ସାମ୍ବାଦିକଙ୍କ ପିତୃ ବିୟୋଗ

23 0

ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ଦୈନିକ ଖବର କାଗଜ ସମୟର ବେଲଗୁଣ୍ଠା ବ୍ଳକ୍ ପ୍ରତିନିଧି ଜଗନ୍ନାଥ ନାୟକଙ୍କ ପିତା କୈଳାସ ନାୟକ (52) ଆଜି ଆକସ୍ମିକ ମୃତ୍ୟୁ ବରଣ କରିଛନ୍ତି I କୈଳାସ ଆଜି ସକାଳେ ଅସୁସ୍ଥ ଅନୁଭବ କରିବା ସହିତ ବେଲଗୁଣ୍ଠା ବ୍ଳକ୍ ଖଇରପୁଟି ସ୍ଥିତ ନିଜ ବାସଭବନରେ ପ୍ରାଣତ୍ୟାଗ କରିଥିଲେ I କୈଳାସ ଗ୍ରାମରେ ଜଣେ କଠିନ ପରିଶ୍ରମ କରୁ୍ଥିବା କୃଷକ ଭାବରେ ବେଶ୍ ପରିଚିତ ଥିଲେ I

ସେ ଜଣେ ପରୋପକାରୀ ଏବଂ ଅମାୟିକ ବ୍ୟକ୍ତିତ୍ୱ ଭାବରେ ଗ୍ରାମବାସୀଙ୍କ ପ୍ରିୟପାତ୍ର ଥିଲେ I ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ I

ତାଙ୍କ ମୃତ୍ୟୁ ଖବର ପାଇ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର,ଉପସଭାପତି ପ୍ରଭାତ ସାହୁ, ସମ୍ପାଦକ ଅଶ୍ୱିନୀ ମହାନ୍ତି, କୋସାଧକ୍ଷ ବିଭୁପାଦ ଜେନା, ସନ୍ତୋଷ କୁମାର ବିଷୋୟୀ, ସୁଶାନ୍ତ କୁମାର ବେହେରା,ରାଜେଶ ପାତ୍ର, ପଞ୍ଚାନନ ସାହୁ,କୃଷ୍ଣଚନ୍ଦ୍ର ପଟ୍ଟନାୟକ, ପଞ୍ଚାନନ ନାୟକ, ସ୍ଥାନୀୟ ସରପଞ୍ଚ ସତ୍ୟବାନ ସ୍ୱାଇଁ, କଂଗ୍ରେସ୍ ବିଧାୟକ ପ୍ରାର୍ଥୀ ସଂଗ୍ରାମ ମହାନ୍ତି, ଯୁବନେତା ଅମୀର୍ ଭୂୟାଁ ଗଭୀର ଶୋକ ବ୍ୟକ୍ତ କରିବା ସହିତ ତାଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି I ସ୍ଵର୍ଗତ କୈଳାସ ମର ଶରୀରରୁ ଗ୍ରାମ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଛି I
କୈଳାସ ଙ୍କ ମୃତୁରେ ଅଂଚଳରେ ଶୋକର ସାୟା ଖେଳିଯାଇଛି ।

Related Post

ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବାକୁ ବଡଚଣା ପୋଲିସର ଫ୍ଲାଗ୍ ମାର୍ଚ୍ଚ

Posted by - April 28, 2019 0
ଚଣ୍ଡିଖୋଲ ୨୮|୪: ଆସନ୍ତାକାଲି ରାଜ୍ୟରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ ହେବ । ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ଯାଜପୁର ଜିଲ୍ଲା ବଡଚଣା ପୋଲିସ…

ବଙ୍ଗୋମୁଣ୍ଡା ରେ ନୂତନ ଥାନାଧିକାରୀଙ୍କ ଯୋଗଦାନ

Posted by - December 10, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)-ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନାରେ ବୁଧବାର ଦିନ ନୂତନ ଥାନାଧିକାରୀ ଭାବେ ସୁଶାନ୍ତ କୁମାର ପ୍ରଧାନ ଯୋଗଦେଇଛନ୍ତି। ଗତ କିଛିଦିନ ତଳେ ଏଠାରେ କାର୍ଯ୍ୟରତ ଥାନାଧିକାରୀ…

ଡ଼ୁମାଳ ସମାଜ ର ଇଷ୍ଟଦେବୀ ମା ମାହେଶ୍ୱରୀ ଙ୍କ ବାର୍ଷିକ ପୂଜା ଅନୁଷ୍ଠିତ

Posted by - October 21, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ଡ଼ୁମାଳ ଜାତି ସମାଜ ପୁରୁଣାକଟକ କେନ୍ଦ୍ର ଶାଖା ଆନୁକୂଲ୍ୟରେ ମା ମାହେଶ୍ୱରୀ ଙ୍କ ବାର୍ଷିକ ପୂଜା ଉତ୍ସବ ରୁଗୁଡ଼ିପାଲି ଗ୍ରାମ ଗୁଢ଼ି…

ବାଳକ ନିଖୋଜ

Posted by - March 28, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଥାନା ସାଲେପାଲି ଗାଁରେ ଘଟିଛି ଅଘଟଣ । କେନାଲରେ ଗାଧୋଇବାବେଳେ ବାଳକ ନିଖୋଜ । ସାଲେପାଲି ନିକଟରେ ଥିବା କେନାଲ…

ଜନାର୍ଦ୍ଦନ ସାହୁଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ରକ୍ତଦାନ ଶିବିର

Posted by - December 6, 2020 0
ବରୀ:(ସ୍ନେହଂଶୁ ଶେଖର ମହାନ୍ତି )ବରୀ ବ୍ଲକ ସ୍ଥିତ ସନ୍ଥନ ମହାବିଦ୍ୟାଳୟ ବାଲିଆପାଳ ଠାରେ ଗୀତାବାଣୀ ପ୍ରଚାର ସମିତିର ଅଧ୍ୟକ୍ଷ ସ୍ୱର୍ଗତ ଜନାର୍ଦ୍ଦନ ସାହୁଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକ…