ ମୁଣ୍ଡ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ |

Related Post

ଟାଟା ଇଲେକ୍ଟ୍ରୋନିକ୍ସ ପ୍ରାଇଭେଟ୍ ଲିମିଟେଡ଼ ଦ୍ଵାରା ନିଯୁକ୍ତି ପାଇଥିବା ୨୨୦ ଜଣ କଳାହାଣ୍ଡି ଛାତ୍ରୀଙ୍କ ହୋସୁର ଗସ୍ତ

Posted by - October 20, 2022 0
ଭବାନୀପାଟଣା: (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)  ସ୍ଥାନୀୟ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଠାରେ ଟାଟା ଇଲେକ୍ଟ୍ରୋନିକ୍ସ ପ୍ରାଇଭେଟ୍ ଲିମିଟେଡ ଦ୍ୱାରା ଗତ ୨୪.୯.୨୦୨୨ରେ…

ବାଇକ୍ ସାଇକେଲ ଆରୋହୀଙ୍କ ମୁ ହାଁ ମୁହିଁ ଧକ୍କା

Posted by - August 31, 2021 0
ବାଲିଆପାଳ:( ପ୍ରଭାକର ମଲ୍ଲିକ) ବାଲେଶ୍ବର ବାଲିଆପାଳ ଥାନା ଅନ୍ତର୍ଗତ ଅସ୍ତି ସୁବର୍ଣ୍ଣ ରେଖା ପୋଲ ନିକଟରେ ବାଲିଆପାଳ ରୁ ଘରକୁ ଯାଉଥିବା ସମୟରେ ଅସ୍ତି ସୁବର୍ଣ୍ଣ ରେଖା…

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନାବାଳକ ଗୁରୁତର

Posted by - May 29, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଗୋପାଲପୁର ଲୋହରାଯୋର ଗ୍ରାମରେ ଘଟିଯାଇଛି ଏକ ଅଘଟଣ । ଆମ୍ବ ତୋଳିବାକୁ…

ସଙ୍କୁଲୋଇ ସେବା ସମବାୟ ସମିତିର ନୂତନ ସଭାପତି ଭାବେ ରଶ୍ମିତା ମହାକୁଡ଼ଙ୍କ ଦାୟିତ୍ୱ ଗ୍ରହଣ

Posted by - July 14, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ)ହରଭଙ୍ଗା ବ୍ଲକ ଅନ୍ତର୍ଗତ ସଙ୍କୁଲୋଇ ସେବା ସମବାୟ ସମିତିର ନୂତନ ସଭାପତି ଭାବେ ରଶ୍ମିତା ମହାକୁଡ଼ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରକାଶ…