ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳିତ

27 0

ହରଭଙ୍ଗା:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଚମ୍ପାପୂର୍ ଗ୍ରାମ ରେ ଗତକାଲି ରାତି ଆଠଟା ସମୟରେ ବରିଷ୍ଟ ନାଗରିକ ସୁବାଷ ଚନ୍ଦ୍ର ମେହେର ଙ୍କ ନେତୃତ୍ୱ ରେ ଗଙ୍ଗାଧର ମେହେରଙ୍କ ବାର୍ଷିକ ଶ୍ରାଦ୍ଧ ଉତ୍ସବ ପାଲିତ ହୋଇଯାଇଛି। ଉକ୍ତ ଉତ୍ସବ ରେ ଆଖ ପାଖ ଅଞ୍ଚଳର ପ୍ରାୟ ତିନିଶହ ରୁ ଉର୍ଦ୍ଧ ଲୋକ ଯୋଗଦାନ କରିଥଲେ।

ମେହେର ସମାଜ ର ସଭାପତି ଙ୍କ ସହ ସତ୍ୟବାଦୀ ମେହେର, ବନିତା ମେହେର, ଶ୍ୟାମସୁନ୍ଦର ସାହୁ, ଲିଙ୍ଗରାଜ ମେହେର, ବିନୋଦ ମେହେର, ରୋହିତ ମେହେର ମଧ୍ଯ ଉପସ୍ଥିତ ଥିଲେ। ଉକ୍ତ ଶ୍ରାଦ୍ଧ ଉତ୍ସବ ରେ ବୟନିକା ସଭାପତି ପ୍ରକାଶ ମେହେର ଯୋଗ ଦେଇ ଗ୍ରାମ ବାସି ଙ୍କୁ ଉଦବୋଧନ ଦେଇଥିଲେ।

Related Post

ସ୍ୱାଧୀନତା ଦିବସରେ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ କଳାହାଣ୍ଡିର ୫ ସ୍ଥାନରେ ଦେଶାତ୍ମବୋଧକ କବିତା ପାଠୋତ୍ସଵ

Posted by - August 18, 2022 0
ଭବାନୀପାଟଣା: (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତୀ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା…

ବିଶ୍ୱ ତମ୍ବାଖୁ ବର୍ଜନ ଦିବସରେ ୱକାଥନ

Posted by - May 31, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ଵାଳ)ଆଜି ହେଉଛି ବିଶ୍ୱ ତମ୍ବାଖୁ ବର୍ଜନ ଦିବସ । ତେବେ ଏନେଇ ସମ୍ବଲପୁର ବାସିନ୍ଦା ଙ୍କୁ ଜନସଚେତନତା ସୄଷ୍ଠି କରିବା ଉଦ୍ଧେଶ୍ୟରେ ଏକ ୱକାଥନ କାର୍ଯ୍ୟକ୍ରମ…

ଯାଜପୁର ଜିଲ୍ଲା ସାମ୍ବାଦିକ ୟୁନିୟନର ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ

Posted by - November 23, 2020 0
ଯାଜପୁର: (ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ସଦର ମହାକୁମା ସ୍ଥିତ ତୁଳସୀ ରିସୋର୍ଟ ସମ୍ମିଳନୀ କକ୍ଷରେ ଯାଜପୁର ଜିଲ୍ଲା ସାମ୍ବାଦିକ ୟୁନିୟନର ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଯାଇଛି…

ଆଜାଦିକା ଅମୃତ ମହୋତ୍ସବ ପାଳନ ଅବସରରେ ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ସହ ବିଭିନ୍ନ ଯୋଜନାର ହିତାଧିକାରୀଙ୍କ ଆଲୋଚନା

Posted by - June 1, 2022 0
ବୌଦ୍ଧ:୩୧ା୫ : ( ଚିତ୍ତରଂଜନସିଂ)ମାନ୍ୟବର ପ୍ରଧାନମନ୍ତ୍ରୀ ଓଡ଼ିଶାର ତିନୋଟି ଜିଲ୍ଲା ବୌଦ୍ଧ,ଯାଜପୁର ଓ କୋରାପୁଟ ର ବିଭିନ୍ନ ହିତାଧିକାରୀ କେନ୍ଦ୍ରୀୟ ଅନୁଦାନ ପ୍ରାପ୍ତ ଯୋଜନା,ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ…