ସ୍ଥାନୀୟ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ଠାରେ ସଦ୍ଭାବନା ସଭା ଅନୁଷ୍ଠିତ

149 0

ଧର୍ମଗଡ:(ହେମନ୍ତ କୁମାର ମାଝୀ)ଧର୍ମଗଡ ବ୍ଲକ ର ବିଭିନ୍ନ ଗ୍ରାମରୁ ବିଭିନ୍ନ ଜାତି ର ମୁଖିଆ ଓ ପ୍ରତିନିଧି ମାନଙ୍କୁ ନେଇ ସଦ୍ଭାବନା ସଭା ଅନୁଷ୍ଠିତ ହୋଇଥିଲା ଉକ୍ତ ସଭାରେ କଳାହାଣ୍ଡି ଜିଲ୍ଲାର ସାମାଜିକ କାର୍ଯ୍ୟକର୍ତ୍ତା ଜୟନାରାୟଣ ବାବୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଗଙ୍ଗାଧର ବେଶ୍ରା ଯୋଗ ଦେଇଥିଲେ ଉକ୍ତ ସଭାରେ ବିଭିନ୍ନ ଗ୍ରାମରୁ ୨୮ଟି ଜାତିର ୬୩ଜଣ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।

ମୁକ୍ଷ୍ୟ ଅତିଥି ଆମ ସମାଜ ଆମେ କିପରି ସମନ୍ଵୟ ରକ୍ଷ୍ୟାକରିବା ଏବଂ ସମସ୍ତେ ଭାଇଚାରା ରେ ମିଳିମିଶି ଜଣେ ଜଣେ ଭାରତୀୟ ନାଗରିକ ଭାବରେ ସମାଜର ଉନ୍ନତି କାର୍ଯ୍ୟରେ ସହଯୋଗ କରିବା ବକ୍ତବ୍ୟ ପ୍ରଦାନ କରିଥିଲେ ।

ମୁଖ୍ଯ  ବକ୍ତା ଆମସମାଜକୁ କିପରି ବିଧର୍ମୀ ମାନଙ୍କର ଆକ୍ରମଣ ହେଉଛି ଆମେ କିପରି ସେମାନଙ୍କୁ ମୁକାବିଲା କରିବା ଏବଂ ଆମ ଧର୍ମ କୁ କିପରି ରକ୍ଷ୍ୟା କରିପରିବା, ଆମେ ସମସ୍ତେ ଭାରତୀୟ ସନାତନି ଅଟୁ ଏହି ପରିଚୟ ଦେବା ସମସ୍ତ ଭାରତୀୟ ଏକ ବୋଲି ପରିଚୟ ଦେବା ଓ ସମସ୍ତ ଙ୍କ ସହ ସମନ୍ୱୟ ରକ୍ଷ୍ୟା କରିବା, ଦେଶ ମାତୃକା ସେବାରେ ନିଜକୁ ନିୟୋଜିତ କରିବା ଏହି ବାର୍ତ୍ତା ପ୍ରଦାନ କରିଥିଲେ ସଭାକୁ ଶ୍ରୀ ଶିଶିର କୁମାର ମେହେର ପରିଚାଳନା କରିଥିଲେ।

Related Post

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ଗୃହପାଳିତ ପ୍ରାଣୀ ମାନଙ୍କୁ ସୁରକ୍ଷା ସମ୍ପର୍କିତ ସଚେତନତା

Posted by - April 15, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ହରଭଙ୍ଗା ପ୍ରାଣୀ ସମ୍ପଦ ବିକାଶ ବିଭାଗ ଦ୍ଵାରା ଚଳିତ ବର୍ଷ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ହରଭଙ୍ଗା ବ୍ଲକ ରେ ଗୃହପାଳିତ ପଶୁପକ୍ଷୀ ମାନେ ବିଶେଷ ଭାବରେ…

ଜିଲ୍ଲା ପ୍ରଶାସନର ସମ୍ପର୍କ ମେଳା କାର୍ଯ୍ୟକ୍ରମ

Posted by - August 25, 2022 0
ସୋନପୁର :(ଅଜିତ କୁମାର ପୂଜାହାରୀ) ସୁବର୍ଣ୍ଣପୁର ଜିଲ୍ଳାପାଳ ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତା ରେ ଯଉଁରାଭଉଁରା ପଞ୍ଚାୟତ ରାଧାନଗର ଗ୍ରାମର ଧବଳେଶ୍ଵର ଶିବ ମନ୍ଦିର ନିକଟରେ ଜିଲ୍ଲା…

ନିର୍ବାଚନ ପର୍ଯ୍ୟବେକ୍ଷକ ଙ୍କୁ ବୁଦ୍ଧ ଙ୍କ ଚିତ୍ର ପଟ୍ଟ ପ୍ରଦାନ କଲେ ବୌଦ୍ଧ ଜିଲ୍ଲାପାଳ

Posted by - March 3, 2022 0
ବୌଦ୍ଧ 🙁 ଚିତ୍ତରଂଜନସିଂ)ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବୌଦ୍ଧ ଜିଲ୍ଲା ରେ ଶାନ୍ତି ଶୃଙ୍ଖଳା ସହ ସମାପ୍ତ ହୋଇଛି l ବୌଦ୍ଧ ଜିଲ୍ଲା ର ତିନୋଟି ବ୍ଲକ ଯଥା…

ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ର ସାଧାରଣ ବୈଠକ ଅନୁଷ୍ଠିତ

Posted by - October 25, 2021 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ) ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ଟିଟିଲାଗଡ ତରଫରୁ ସ୍ଥାନୀୟ ମହାବୀର ପଞ୍ଚାୟତ ସମିତି ଧର୍ମଶାଳା ଠାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ବଲାଙ୍ଗୀର…

ବାଲିଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ

Posted by - July 22, 2023 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବାଲିଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚଳିତ ବର୍ଷର ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I…