Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ବୁଢାକେନ୍ଦୁ ଶିଳ୍ପ ତାଲିମ୍ କେନ୍ଦ୍ରରେ ନବାଗତଙ୍କୁ ସ୍ୱାଗତ

25 0

ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ସ୍ଥିତ ବୁଢାକେନ୍ଦୁ ଶିଳ୍ପ ତାଲିମ୍ କେନ୍ଦ୍ରରେ ନୂତନ ଛାତ୍ରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି I ଅନୁଷ୍ଠାନ ସଭାପତି ଦେବେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସହକାରୀ ତାଲିମ୍ ଅଧିକାରୀ ସନ୍ତୋଷ କୁମାର ପାଢୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ I

ଦ୍ୱିତୀୟ ବର୍ଷର ଛାତ୍ରମାନେ ଫୁଲ ଚନ୍ଦନ ଦେଇ ନବାଗତ ଛାତ୍ରଙ୍କୁ ସ୍ୱାଗତ କରିଥିଲେ I ଅନୁଷ୍ଠାନ ସମ୍ପାଦକ ଚିତ୍ତରଞ୍ଜନ ରଥ ଏବଂ ଏକାଡେମୀକ୍ ଅଧିକାରୀ ରମେଶ ଚନ୍ଦ୍ର ମହାପାତ୍ର ସମସ୍ତ ଛାତ୍ର ନିଷ୍ଠାର ସହ ସମୟାନୁବର୍ତ୍ତି ହୋଇ ଗ୍ରହଣ କରି ଜୀବନରେ ସଫଳତା ହାସଲ କରିବା ପାଇଁ ପରାମର୍ଶ ଦେଇଥିଲେ I

ଏହି ଅବସରରେ ନବାଗତ ଛାତ୍ରମାନେ ନିଜର ପରିଚୟ ପ୍ରଦାନ କରିବା ସହିତ ଶୃଙ୍ଖଳିତ ତାଲିମ୍ ଗ୍ରହଣ ପାଇଁ ଶପଥପାଠ କରିଥିଲେ I ଏହି କାର୍ଯ୍ୟକ୍ରମରେ ଦ୍ୱିତୀୟ ବର୍ଷର ସମସ୍ତ ଛାତ୍ରଙ୍କ ସହିତ ମଙ୍ଗୁଳୁ ସ୍ୱାଇଁ,ବିଶ୍ଵନାଥ ସିୟ ପ୍ରମୁଖ ପରିଚାଳନାଗତ ସହଯୋଗ କରିଥିଲେ I ସହକାରୀ ତାଲିମ୍ ଅଧିକାରୀ ସୁରେଶ୍ କୁମାର ଗୌଡ଼ ଧନ୍ୟବାଦ ଜ୍ଞାପନ କରିଥିଲେ I

Related Post

ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀଙ୍କୁ ଅଗ୍ନି ନିରାପତା ତାଲିମ କାର୍ଯ୍ୟକ୍ରମ

Posted by - May 20, 2022 0
ବୌଦ୍ଧ:(ଚିତ୍ତରଂଜନସିଂ)ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନିକାଣ୍ଡ ସମୟରେ ନିଆଁକୁ ଆୟତ କରିବା ଓ ନିଜେ ସୁରକ୍ଷିତ ରହିବା ସହିତ…

ସଂସ୍କୃତି ଓ କଳା ପରିଷଦ ଆନୁକୂଲ୍ୟରେ ରେ ଆଲୋଚନା ଚକ୍ର

Posted by - September 21, 2023 0
ବୌଦ୍ଧ: (ଚିତ୍ତରଞ୍ଜନ ସିଂ )ବୌଦ୍ଧ ଓ ଆଠମଲ୍ଲିକ ଭାଗବତ ପ୍ରେମୀ କଳାକାର ମାନଙ୍କୁ ନେଇ ଆଜି ଆଠମଲ୍ଲିକ ବ୍ଲକ କୁଦଗାଁ ପଞ୍ଚାୟତ ଭଗାମୁଣ୍ଡା ଗ୍ରାମରେ ସଂକୃତି ଓ…

ନର୍ଲା ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

Posted by - April 26, 2023 0
ନର୍ଲା:(ଅମୀୟ କୁମାର ଦାସ)କଳାହାଣ୍ଡି ଜିଲ୍ଲା ନର୍ଲା ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟର ବାର୍ଷିକ ଉତ୍ସବ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଚିନ୍ତାମଣି ଦ୍ୱିବେଦୀଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ମହାସମାରୋହରେ…

ନିୟମଗିରି ସୁରକ୍ଷା ସମିତି ତରଫରୁ ବିଜୟ ଦିବସ ପାଳିତ

Posted by - January 3, 2022 0
ମୁନିଗୁଡା;(ରାମାକାନ୍ତ ପୋଢାଳ)ସମତା ଲଢେଇର ଆହ୍ୱାନ ଓ ୧୮୧୮ ମସିହା ଭୀମକୋରେ ଗାଁ ବିଜୟ ଦିବସରେ ଶୋଷଣ ଓ ବିସମତା ବିରୋଧରେ ସଂକଳ୍ପ ସମାରୋହ ପାଳନ ଅବସରରେ ରାୟଗଡା…

ଦିଲ୍ଲୀ ଠାରେ ଆୟୋଜିତ ଆକାର ଏକ୍ସସିଲେନ୍ସି ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡ଼ର ନିଲମ କେଟରର

Posted by - August 29, 2023 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଦିନକୁ ଦିନ ଲୋକ ଯେତେ ଆଧୁନିକ ହେଉଛନ୍ତି ସେହିପରି ରୀତିନୀତି ଅନୁସାରେ ନିଜର ପର୍ବ ପର୍ବାଣୀ, ବିବାହ, ବ୍ରତ, ଜନ୍ମଦିନ, ବିବାହ ବାର୍ଷିକୀ ପାଳନ…