ବନ୍ଧୁ ମିଳନ ଅବସରରେ ଭିନ୍ନକ୍ଷମଙ୍କୁ ୩ ଚକିଆ ସାଇକେଲ ପ୍ରଦାନ ।

400 0

ଯାଜପୁର: ( ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ବରୀ ବ୍ଲକ ଭଳି ନୂଆଗାଁ ସ୍ଥିତ ନବ ଭାରତୀ ବିଦ୍ୟା ଭବନ ର ୧୯୮୯ ମସିହା ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ବହୁ ପୁରାତନ ଛାତ୍ରୀ,ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇ ପୁରୁଣା ଦିନକୁ ମନେ ପକାଇଥିଲେ ।

ଆଗାମୀ ଦିନରେ ବିଦ୍ୟାଳୟର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନେବାକୁ ଆଲୋଚନା କରିଥିଲେ । ଏହି ଅବସରରେ ପୁରାତନ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ଭିନ୍ନକ୍ଷମଙ୍କୁ ୩ ଚକିଆ ସାଇକେଲ ପ୍ରଦାନ କରିିଥିଲେ । ବନ୍ଧୁ ମିଳନ ଆଳରେ ବିଭିନ୍ନ ସ୍ଥାନରେ ଭୋଜି ଭାତ ଆୟୋଜନ କରାଯାଉଥିବା ବେଳେ ଏଠାରେ ଏଭଳି ଏକ କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Facebook Notice for EU! You need to login to view and post FB Comments!

Related Post

ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ଲକ୍ଷାଧିକ ସମ୍ପତ୍ତି  ଭସ୍ମୀଭୂତ

Posted by - November 22, 2021 0
ବସ୍ତା:(ପ୍ରଭାକର ମଲ୍ଲିକ)ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ଲକ୍ଷାଧିକ ସମ୍ପତ୍ତି  ଭସ୍ମୀଭୂତ,ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଝିଞ୍ଜିପୁରା ଗ୍ରାମରେ, ଗ୍ରାମର ବୈରାଗୀ…

ଜିଲ୍ଳା ସ୍ଵଳ୍ପ ସଞ୍ଚୟ ବିଦ୍ଭାଗ ତରଫରୁ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଶିବିର

Posted by - September 29, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଳା ସ୍ଵଳ୍ପ ସଞ୍ଚୟ ବିଦ୍ଭାଗ ତରଫରୁ ହରଭଙ୍ଗା ବ୍ଳକ ଆଡ଼େଣିଗଡ଼ ଠାରେ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ସଚେତନତା ଶିବିର ବୁଧବାର…

ବିପଯ୍ୟୟ ପରିଚାଳନା ତାଲିମ୍ ଶିବିର

Posted by - July 22, 2021 0
ବୌଦ୍ଧ:୨୧/୭( ଚିତ୍ତରଂଜନ ସିଂ) ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଧଳପୁର ହାଇସ୍ଲୁଲ୍ ଠାରେ ବୌଦ୍ଧଜିଲ୍ଲା ବିପଯ୍ୟୟ ପରିଚାଳନା ପକ୍ଷରୁ ଗୋଷ୍ଠିସହଭାଗିତା ତାଲିମ୍ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାଯ୍ୟକ୍ରମରେ ବୌଦ୍ଧଜିଲ୍ଲା ବିପଯ୍ୟୟ…

କୋରୋନା ସ୍ଥିତିର ମୁକାବିଲା ପାଇଁ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବ୍ୟବସାୟୀ ସଂଘ ଓ ଗାଡି ମାଲିକ ସଂଘର ବୈଠକ

Posted by - March 24, 2020 313
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)କୋରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଯାଜପୁରରେ ରହିଛି ଲକଡାଉନ । ଜିଲାର ୧୦ ଟିବ୍ଲକ ଓ ଦୁଇଟି ପୌରପାଳିକା ରେ ସଂପୁର୍ଣ୍ଣ ବନ୍ଦ…

ଅଶୋକ ଦାସ ଫାଉଣ୍ଡେସନ ଓ ବିଜୁ ଜନତା ଦଳ ପକ୍ଷରୁ “ଜୀବନ ବିନ୍ଦୁ” ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

Posted by - March 10, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଶିମିଳିଆ ପଂଚାୟତ ଅନ୍ତର୍ଗତ ପାଟପାରି ମଣ୍ଡପରେ ଅଶୋକ ଦାସ ଫାଉଣ୍ଡେସନ ଓ ବିଜୁ ଜନତା ଦଳ ପକ୍ଷରୁ “ଜୀବନ ବିନ୍ଦୁ” ସ୍ୱେଚ୍ଛାକୃତ ରକ୍ତଦାନ…

Leave a comment

Your email address will not be published.