ଅସହାୟ ଙ୍କୁ ମେଡିକାଲ ନେଲା ସ୍ବେଛାସେବୀ ସଂଗଠନ

54 0

ହରଭଙ୍ଗା: (ଚିତ୍ତରଞ୍ଜନ ସିଂହ) ଗଙ୍ଗାଧର ମେହେର ସ୍ବେତ୍ସାସେବୀ ସମିତି ବୁଟୁପାଲି ବୌଦ୍ଧ ତରଫରୁ ଜଣେ ଅସହାୟ  ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ବୁଧବାର ଦିନ ଡାକ୍ତରଖାନାରେ ଭର୍ତି କରାଯାଇଛି ।

ଉକ୍ତ ବ୍ୟକ୍ତି ଜଣକ ହେଉଛନ୍ତି ହରଭଙ୍ଗା ବ୍ଲକ ହରେକୃଷ୍ଣ ପୁର ଗ୍ରାମ  ର ପ୍ରଦୀପ କୁମାର ସାହୁ ତାଙ୍କର ନାଭି ରେ ଘା ହୋଇ ପଚି ଯାଇଥିବାରୁ ସେ ଯନ୍ତ୍ରଣାରେ ଛଟପଟ ହେଉଥିବାର ଦେଖି ସେହି ଗ୍ରାମର ପ୍ରବୀଣ ପଣ୍ଡା ନାମକ ଜଣେ ସହୃଦୟ ବ୍ୟକ୍ତି ଉକ୍ତ ଗଙ୍ଗାଧର ମେହେର  ସଂଗଠନ କୁ  ଜଣେଇଥିଲେ ।

ଖବର ପାଇବା ପରେ ସଂଗଠନର ସଭାପତି ମିନୁ ପ୍ରସାଦ ମିଶ୍ର , ମଦନ ମହନ ପ୍ରଧାନ , ରାମଚନ୍ଦ୍ର ମେହେର , ରମେଶ ପ୍ରଧାନ ଓ ଇନ୍ଦ୍ରମଣି ମେହେର ହରେକୃଷ୍ଣ ପୁର ଯାଇ ଗ୍ରାମ ର ସଭାପତି ଉମାକାନ୍ତ ପ୍ରଧାନ ଓ ପ୍ରବୀଣ ପଣ୍ଡା ଙ୍କ ସହଯୋଗ ରେ ଆମ୍ବୁଲାନ୍ସ ଜୋଗେ ଆଣି ବୌଦ୍ଧ ମୁଖ୍ୟ ଡାକ୍ତରଖାନାରେ ଭର୍ତି କରିଥିବା ନେଇ ସଂଗଠନ ର ପ୍ରତିଷ୍ଠାତା ଇନ୍ଦ୍ରମଣୀ ମେହେର ସୂଚନା ଦେଇଛନ୍ତି  ।

Related Post

ବିର୍ସାମୁଣ୍ଡା ଠିକା ଶ୍ରମିକ ସମମବାୟ ସମିତି ଲିଃ ପକ୍ଷରୁ ୬୬ତମ ସମବାୟ ସପ୍ତାହପାଳନ

Posted by - November 19, 2019 79
କେନ୍ଦୁଝର:ଯୋଡ଼ା ବ୍ଲକ ସିଲିଯୋଡ଼ା ଠାରେ ବିର୍ଶାମୁଣ୍ତା ଙ୍କ ୧୪୪ତମ ଜନ୍ମଦିବସ ଅବସର ରେ ବିର୍ଶାମୁଣ୍ତା ଠିକା ଶ୍ରମିକ ଶମବାୟ ସମିତି ଲିଃ ପକ୍ଷରୁ ୬୬ତମ ସମବାୟ ସପ୍ତାହ…

ଏବେ ଭି ବଞ୍ଚିଛି ମାନବିକତା,ମହାମାରୀ ରେ ପଶୁ ମାନଙ୍କ ବନ୍ଧୁ ପାଲଟିଛନ୍ତି ଏହି ପରିବାର

Posted by - August 9, 2020 0
ଭୁବନେଶ୍ବର :କୋଭିଡ ୧୯ ମହାମାରୀ ହେତୁ କୁକୁର ଏବଂ ଗୋରୁ ସମେତ ବିପଥଗାମୀ ପଶୁମାନଙ୍କୁ ଖାଇବାକୁ ଦେବା ପାଇଁ ବହୁ ଲୋକ ମାନେ ଏକତ୍ରିତ ହୋଇଛନ୍ତି।ରାସ୍ତା ରେ…

ସ୍ୱେଚ୍ଛାସେବୀ ଅନୁଷ୍ଠାନ ନୂଆ ଆଲୋକ ପକ୍ଷରୁ ମାନସିକ ଭାରସାମ୍ୟ ହରାଇଥିବା ବ୍ୟକ୍ତି ଉଦ୍ଧାର

Posted by - February 22, 2020 0
ଯାଜପୁର ଟାଉନ:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ସଦର ଥାନା ବରୁହାଁ ନିକଟରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନୂଆ ଆଲୋକ ପକ୍ଷରୁ ମାନସିକ ଭାରସାମ୍ୟ ହରାଇଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ତାର…

ଜିଲ୍ଲା ଆଇନ ସେବା ପ୍ରାଧିକରଣ ,ନବରଙ୍ଗପୁର ତରଫରୁ ୭୨ ତମ ବନ ମହଉତ୍ସବ ପାଳିତ,

Posted by - July 8, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ) ଓଡ଼ିଶା ରାଜ୍ୟ ଆଇନ ସେବାପ୍ରାଧିକରଣ କଟକ ର ଆଦେଶ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ନବରଙ୍ଗପୁର ତରଫରୁ ନୂତନ ଜିଲ୍ଲା କୋର୍ଟ…