LPG ଗ୍ୟାସ ଉପଭକ୍ତା ଙ୍କୁ ବଡ ଝଟକା

45 0

ମୁନିଗୁଡା:(ରମାକାନ୍ତ ପୋଡାଲ )LPG ଗ୍ୟାସ ଉପଭୋକ୍ତା ଙ୍କୁ ଆଗ କରି ପଛ ରେ କୁରାଡି ମାରୁଛନ୍ତି କେନ୍ଦ୍ର ସରକାର , ସରକାର ଙ୍କ ଉଜାଳା ଯୋଜନା ର ହିତାଦିକାରି ଙ୍କୁ ମିଲୁଛି ମାଗଣା ରେ ରେ ଚୁଲି ସହ ସିଲିଣ୍ଡର ,ଯାଚି ଦେଇ ବାନ୍ଦି ନେଉଛନ୍ତି ସରକାର ,ସିଲିଣ୍ଡର ,ଚୁଲି ସିନା ପାଇଗଲେ ହିତାଦିକାରି ,ହେଲେ ରନ୍ଦନ ର ବ୍ୟବହାର ପାଇଁ ସିଲିଣ୍ଡର ବଦଲେଇଵା ପାଇ ପଖରେ ନାହି ଟଙ୍କା ଗ୍ୟାସ ସିଲିଣ୍ଡର ପାଇ ଦରକାର ୧୧୩୦  ଟଙ୍କା |

ବୋଝ ଉପରେ ନଳିତା ଭିଡା ,ଦୀନ ମଜୁରିଆ କାମ କରି ପାରିବାରିକ ଖର୍ଚ ସମ୍ବାଲିବା କଷ୍ଟକର ହେଉଥିବା ବେଳେ ,ସିଲିଣ୍ଡର ଖର୍ଚ ପଡୁଛି ମାସିକ ୧୧୩୦  ଟଙ୍କା ,,ସରକାର ଘୋଷଣା କରିଛନ୍ତି ଉଜାଳା ହିତାଦିକାରି ଙ୍କୁ ସବସିଡ ବାବଦ ରେ ମିଳିବ ୨୦୦  ଟଙ୍କା ପୁଣି ତାହା ବି ଫେଲ୍ ମାରିଛି | ଏଭଲି ଗରିବ ଙ୍କୁ ଲୁଟି ଚାଲିଛନ୍ତି ସରକାର | ବିଶେସ କରି ରାୟଗଡା ଜିଲା,ବିସମକଟକ ଓ ମୁନିଗୁଡା ଅଞ୍ଚଳ ର ଗ୍ରାମାଞ୍ଚଳ ମାନଙ୍କ ରେ ଏହାର ପ୍ରଭାବ ଦେଖିବାକୁ ମିଲୁଛି ,ଲୋକେ ଗ୍ୟାସ ଛାଡି କାଠ ଚୁଳି ଉପରେ ନିର୍ଭର କରୁଛନ୍ତି |

ପୁଣି ଏବେ Indian gas ଉପଭୋକ୍ତା ଙ୍କୁ ବଡ ଝଟକା , Indian gas କର୍ମଚାରିଗାଁ ଗାଁ ବୁଲି ଆଦାୟ କରୁଛନ୍ତି ଜଣେ ହିତାଦିକାରି ପିଛା ୧୭୭  ଟଙ୍କା ,କହୁଛନ୍ତି ୧୭୭ ଟଙ୍କା ନ ଦେଲେ ସବସିଡ ଇନସୁରେନସ୍ ମିଲିବନି ,ଏଭଲି କହି ଜବରଦସ୍ତ ପଇସା ଆଦାୟ କରୁଛନ୍ତି ମୁନିଗୁଡା Indian gas କର୍ମଚାରି ,କେହି ଯୋଦି ହିତାଦିକାରି ପ୍ରଶ୍ନ କଲେ ନାଳି ଆଖି ଆଙ୍ଗୁଟି ଦେଖାଇ ଓଲଟା ଧମକ ଦେଉଛନ୍ତି |ଟିକେ ଦେଖନ୍ତୁ ଏ ଦ୍ରୁଶ୍ୟ କିଭଲି ବ୍ୟବହାର କରୁଛନ୍ତି Indian gas କର୍ମଚାରି ,ସିଲିଣ୍ଡର ଦାମ ୧୧୩୦  ଟଙ୍କା କୁ ନେଇ ହିତାଦିକାରି ଚିନ୍ତିତ ଥିବାବେଳେ , Indian gas କର୍ମଚାରି ୧୭୭  ଟଙ୍କା ଆଦାୟ କରି ଝଟକା ପରେ ଝଟକା ଦେଉଛନ୍ତି indian ଉଜାଳା gas ହିତାଦିକାରିଙ୍କୁ। ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ରୁ ରମାକାନ୍ତ ପଡ଼ାଲ ଙ୍କ ରିପୋର୍ଟ

