ବିଷମକଟକ:(ରମାକାନ୍ତ ପଡାଲ)ଚଳିତବର୍ଷ ର ଲଗାଣ ବର୍ଷା ସବୁଦିଗରୁ ପ୍ରଭାବିତ କରିଛି ।ଚନ୍ଦ୍ରପୁର ଓ ଗୁଡ଼ାରୀ ବ୍ଲକ କୁ ସଂଯୋଗ କରୁଥିବା ଶିରିଗୁଡା ନିକଟ ନଦୀ ର ବ୍ରିଜ ତଳକୁ ଦବି ସର୍ପ ଆକୃତି ର ହୋଇପଡିଛି ଯାହାଫଳରେ ସାଧାରଣ ଯାତାୟତ କରିବା ବିପଦପୂର୍ଣ୍ଣ ହୋଇପଡିଛି।
ଏହି ରାସ୍ତା ଉପରେ ଉଭୟ ଚନ୍ଦ୍ରପୁର ଓ ଗୁଡ଼ାରୀ ବ୍ଲକ ପ୍ରାୟ ଲୋକ ନିର୍ଭର କରୁଥିବା ବେଳେ ବର୍ଷା ଯୋଗୁଁ ନଦୀ ବ୍ରୀଜ ଅବସ୍ଥା କୁ ଉଭୟ ବ୍ଲକ ର ଅନେକ ଲୋକ ଚିନ୍ତା ପ୍ରକଟ କରିଛନ୍ତି ଓ ତୁରନ୍ତ ଏହାର ଗମନାଗମନ ସୁବିଧା ପାଇଁ ଦାବି କରିଛନ୍ତି।।।