Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ଧର୍ମଗଡ଼ ଉପଖଣ୍ଡ କୁ ଏକ ନୂତନ ଜିଲ୍ଲା ଗଠନ ଉଦ୍ଦେଶ୍ୟରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ୧୦ ଦଫା ଦାବି ପତ୍ର ପ୍ରଦାନ

64 0

ଧର୍ମଗଡ଼ :୨୮ /୦୮ (ହେମନ୍ତ କୁମାର ମାଝୀ)ଧର୍ମଗତ ଉପଖଣ୍ଡ କୁ ଜିଲ୍ଲା ଦାବି କୁ ନେଇ ତ୍ଵରାନିତ କରିବା ପାଇଁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୦ ଦଫା ଏକ ଦାବି ପତ୍ର ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଉଦ୍ଧେଶ୍ୟରେ ପ୍ରଦାନ କରାଯାଇଛି ଓ ଦାବି ପୂରଣ ନ ହେବା ଅନୁଷ୍ଠିତ କାଳ ପାଇଁ ଗଣ ଧାରଣା ଆରମ୍ଭ ହୋଇଛି।

ଜିଲ୍ଲା ଦାବି କ୍ରିୟାନୁଷ୍ଠାନ କମିଟି ର ଆଇନ ଜୀଵି ତୁଷାର ରଞ୍ଜନ ପାଟଯୋଷୀ ଙ୍କ ଅଧ୍ୟକ୍ଷତାରେ ଓକିଲ ସଂଘ ସଭାପତି ପ୍ରସନ୍ନ କୁମାର ଅଗସ୍ତି ସରପଞ୍ଚ ସଂଘ ସଭାପତି ହାତୀ ରାମ ଦୂର୍ଗା ପୂର୍ବତନ ବ୍ଳକ ଅଧ୍ୟକ୍ଷ ରବିନ୍ଦ୍ର କୁମାର ପାଟଯୋଷୀ ଓ ବି ସି ନେତା ଡମ୍ବରୁଧର ଲହଜ ବଣିକ ସଂଘ ର ସଭାପତି ବିଦ୍ୟାଧର ସାହୁ ପୂର୍ବତନ ସରପଞ୍ଚ ଘନଶ୍ୟାମ ଅଗ୍ରୱାଲ ଲକ୍ଷ୍ମୀ କାନ୍ତ ବାଗ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦିଗାମ୍ବର ଦୁରୀଆ ସୁଲୋଚନା ଵିଶି ଆଇନ ଜୀଵି ସୁବାସ ଚନ୍ଦ୍ର ପାଣିଗ୍ରାହୀ ପ୍ରଦୀପ ଦାସ ସୁମନ୍ତ କୁମାର ପଣ୍ଡା କୃପା ସିନ୍ଦୁ ପଣ୍ଡା ପ୍ରେମ ଲାଳ ସାଗର ଦେବି ମିଶ୍ର ପୂର୍ବତନ ସମିତି ସଭ୍ୟ ଜନ୍ମେଜୟ ନାଏକ କେମିଷ୍ଟ୍ରୀ ଏଣ୍ଡ ଡ୍ରଗଷ୍ଟ ସଂଘ ର ସଂପାଦକ ହୃଷିକେଶ ମିଶ୍ର ଡାକେ ଲହଜଲ ସୌମ୍ୟରଞ୍ଜନ ନାଏକ ସେ ସମେତ ବହୁ ସଦସ୍ୟ ଯୋଗ ଦେଇ ସହ ଜିଲ୍ଲାପାଳ ନନ୍ଦ କିଶୋର ତାଣ୍ଡି କୁ ୧୦ ଦଫା ଦାବି ପତ୍ର ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ପ୍ରଦାନ କରାଯାଇଥିଲା।

Related Post

କେଶିଙ୍ଗାରେ ମାଲବାହି ଇଂଜିନରୁ ବିଛିନ୍ନ ହେଲା ବଗି

Posted by - June 14, 2023 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ)ବୁଧବାର ସକାଳେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଳ ଷ୍ଟେସନରେ ଏକ ବଡ ଟ୍ରେନ ଦୁର୍ଘଟଣା ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଅଳ୍ପକେ ଟଳି ଯାଇଛି…

ବଢ଼ିବାରେ ଲାଗିଛି ସୁକିନ୍ଦା ବର୍ତଣ୍ଡା ପଂଚାୟତ ମହିଳା ମହାସଂଘର ବିବାଦ  

Posted by - June 4, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ସୁକିନ୍ଦା ବର୍ତଣ୍ଡା ପଂଚାୟତ ମହିଳା ମହାସଂଘର ବିବାଦ ବଢ଼ିବାରେ ଲାଗିଛି। ପ୍ରଥମେ ମହାସଂଘର କାର୍ଯ୍ୟକର୍ତା ମାନେ ଏମ ବି…

ଓଡ଼ିଶୀ ନୃତ୍ୟ ଗୁରୁ ଶାଶ୍ବତ ଯୋଶୀଙ୍କ ନାମରେ ସାଂଘାତିକ ଅଭିଯୋଗ

Posted by - September 6, 2019 0
ଭୁବନେଶ୍ୱର: ଗତକାଲି ଗୁରୁ ଦିବସ ଅବସରରେ ଓଡ଼ିଶୀ ନୃତ୍ୟଗୁରୁ ଶାଶ୍ୱତ ଯୋଶୀଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କର ଜଣେ ଛାତ୍ରୀ ଆକାଂକ୍ଷା କୁମାରୀ। ଏହି ଛାତ୍ରୀ…

ଘଣ୍ଟାପଡ଼ା ବଳାଞ୍ଚଳରେ ହାତୀଙ୍କ ଉପଦ୍ରବ , ଚିନ୍ତାରେ ଅଞ୍ଚଳବାସୀ,ସଂଧ୍ୟା ହେଲେ ତାଟି କବାଟ ବନ୍ଦ

Posted by - December 30, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବନାଞ୍ଚଳ ଅନ୍ତର୍ଗତ ଘଣ୍ଟାପଡ଼ା ସେକସନରେ ଆଜକୁ ଆଠଦିନ ହେବ ହାତୀମାନଙ୍କ ଉପଦ୍ରବ ଲାଗି ରହିଛି। ବନ ବିଭାଗର କର୍ମଚାରୀ ଘଉଡାଇବାରେ…

କଳାହାଣ୍ଡି ଶିକ୍ଷା ବିଭାଗ ରେ କେଳେଙ୍କାରୀ, ୩୯ ଲକ୍ଷ ରୁ ଉର୍ଦ୍ଧ୍ଵ ଟଙ୍କା ହଡପ କରି ମହିଳା କର୍ମଚାରୀ ଫେରାର୍

Posted by - October 9, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ କଳାହାଣ୍ଡି ଜିଲ୍ଲା ଶିକ୍ଷା ବିଭାଗ ରେ ପୁଣି ଏକ କେଳେଙ୍କାରୀ ଚର୍ଚା ର ବିଷୟ ହୋଇଛି ।ଭବାନୀପାଟଣା ବ୍ଲକ୍…