ଧର୍ମଗଡ଼:( ହେମନ୍ତ କୁମାର ମାଝୀ)ଧର୍ମଗତ ବସ୍ତିପଡା ରାଧାକୃଷ୍ଣ ସାଂସ୍କୃତିକ ଅନୁଷ୍ଠାନ ର ଯୁବକ ବୋଲବମ ଭକ୍ତ ମାନେ ଧର୍ମଗତ ଜିଲ୍ଲା ଗଠନ କାମନା କରି ପବିତ୍ର ଶ୍ରାବଣ ମାସର ଶେଷ ସୋମବାର ଦିନ କଷ୍ଟ ସାଧ୍ୟ ନାଗଵମ ଯୋଗେ ୫ କିମି ଦଣ୍ଡ ବତ ପ୍ରକ୍ରିୟା ରେ ଦଣ୍ଡ ମାପ କରି ଗୁରୁଣ୍ଡି ଗୁରୁଣ୍ଡି ଆସି ସ୍ଥାନୀୟ ରୁଦ୍ରେଶ୍ଵର ଶିବ ମନ୍ଦିର ଜଳାଭିଷେକ କରିଛନ୍ତି
ଵୋଲ ଵମ ଭକ୍ତ ଧର୍ମଗତ ବସ୍ତିପଡା ରାଧାକୃଷ୍ଣ ସାଂସ୍କୃତିକ ଅନୁଷ୍ଠାନ ପରିଷଦ ର ଦୁର୍ବାସା ସୁନାନୀ ବିଶ୍ଵନାଥ ନାଏକ ଜୟରାମ ମାଝୀ ବିଷମ ନାଏକ ରମେଶ ମାଝୀ ଫକିର ନାଏକ ବିକି ସାଗର ଵିଶି ମଶ୍ରା ଵାଵୁଳି ନାଏକ ଖନା ମାଝୀ ରୁପେସ ନାଏକ ଅଜିମ ମଶ୍ରା ଯଦୁମଣି ମାଝୀ ଶିବ ପୁଞ୍ଜି ଜିତେନ୍ଦ୍ର ପୁଞ୍ଜି ଶୁଭମ୍ ନାଏକ ଶ୍ରବଣ ନାଏକ ମଣ୍ଟୁ ମାଝୀ ଏହି ଵୋଳ ଵମ ଭକ୍ତ ମାନେ ଦୀର୍ଘ ଦୁଇ ମାସ ଧରି ମାନସିକ କରିଥିଲେ ଏହି କଷ୍ଟ ସାଧ୍ୟ ଅଭିନବ ଭକ୍ତି ଓ ଦାବି କୁ ଜଣାଇ ଧର୍ମଗତ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ଓ ଜନ ସାଧାରଣ ଆଗେଇ ଆସି ସମର୍ଥନ ଜଣାଇଥିଲେ ଓ ସେହି ସ୍ଥାନରେ ଧର୍ମଗତ ଜିଲ୍ଲା ଦାବି ମଧ୍ୟ ଉଠିଥିଲା।