ତାମିଲନାଡୁ ମୁଖ୍ୟମନ୍ତ୍ରୀ ଙ୍କ ପୁଅ ଉଦୟ ଷ୍ଟାଲିନ ନାମ ରେ ଥାନାରେ ଏତଲା

53 0

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ତାମିଲନାଡୁ ମୁଖ୍ୟମନ୍ତ୍ରୀ ଙ୍କ ପୁଅ ଉଦୟ ଷ୍ଟାଲିନ ହିନ୍ଦୁ ଧର୍ମ ଉପରେ ଦେଇଥିବା ବିବାଦିୟ ମନ୍ତବ୍ୟକୁ ନେଇ ଆଜି ସୋନପୁର ଥାନାରେ ଏକ ମାମଲା ରୁଜୁ ହୋଇଛି । ଉଦୟ ଷ୍ଟାଲିନ ଗତ କାଲି ହିନ୍ଦୁ ଧର୍ମକୁ ଏକ ଡେଙ୍ଗୁ, ମେଲେରିଆ ଓ କୋଭିଡ ୧୯ ଭଳି ଏକ ରୋଗ ବୋଲି କହିବା ପରେ ଏବେ ବିବାଦ ବଢିବାରେ ଲାଗିଛି ।

ଏହାକୁ ନେଇ ପୁର୍ବତନ ବିଜେପି ନେତା ବଳଦେବ ପ୍ରସାଦ ବେଦବାକ ଓ ବଳରାମ ସିଂ ଯାଦବ ଙ୍କ ନେତୃତ୍ୱରେ କିଛି ହିନ୍ଦୁ ଧର୍ମାଲମ୍ଭୀ ସୋନପୁର ଥାନାରେ ମାମଲା ରୁଜୁ କରିଛନ୍ତି । ଆଗାମି ଦିନରେ ପୋଲିସ କ୍ରୀମିନାଲ ମାମଲା ଦାୟର ନକଲେ କୋର୍ଟର ଆଶ୍ରୟ ନିଆଯିବ ବୋଲି କହିଛନ୍ତି ଏତଲା କାରୀ ମାନେ ।

Related Post

ସମ୍ବଲପୁର ଏସପି ଅଫିସ ସମ୍ମୁଖରେ ସମ୍ପର୍କୀୟ ଶଳା ଓ ଶଶୁରଙ୍କୁ କାର ମଡାଇ ହତ୍ୟା ଉଦ୍ୟମ

Posted by - July 19, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ ) ସମ୍ପର୍କୀୟ ଶଳା କୁ କାର ମଡ଼ାଇ ହତ୍ୟା ଉଦ୍ୟମ କଲା ଭିଣୋଇ। ଏମିତି ଘଟଣା ଘଟିଛି ସମ୍ବଲପୁର ଏସପି ଅଫିସ କାର୍ଯ୍ୟାଳୟ…

ଦଶରଥପୁରରେ ବିଜେପି ପକ୍ଷରୁ ପ୍ରତିବାଦ ଓ ବିକ୍ଷୋଭ

Posted by - October 27, 2021 0
ଯାଜପୁର: (ଆନନ୍ଦ ଚନ୍ଦ୍ର ସାହୁ )ମମିତା ମେହେର ହତ୍ୟା ମାମଲାରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଥିବା ଅଭିଯୋଗ କରି ଯାଜପୁର ଦଶରଥପୁରରେ ବିଜେପି ପକ୍ଷରୁ…

ବିଜେଡି ଓଡିଶାରେ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି :- ପ୍ରଣବ ପ୍ରକାଶ ଦାସ

Posted by - September 30, 2022 0
ଭୁବନେଶ୍ୱର:(ସଞ୍ଜୟ ମହାନ୍ତି ) ଆସନ୍ତା ଅକ୍ଟୋବର ଦୁଇ  ତାରିଖରୁ ବିଜେଡିର ଏକ ମାସ ଧରି  ପଦଯାତ୍ରା ଆରମ୍ଭ ହେବ। ଏହାକୁ ସଫଳ କରିବା ପାଇଁ ବିଜେଡି ପକ୍ଷରୁ…

ଲଗାଣ ବର୍ଷା ପାଇଁ ନନ୍ଦନକାନନରେ ବନ୍ଦ ହେଲା ଜଙ୍ଗଲ ସଫରି ଏବଂ ବୋଟିଙ୍ଗ ସେବା

Posted by - September 14, 2021 0
ଉତ୍ତରଭୁବନେଶ୍ୱର:( ସନ୍ତୋଷ ରାଉତ)ରାଜ୍ୟରେ ଲଗାଣ ବର୍ଷା ଚାରିଆଡ଼େ ଜଳମୟ ଯୋଗୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ…

କଳାହାଣ୍ଡି ରେ ମାଓ ତାଣ୍ଡବ, ପ୍ରଚାର କୁ ପ୍ରାର୍ଥୀ ଙ୍କ ପଛଘୁଞ୍ଚା

Posted by - February 9, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲାରେ ମାଓ ତାଣ୍ଡବ ତ୍ରି ସ୍ତରୀୟ ନିର୍ବାଚନ ରେ ଗଭୀର ପ୍ରଭାବ ପକାଇବା ଜଣାପଡ଼ିଛି। ମାଓ ଆତଙ୍କ ଯୋଗୁଁ…