Breaking News
10:10 amଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର: ୨୭ ଏକର ଜମିକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଅନୁମତି ୧୧୬୪ ଏକର ଜମିରେ ନିର୍ମାଣ ହେବ ବିମାନବନ୍ଦର 10:10 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢ଼େଇବର ଗ୍ରାମରେ ଚରିତ୍ର ଉପରେ ସନ୍ଦେହରୁ ଦୁଃଖଦ ପରିଣାମ: ବିଷଧର ନାଗ ଆଣି ପତ୍ନୀ ଓ ଶିଶୁକନ୍ୟାକୁ ହତ୍ୟା ଅଭିଯୁକ୍ତ ସ୍ବାମୀ ଗିରଫ 10:08 amଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଟେଡ଼ ଗଙ୍ଗା ପାଇକରାୟଙ୍କ ନବରଙ୍ଗପୁର ସ୍ଥିତ ଭଡାଘରେ ଆଜି ଭିଜିଲାନ୍ସ ରେଡ଼ କରିଛି 1:47 pmବୌଦ୍ଧ: ବୌଦ୍ଧ ବୁଟୁପାଲିରେ ଥିବା ପୁଲିସ କଲୋନୀର କ୍ୱାଟର୍ସରୁ ଜଣେ ମହିଳା କନେଷ୍ଟବଳଙ୍କ ମୃତଦେହ ଜବତ,ସ୍ୱାମୀ ଅଟକ 1:46 pmଭୁବନେଶ୍ବର: ସର୍ବଦଳୀୟ ବୈଠକ ପରେ ବି ଚାଲିପାରିଲାନି ଗୃହ। ଅପରାହ୍ଣ ୪ଟା ଯାଏ ବିଧାନସଭା ମୁଲତବୀ।

ଦେଢ଼ଗାଁ ଯୁବକ ସଂଘ ପକ୍ଷରୁ ବୃକ୍ଷ ରୋପଣ

47 0

କଣ୍ଟାବାଞ୍ଜି:(ନରେନ୍ଦ୍ର ନେଗୀ)ଦେଢ଼ଗାଁ ଯୁବକ ସଂଘ ପକ୍ଷରୁ ଦେଢ଼ଗାଁ ଖେଳପଡିଆ ଠାରେ ବୃକ୍ଷ ରୋପଣ କରାଯାଇଛି । ଖେଳପଡିଆ ର ପରିବେଶକୁ ସୁନ୍ଦର କରିବା ପାଇଁ ଖେଳପଡିଆ ଚାରିପଟେ ଦେଢ଼ଗାଁ ଯୁବକ ସଂଘ ପକ୍ଷରୁ ବୃକ୍ଷ ରୋପଣ କରାଯାଇଛି ।

ଏହି ବୃକ୍ଷ ରୋପଣ ସମୟରେ ଦିନେଶ ସାହୁ , ଜୟଦେବ ଥପା, କୁସମନ ଥପା, ଧର୍ମେନ୍ଦ୍ର ଭୋଇ, ସୁଶାନ୍ତ ସାହୁ ,ନିତ୍ୟା ନାଗ,ସୋନୁ ଥପା ପ୍ରମୁଖ ଉପସ୍ଥିତ ଥିଲେ l

Related Post

ଦୁଇ ଦିନିଆ ଲୋକ ସଂଗିତର ଉତ୍ସବ ‘ଦେଶଜ’ ପାଇଁ ବୌଦ୍ଧ ଜିଲ୍ଲା ସଂଗ୍ରହାଳୟ ଠାରେ ପ୍ରସ୍ତୁତି ବୈଠକ

Posted by - July 3, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ଚଳିତ ମାସରେ ହେବାକୁ ଥିବା ଲୋକ ସଂଗିତର ଉତ୍ସବ ‘ଦେଶଜ’ ପାଇଁ ବୌଦ୍ଧ ଜିଲ୍ଲା ସଂଗ୍ରହାଳୟ ଠାରେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି…

ଜିଲ୍ଲାସ୍ଥରୀୟ ବିଶ୍ୱ ଦକ୍ଷତା ଦିବସ ପାଳିତ

Posted by - July 15, 2023 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ)ଜିଲ୍ଲା ଦକ୍ଷତା ପରିଷଦ କଳାହାଣ୍ଡି ଦ୍ୱାରା ଭବାନୀପାଟଣାର ଦକ୍ଷତା ବିକାଶ କେନ୍ଦ୍ର ଠାରେ ଜିଲ୍ଲାପାଳ ପି ଅନ୍ଵେଷା ରେଡ଼ିଙ୍କ ଅଧ୍ୟକ୍ଷତାରେ ବିଶ୍ୱ ଦକ୍ଷତା ଦିବସ ପାଳିତ…

ମନି ଗାଁ, ମହୁଲପଡା ଓ ଶଗଡ଼ଘାଟ ପଞ୍ଚାୟତ ଓବିସି ମଞ୍ଚର ନାନାଝର ଖେଳ ପଡିଆରେ ସାଙ୍ଗଠନିକ ବୈଠକ

Posted by - May 22, 2023 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଦିନକୁ ଦିନ ସଂରକ୍ଷଣ ବ୍ୟବସ୍ଥାରେ ତ୍ରୁଟି ତଥା ଅଗ୍ରାଧିକାର ଦିଆନଯିବା ପ୍ରତିବାଦରେ ଏବେ ଟିଟିଲାଗଡ ବ୍ଲକ ଓବିସି ମଞ୍ଚର ସଦସ୍ୟ ମାନେ ଏବେ ସରକାରଙ୍କ…

ଗରିବ କଲ୍ୟାଣ ଅନ୍ନ ଯୋଜନା କେନ୍ଦ୍ର ସରକାରଙ୍କ ନିଷ୍ପତି ଉପରେ ବିଜେଡି କର୍ମୀଙ୍କ ବ୍ଲକ ସ୍ତରୀୟ ଗଣଧାରଣା

Posted by - February 16, 2023 0
ହରଭଙ୍ଗା : (ଚିତ୍ତ ରଞ୍ଜନ ସିଂ) ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ରେ ରାଜ୍ୟ ର ଗରିବ ପରିବାର ଙ୍କୁ ମୁଣ୍ଡ ପିଛା ୫…

ପରାସରା ପଞ୍ଚାୟତ ଇଚ ଗାଁ ଠାରେ ଟିଟିଲାଗଡ ବ୍ଲକ ଓବିସି ମଞ୍ଚର ପଞ୍ଚମ ସାଙ୍ଗଠନିକ ବୈଠକ

Posted by - June 5, 2023 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ବ୍ଲକ ପରସରା ଗ୍ରାମପଞ୍ଚାୟତର ଇଚ ଗାଁ ଗ୍ରାମରେ ପରସରା,ଅଦାବାହାଲ ଓ ସୂର୍ଡା ପଞ୍ଚାୟତର ଓବିସି ବର୍ଗର ଲୋକଙ୍କୁ ନେଇ ଯୁବ ସଂଗଠକ ଶ୍ରୀଯୁକ୍ତ…