Related Post

‘ବିଜେପି ମୁକ୍ତ’ ହେବ ଦେଶ: ନିରଞ୍ଜନ ପଟନାୟକ

Posted by - December 11, 2018 571
ଭୁବନେଶ୍ୱର: ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ, ତେଲେଙ୍ଗାନା ଓ ମିଜୋରାମ ଭୋଟ୍‌ ଗଣତିକୁ ଦୃଷ୍ଟିରେ ରଖି ଓଡ଼ିଶାର କଂଗ୍ରେସ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଭାରତ ‘ବିଜେପି ମୁକ୍ତ’…

ଝାରସୁଗୁଡା ପୋଲିସ ଶୁଣୁନି,ନ୍ୟାୟ ପାଇ ପରିବାର ଡିଆଇଜି ଙ୍କ ଦ୍ବାରସ୍ତ

Posted by - January 16, 2022 0
ଝାରସୁଗୁଡା:(ରମାକାନ୍ତ ବିଶ୍ବାଳ)ଭାଇ କୁ ହତ୍ୟା କରିଥିଲେ ବି ଝାରସୁଗୁଡା ପୋଲିସ ନଶୁଣିବାରୁ ପରିବାର ଉତ୍ତରାଂଚଳ ଡିଆଇଜି ଦ୍ବାରସ୍ତ ହେଲେ ନ୍ୟାୟ ପାଇଁ । ଝାରସୁଗୁଡା ଜିଲ୍ଲା ବେଲପାହାଡ…

ବିପର୍ଯ୍ୟସ୍ତ ଅବସ୍ଥାରେ ନାଏକ ପଡା ଗୁମ୍ଫା,ପିଇବା ପାଣି ପାଇଁ ହାହାକାର ପର୍ଯ୍ୟଟକ

Posted by - March 31, 2023 0
ବୌଦ୍ଧ:( ଚିତ୍ତରଞ୍ଜନ ସିଂହ)ବୌଦ୍ଧ ସହର ଠାରୁ ମାତ୍ର 6 କିଲୋମିଟର ଦୂରରେ ଅବସ୍ଥିତ ପାତାଳି ଶ୍ରୀକ୍ଷେତ୍ର ନାୟକପଡା ଗୁମ୍ଫା ।ଆଜକୁ 5 ଦିନ ହେବ ଟୋପାଏ ପିଇବାପାଣି…

ନିମ୍ନମାନ ର ରାସ୍ତା କାମ ପାଇଁ ଅଭିନବ ଉପାୟ ରେ ପ୍ରତିବାଦ କଲେ ଗ୍ରାମବାସୀ

Posted by - February 6, 2022 0
ଯାଜପୁର :ନିମ୍ନମାନ ର ରାସ୍ତା କାମ ପାଇଁ ଅଭିନବ ଉପାୟ ରେ ପ୍ରତିବାଦ କଲେ ଗ୍ରାମବାସୀ।ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଘଣ୍ଟିଆଳି…

ସତ୍ୟାଗ୍ରହୀ ଚାଷୀଙ୍କ ଉପରେ ଗାଡି ଚଢାଇ ମାରିବା ପ୍ରତିବାଦ ରେ ମଶାଲ ଓ କ୍ୟାଣ୍ଡେଲ ଶୋଭାଯାତ୍ରା

Posted by - October 7, 2021 0
ବୌଦ୍ଧ:(ସାମରେଶ ମିଶ୍ର)ୟୁ ପି ର ଲଖନପୁର ଠାରେ ଚାଷୀ ମାନେ ଶାନ୍ତିପୂର୍ଣ୍ଣ ଭାବେ ତିନୋଟି କଳା ଆଇନ କୁ ବିରୋଧ କରି ସତ୍ୟାଗ୍ରହ କରୁଥିବା ସମୟରେ କେନ୍ଦ୍ର…