Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ

15 0

ବୌଦ୍ଧ: ୧୩/୦୯ ( ଚିତ୍ତରଞ୍ଜନ ସିଂହ ): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ହରଭଙ୍ଗା ପଞ୍ଚାୟତ ଅନ୍ତର୍ଗତ ସୁରୁଣ୍ଡି ଗ୍ରାମରେ “ମୋ ମାଟି ମୋ ଦେଶ “କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରନ୍ଦ୍ର ଭାଇ ଦାମୋଦର ଦାସ ମୋଦିଙ୍କ ଆହ୍ୱାନ କ୍ରମେ ସମଗ୍ର ଭାରତବର୍ଷରେ ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମ ଅନୁଷ୍ଠିତ ହେ ହେଉଅଛି

ଆଜି ସୁରୁଣ୍ଡି ଗ୍ରାମରେ ଯୁବ ସମାଜସେବୀ ସର୍ବେଶ୍ୱର କ୍ଷେତିଙ୍କ ନେତୃତ୍ତ୍ୱରେ ଗ୍ରାମର ବିଦ୍ୟାର୍ଥୀମାନେ “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଏବଂ ବୃକ୍ଷରୋପଣ କରିଥିଲେ. ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମର ବିଦ୍ୟାର୍ଥୀ ପ୍ରଦ୍ୟୁମ୍ନ କମ୍ପ, ନିବାସ ଭୋକ୍ତା, କ୍ରିଷ୍ଣାଜିତ ଡାଙ୍ଗ, ପ୍ରକାଶ ରଣା, ଅନନ୍ତ ପ୍ରଧାନ, ଶେଖର କର୍ମୀ, ଚିନ୍ମୟ ନାଏକ, ପ୍ରମିଲ ମେଣ୍ଡୁଳି, ଅତୀତ ମହାକୁଡ଼, ସିପୁନ ନାଏକ ପ୍ରମୁଖ ଯୋଗଦାନ ପୂର୍ବକ କାର୍ଯ୍ୟକ୍ରମକୁ ସଫଳ କରିଥିଲେ. l

Related Post

ଅଢେଇ ବର୍ଷର ନିଖୋଜ ଶିଶୁ କନ୍ୟା ପୋଖରୀ ରୁ ଉଦ୍ଧାର

Posted by - November 30, 2021 0
ବସ୍ତା:ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ସଦର ବ୍ଲକ ନିମା ଗ୍ରାମର ଉମାକାନ୍ତ ପ୍ରଧାନଙ୍କ ଅଢେଇ ବର୍ଷର ଶିଶୁ କନ୍ୟା ଶାଇସ୍ମିତା ଗତକାଲି ଗ୍ରାମରୁ ନିଖୋଜ ହୋଇଯାଇଥିଲା, ପରିବାର…

ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ, ପୋଲିସର ତଦନ୍ତ ଜାରି

Posted by - December 8, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ଆମପାଣି ଘାଟି ଟିର୍ଲିଆମ ଛକ ଜାତୀୟ ରାଜପଥ ୨୬ ନିକଟରେ…

ବେଲଗୁଣ୍ଠାର ଛାତ୍ରୀ ପାଇଲେ ମୋ ଗେହ୍ଲାଝିଅ ପୁରସ୍କାର

Posted by - March 10, 2021 0
ବେଲଗୁଣ୍ଠା: ବେଲଗୁଣ୍ଠାର ଛାତ୍ରୀ ଚିନ୍ମୟୀ ରାଉତ ଆଜି ବେଲଗୁଣ୍ଠା ବ୍ଳକ୍ ପାଇଁ ଗର୍ବ ଆଉ ଗୌରବ ଆଣିଦେଇଛନ୍ତି I ସୂଚନା ପ୍ରକାରେ ବେଲଗୁଣ୍ଠା ନିକଟସ୍ଥ ଚଢେୟାପଲ୍ଲୀ ଗ୍ରାମର ରାମକ୍ରିଷ୍ଣ…

ଟିଟିଲାଗଡ ଓବିସି ମଞ୍ଚ ତରଫରୁ ଉପଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କ ନିକଟକୁ ଦାବିପତ୍ର

Posted by - May 16, 2023 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ରାଜ୍ୟ ସରକାରଙ୍କ ଦ୍ବାରା ଚାଲିଥିବା ପଛୁଆ ବର୍ଗଙ୍କ ସଂରକ୍ଷଣକୁ ଘର କୁ ଘର ବୁଲି କରାଯିବା ସହ ଆଜିବି ସଚେତନତାର ଅଭାବ ଯୋଗୁଁ…

ଐତିହାସିକ ରାଣୀପୁର ଝରିଆଲ ସୋମେଶ୍ଵର ମନ୍ଦିରରୁ ଚୋରି , ଦୁର୍ବୁର୍ତ୍ତମାନେ ନେଇଗଲେ ଦାନ ଟଙ୍କା ପଇସା

Posted by - April 23, 2022 0
ବଙ୍ଗୋମୁଣ୍ଡା : (ଅଭିମନ୍ୟୁ ବହିଦାର) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଅନ୍ତର୍ଗତ ରାଣୀପୁର ଝରିଆଲ ଐତିହାସିକ ପ୍ରସିଦ୍ଧି ଲାଭ କରିଥିବା ସୋମେଶ୍ଵର କ୍ଷେତ୍ର ଦେବ ଦେବ ମହାଦେବ ମନ୍ଦିର …