” ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ରୁଣ୍ଡିମହୁଲ ଶକ୍ତି କେନ୍ଦ୍ର ର ବିଭିନ୍ନ ଗ୍ରାମରେ ବିଶେଷ କାର୍ଯ୍ୟକ୍ରମ'”

21 0

ବୌଦ୍ଧ: ( ଚିତ୍ତରଞ୍ଜନ ସିଂହ )କଣ୍ଟାମାଳ ମଣ୍ଡଳ ର ରୁଣ୍ଡି ମହୁଲ ଶକ୍ତିକେନ୍ଦ୍ର ର ତିନିଗୋଟି ଗ୍ରାମ ସୁଲିଆ, ନୁଆପ।ଳି ଓ ରୁଣ୍ଡୀ ମହୁଲ ଗ୍ରାମ ମାନଙ୍କରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ କୁ ସମ୍ପୂର୍ଣ କରାଯାଇ ଗ୍ରାମ ଦେବୀ ମା ଙ୍କ ପୀଠ ରେ ପୂଜା କରି ଘରକୁ ଘର ବୁଲି ମାଟି ସଂଗ୍ରହ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା ଓ ବିଭିନ୍ନ ବର୍ଗ ର ବୁଦ୍ଧିଜୀବୀ ସେନାନି ମାନଙ୍କୁ ସମ୍ମାନିତ କରିବା ସହିତ ସନକୀର୍ତ୍ତନ , ମା ଓ ଭଉଣୀ ଙ୍କ ସହିତ ଜନସାଧାରଣ ବରିଷ୍ଠବ୍ୟକ୍ତି ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ।

ଆଜିର ଏହି ସମସ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ସହିତ କଣ୍ଟାମାଳ ବିଧାନସଭା ପ୍ରାର୍ଥୀ ଶ୍ରୀ କାନେହୀ ଚରଣ ଡ।ଙ୍ଗ , ମଣ୍ଡଳ ସଭାପତି ଅନିଲ କୁମାର ପ୍ରଧାନ , ଜିଲ୍ଲା ପରିଷଦ ସଦସ୍ୟ। ଶ୍ରୀମତୀ ପଦ୍ମାଳୟା ପ୍ରଧାନ , ଜିଲ୍ଲା ଉପସଭାପତି ଚିତ ରଞ୍ଜନ ପାତ୍ର , ପିନାକ ରଣା ,ଶ୍ରୀଧର ପ୍ରଧାନ, ଋତୁଂ ବାଘ, ପ୍ରଫୁଲ୍ଲ ସାହୁ , ବାସୁଦେବ ସାହୁ , ପ୍ରବୀର୍ ସାହୁ , ଦୀନବନ୍ଧୁ ବେହେରା , ସାହୁ , ଝରଣା ସାହୁ ,ସବିତ। ସାହୁ , ପୂର୍ଣ୍ଣିମା ସାହୁ ଋଷିନଥ ବାଘ ଲଳିତା ବାଘ ପ୍ରଭୁତି ବହୁ ବରିଷ୍ଠ ଜନ ସାଧାରଣ ଯୋଗଦାନ୍ କରି ଥିଲେ ।

Related Post

ଚାରିଛକ ରେ ବିଜୁ ଜନତା ଦଳ ର ପ୍ରତିଷ୍ଠା ଦିବସ ପାଳନ,ଶତାଧିକ ବିଜେଡି କର୍ମୀ ଙ୍କ ଯୋଗଦାନ

Posted by - January 10, 2023 0
ବୌଦ୍ଧ:(ଚିତରଞ୍ଜନ ସିଂ ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଚାରିଛକ ଠାରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି l ଏହି ଅବସରରେ ମନ୍ତ୍ରୀ…

ବିଜୁ ଜନତା ଦଳ ରୌପ୍ୟ ଜୟନ୍ତୀ ପାଳନ

Posted by - December 26, 2021 0
ମାଥିଲି:(ଅବଦୁଲ ଗନି) ମାଲକାନଗିରି ଜିଲ୍ଲା ବିଜେଡି ସଭାପତି ତଥା ଚିତ୍ରକୋଣ୍ଡା ବିଧାୟକ ଶ୍ରୀ ପୁର୍ଣଚନ୍ଦ୍ର ବାକା ଙ୍କ ନେତୃତ୍ୱ ରେ ମାଥିଲି ଶହୀଦ ଲକ୍ଷ୍ମଣ ନାୟକ ଭବନ…

ନୀଳଗିରି ବ୍ଲକ ଯୁବ ବିଜେଡ଼ି ର କାର୍ଯ୍ୟକାରିଣୀ ବୈଠକ

Posted by - August 12, 2021 0
ନୀଳଗିରି:(ସୌମ୍ୟା ସାଇ ବାରିକ୍)ପୂର୍ବାହ୍ନ ରେ, ମିତ୍ରପୁର ଠାରେ, ନୀଳଗିରି ଯୁବ ବିଜୁ ଜନତା ଦଳ, ନୀଳଗିରି ବ୍ଳକ ପକ୍ଷରୁ, ଏକ କାର୍ଯ୍ୟକାରିଣୀ ଓ ସାଙ୍ଗଠନିକ ବୈଠକ ଅନୁଷ୍ଠିତ…

ବରୀ ବିଜେଡି ପ୍ରାର୍ଥୀ ଚୟନ ପରେ ଦଳରୁ ମୁହଁ ଫେରାଉଛନ୍ତି ପୁୁରୁଖା କର୍ମୀ

Posted by - April 10, 2019 58
ବରୀ ୯/୪ ଯାଜପୁର ଜିଲ୍ଲାର ୭ ଗୋଟି ନିର୍ବାଚନମଣ୍ଡଳୀ ମଧ୍ୟରୁ ଚର୍ଚ୍ଚା ଘେରରେ ରହିଥିବା ବରୀ ନିର୍ବାଚନ ମଣ୍ଡଳୀ ଆଜିବି ଚର୍ଚ୍ଚା ଘେରରେ ଗତ ୨୦୦୦ ମସିହାରୁ…

ଜିଲ୍ଲା କଂଗ୍ରେସ କମିଟିର ନୂତନ କର୍ମକର୍ତ୍ତା ମନୋନୟନ

Posted by - July 11, 2021 0
ବୌଦ୍ଧ 🙁 ଚିତ୍ତରଞ୍ଜନ ସିଁ)ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟିର ନୂତନ କର୍ମକର୍ତ୍ତା ମନୋନୟନ କାରାଯାଇଛି l ଜିଲ୍ଲା କଂଗ୍ରେସ କମିଟି ସଭାପତି ନବ କୁମାର୍ ମିଶ୍ରଙ୍କ ସୁପାରିଶ…