Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ହରଭଙ୍ଗା ଥାନା ଅଧିକାରୀ ଙ୍କୁ ଗଣମାଧ୍ୟମ ପ୍ରତିନିଧିଙ୍କ ଶୁଭେଚ୍ଛା, ଅଞ୍ଚଳର ଆଇନ ଶୃଙ୍ଖଳା ଉପରେ ଆଲୋଚନା

19 0

ହରଭଙ୍ଗା :(ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନରେ ନୂତନ ଅଧିକାରୀ ଭାବେ ଶ୍ରୀ ନଳନୀ କାନ୍ତ ଦାସ ଗତ ଶୁକ୍ରବର ଦିନ ଯୋଗ ଦେଇଛନ୍ତି। ପୁର୍ବ ଥାନା ଅଧିକାରୀ ପୁଷ୍ପଲତା ରାଉତ ରାୟ ଭିଜିଲାନ୍ସ ଦ୍ବାରା ଧରା ପଡ଼ି ଜେଲ୍ ଗଲାପରେ ଉକ୍ତ ପଦବୀ ଖାଲି ପଡିଥିଲା। ତା ପରେ ଶ୍ରୀ ଯୁକ୍ତ ଦାସ ନୂତନ ଥାନା ଅଧିକାରୀ ଭାବେ ଯୋଗ ଦେଇଛନ୍ତି। ଶ୍ରୀଯୁକ୍ତ ଦାସ ଜଣେ ଭଦ୍ର, ମିଷ୍ଟାପି ଶ୍ରେଣୀ ର ଲୋକ ଅଟନ୍ତି। ତାଙ୍କ ଘର ଯାଜପୁର ଜିଲ୍ଲା ପାଣିକୋଇଲି ।

ପୁର୍ବରୁ ଶ୍ରୀଯୁକ୍ତ ଦାସ କଣ୍ଟାମାଳ ଥାନା ଦାୟିତ୍ଵ ରେ ଥିଲେ। ଗତ କାଲି ହରଭଙ୍ଗା ବ୍ଲକ୍ ବରିଷ୍ଟ ସାମ୍ବାଦିକ ଚିତ୍ତ ରଞ୍ଜନ ସିଂ ଙ୍କ ନେତୃତ୍ୱ ରେ ଶ୍ରୀଯୁକ୍ତ ଦାସ ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରିଥଲେ। ଉକ୍ତ ସମ୍ବର୍ଦ୍ଧନା ଉତ୍ସବ ରେ ଓଜେୟୁ ରାଜ୍ୟ କାର୍ଯ୍ୟକାରେନି ସଦସ୍ୟ ବିଭୂଦତ୍ତ ବୋଷ, ସାଧାରଣ ସମ୍ପାଦକ ଭାଗବତ ମେହେର, ସଦାନନ୍ଦ ବେହେରା, କୁମୁଦ ଚନ୍ଦ୍ର ସାହୁ, ସୁଶାନ୍ତ ବେହେରା , ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା ଦିନରେ ଅଞ୍ଚଳ ର ଆଇନ ଶୃଙ୍ଖଳା ପରିସ୍ଥିତି ସୁଦୃଢ କରିବା ପାଇଁ ଶ୍ରୀଯୁକ୍ତ ଦାସ ସାମ୍ବାଦିକ ମାନଙ୍କ ସହିତ ଆଲୋଚନା କରିଥଲେ।

Related Post

ସମାଜକୁ ପରିବର୍ତ୍ତନ କରିବାର ମାଧ୍ୟମ ଗଣମାଧ୍ୟମ,ସମ୍ପ୍ରତି ଗଣମଧ୍ୟାମ ଆଜି ଦୋଛକିରେ

Posted by - November 17, 2021 0
ସମ୍ବଲପୁର::(ରମାକାନ୍ତ ବିଶ୍ବାଳ) ସମାଜକୁ ପରିବର୍ତ୍ତନ କରିବାର ମାଧ୍ୟମ ଗଣମାଧ୍ୟମ I ମାତ୍ର ସମ୍ପ୍ରତି ଗଣମଧ୍ୟାମ ସକାରାତ୍ମକ ଖବର ଅପେକ୍ଷା ନକରାତ୍ମକ ଖବର ପରିବେଷଣ ଉପରେ ଅଧିକ ଗୁରୁତ୍ୱ…

ନବରଙ୍ଗପୁର ସହରର ବିଶିଷ୍ଟ ସମାଜସେବୀ ଭୁବନେଶ୍ୱର ଦାସଙ୍କୁ ଶ୍ରଦ୍ଧାଞ୍ଜଳି

Posted by - October 2, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ )ନବରଙ୍ଗପୁର ସହରର ବିଶିଷ୍ଟ ସମାଜସେବୀ, ବରିଷ୍ଠ କଳାକାର,ପୂର୍ବତନ ସାମ୍ବାଦିକ, ସହକାରୀ ସରକାରୀ ଓକିଲ ଭୁବନେଶ୍ୱର ଦାସ ଙ୍କ ତା ୧.୧୦.୨୦୨ ୧ତାରିଖ ଅପରାହ୍ନ…

ଧର୍ମଗଡ ରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

Posted by - January 19, 2023 0
ଧର୍ମଗଡ ଠାରେ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ବ୍ଲକ ସମ୍ମିଳନୀ ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି।ଧର୍ମଗଡ଼ ଉପଜିଲ୍ଲାପାଳ ବେଦ ଭୂଷଣ,…

ଟାଇଗର କ୍ଲବର ସ୍ୱନକ୍ଷତ୍ର ଉପଲକ୍ଷେ ରକ୍ତଦାନ ଶିବିର

Posted by - June 24, 2020 65
ବରୀ ୨୪/୬- (ସ୍ନେହଂଶୁ ଶେଖର ମହାନ୍ତି )ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଗମ୍ମୁ ପଂଚାୟତର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଟାଇଗର କ୍ଲବର ପ୍ରଥମ ସ୍ୱନକ୍ଷେତ୍ର ଦିବସ ଉପଲକ୍ଷେ…