Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ଭୁବନେଶ୍ୱର: ଆଜି ରାଜଧାନୀରେ ମାଗଣାରେ ଇ-ବସ୍‌‌ ଓ ଇ-ରିକ୍ସା ସେବା,ଆଜି ହେଉଛି ସ୍ୱଚ୍ଛ ବାୟୁ ଦିବସ। ଏହି ଅବସରରେ ରାଜଧାନୀରେ ମାଗଣାରେ ଇ-ବସ୍‌‌ ଓ ଇ-ରିକ୍ସା ସେବା ମିଳିବ। କ୍ରୁଟ୍‌‌ର ସମସ୍ତ ଇ-ବସ୍‌‌ ଓ ଇ-ରିକ୍ସାରେ ମାଗଣା ଯାତ୍ରା କରିପାରିବେ ଯାତ୍ରୀ। ଯାତ୍ରା ପାଇଁ କୌଣସି ଦେୟ ଦେବାକୁ ପଡିବ ନାହିଁ।

33 0

Related Post

କୋରେଇ ଟ୍ରେନ ଦୁର୍ଘଟଣା ; ଜାରି ହେଲା ସହାୟତା ନମ୍ବର,କୋରେଇ ଷ୍ଟେସନ ସହାୟତା ନମ୍ବର – ୮୪୫୫୮୮୯୯୦୫ ଖୋର୍ଦ୍ଧା ରୋଡ୍‍ କଣ୍ଟ୍ରୋଲ ରୁମ୍‍ ନମ୍ବର -୦୬୭୪-୨୪୯୨୨୪୫

Posted by - November 21, 2022 0
ଯାଜପୁର : ଯାଜପୁର କୋରେଇରେ ସୋମବାର ବଡ ଧରଣର ଟ୍ରେନ ଦୁର୍ଘଟଣା ଘଟିଥିବା ଯାଇଥିବା ବେଳେ ଏଯାଏଁ ଏଥିରେ ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇ ସାରିଛି…