Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ବନ୍ଦ ପଡିଥିବା ପ୍ରଧାନମନ୍ତ୍ରୀ ସଡ଼କ କାମ ଆରମ୍ଭ ହେଲା.

25 0

କଣ୍ଟାବାଞ୍ଜି ବ୍ୟୁରୋ :(ନରେନ୍ଦ୍ର ନେଗୀ)ଦୀର୍ଘ ବର୍ଷ ରୁ ବନ୍ଦ ପଡ଼ିଥିବା ପ୍ରଧାନମନ୍ତ୍ରୀ ସଡ଼କ କାମ ଇତିମଧ୍ୟରେ ଆରମ୍ଭ ହୋଇଯାଇଛି । ସୂଚନା ଅନୁସାରେ ଆମ ଆଦମୀ ପାର୍ଟି କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ର ସଭାପତି ସୁରଥ ବେହେରା ଙ୍କୁ ତୁରେକେଲା ବ୍ଲକ ଢୋଲମାଂଦଲ ପଞ୍ଚାୟତର ଜନସାଧାରଣ ବାହାବଲ ରୁ ଢୋଲମାଂଦଲ ପ୍ରାୟ ୩ କିଲୋମିଟର ରାସ୍ତା କୌଣସି କାରଣରୁ ପ୍ରଧାନମନ୍ତ୍ରୀ ସଡ଼କ କାମ ବନ୍ଦ ହୋଇଯାଇଛି ବୋଲି କହିଥିଲେ ।

ଯେହେତୁ ଏହି ପଞ୍ଚାୟତ କୁ ଗମନାଗମନ ର ବିଶେଷ ସୁବିଧା ନାହିଁ ତେଣୁ ଉକ୍ତ ରାସ୍ତା କାମଟି ସମ୍ପୂର୍ଣ୍ଣ ହେଲେ ଏହି ଗାଁ କୁ ଛାତ୍ର ଛାତ୍ରୀ ମାନେ ପାଠପଢିବା ଆସୁଥିବା ବେଳେ ଯେଉଁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ତାହା ଦୂର ହେବା ସହ ଲୋକେ ସୁବିଧାରେ ଯାତାୟାତ କରିପାରନ୍ତେ।

ଏ ବାବଦରେ ଆପ୍ ନେତା ଶ୍ରୀ ବେହେରା ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ବଲାଙ୍ଗୀର ଜିଲ୍ଲାପାଳ ଢୋଲମାଂଦଲ ଗସ୍ତ କରି କାମ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇ ଥିବାରୁ ଏବେ କାମ ଆରମ୍ଭ ହୋଇଛି ବୋଲି ଢୋଲମାଂଦଲ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ବିଶ୍ଵାମିତ୍ର ଛତ୍ରିଆ କହିଛନ୍ତି ।

Related Post

ବର୍ତ୍ତିଗଲେ ଅନୁଭବ ଓ ପ୍ରତାପ,ଭୁସୁଡି ପଡିଲା ମଞ୍ଚ

Posted by - April 1, 2019 451
ଭୁବନେଶ୍ବର:୩୧/୦୩/ ଅଭିନେତାରୁ ରାଜନେତା ପାଲଟି ଥିବା ଅନୁଭବ ମହାନ୍ତି ଚଳିତ ନିର୍ବାଚନରେ କେନ୍ଦ୍ରାପଡ଼ାରୁ ବିଜେଡିର ଲୋକସଭା ପ୍ରାର୍ଥୀ ହୋଇଛନ୍ତି। ଅନ୍ୟପକ୍ଷରେ ଗତଥର ପରାଜୟ ସମ୍ମୁଖୀନ ହୋଇଥିବା ପ୍ରତାପ…

ଲୋମସ କନ୍ୟl ରେବତୀକୁ ଦେଇଥିବା ପ୍ରତିଶୃତି ପୂରଣ କଲେ ଜିଲ୍ଲପାଳ

Posted by - July 1, 2023 0
ହରଭଙ୍ଗା :୩୦/୦୬ (ଚିତ୍ତରଞ୍ଜନ ସିଂହ)ସାରା ବିଶ୍ୱରେ ଦିନେ ଚେହେରା କୁ ନେଇ ଚହଳ ପଡ଼ିଥିବା ଲୋମସ କନ୍ୟା ରେବତୀ!ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବଣ ପାହାଡ଼ ଘେରା…

ରାମକୃଷ୍ଣ ବାଳାଶ୍ରମ ବିରନର୍ସିଂହପୁର ଠାରେ ସ୍ଵାଧୀନତାର ୭୫ବର୍ଷ ପୂର୍ତ୍ତି ତଥା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ

Posted by - October 2, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ରାମକୃଷ୍ଣ ବାଳାଶ୍ରମ ବିରନର୍ସିଂହପୁର ଠାରେ ସ୍ଵାଧୀନତା ର ୭୫ତମ ବର୍ଷ ପୁର୍ତୀ ତଥା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ ସମାରୋହ ପାଳନ ଅନୁଷ୍ଠିତ…

ହରଭଂଗା ବ୍ଲକ ରେ ସରକାର ଙ୍କ ବସୁଧା ଯୋଜନା ଫେଲ

Posted by - August 11, 2023 0
ହରଭଙ୍ଗା :୧୦/୦୮ (ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ହାରଭଙ୍ଗା ବ୍ଲକ ରେ ଫେଲ୍ ମାରିଛି ସରକାର ଙ୍କ ବସୁଧା ଯୋଜନା। ସୂଚନା ମତେ ହରଭଙ୍ଗା ବ୍ଲକ ଅନ୍ତର୍ଗତ ହରଭଙ୍ଗା…