Breaking News
1:07 pmସମ୍ବଲପୁର : ସମ୍ବଲପୁର ଶାସନ କେନାଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ,ଭାରସାମ୍ୟ ହରାଇ କେନାଲକୁ ଓଲଟିଲା ବରଯାତ୍ରୀ ଗାଡ଼ି । ଦୁର୍ଘଟଣାରେ ଡ୍ରାଇଭର ସମେତ ୭ ମୃତ, ୨ ଆହତ,ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ 1:04 pmବଡ଼ମ୍ବା ବନ ବିଭାଗ ହାଜତ ମୃତ୍ୟୁ ଘଟଣା : ମାନବାଧିକାର ଅୟୋଗଙ୍କ ରିପୋର୍ଟ ତଲବ 1:03 pmମହାନଦୀ ଜଳ ବିବାଦର ସମାଧାନ ପାଇଁ ବିରୋଧୀଙ୍କ ସହଯୋଗ ଲୋଡ଼ିଲେ ମନ୍ତ୍ରୀ ଟୁକୁନି ସାହୁ 1:03 pmପିପିଲି : ପୁରୀକୁ ଚାଲାଣ ହେଉଥିବା ବେଳେ ଜବତ ହେଲା ଏକ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ 1:01 pmଆସନ୍ତାକାଲି ନବୀନ ନିବାସରେ ପର୍ଯ୍ୟବେକ୍ଷକଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ। ନବ ନିଯୁକ୍ତ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିବେ ନବୀନ। ଝାରସୁଗୁଡ଼ା ଉପନିର୍ବାଚନ ସହ ସାଙ୍ଗଠନିକ ଆଲୋଚନା କରିବେ ନବୀନ। ସନ୍ଧ୍ୟା ୭ଟାରେ ନବୀନ ନିବାସରେ ବୈଠକ

ବଡବିଲ ସୁପର୍ ଲିଗ୍ ର ପ୍ରଥମ ସଂସ୍କରଣ ପାଇଁ ମ୍ୟାଚ ଆରମ୍ଭ

496 0

କେନ୍ଦୁଝର :ବଡବିଲ ସୁପର୍ ଲିଗ୍ ର ପ୍ରଥମ ସଂସ୍କରଣ ପାଇଁ ମ୍ୟାଚ ଆରମ୍ଭ ହୋଇଛି l ମ୍ୟାଚର ପ୍ରଥମ ଦିନ ଆରଏସିସି ଓ ୱାଇବିସିସି ରଣା ରେଞ୍ଜର ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଟୁର୍ଣ୍ଣାମେଣ୍ଟ ର ଉଦଘାଟନୀ ଉତ୍ସବରେ ମାଇନିଂ ଏରିଆ କ୍ରିକେଟ ଆସୋସିଏସନ (ମାକା) ର ଚେୟାରମ୍ଯାନ ଲାଲଟୁ ମହାନ୍ତ ମୁଖ୍ୟ ଅତିଥି, ସମ୍ମାନୀୟ ଅତିଥି ବଳଦେବ ସିଂ, ମକା ପ୍ରେସିଡେଣ୍ଟ ଲଛମନ ମହାନ୍ତ, ଭାଇସ ପ୍ରେସିଡେଣ୍ଟ ବିକାଶ ସାରୋଗୀ, ସମ୍ପାଦକ ସୁନୀଲ ସିହ୍ନା ଓ କୋଷାଧ୍ୟକ୍ଷ ଶ୍ରୀକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l ଅମ୍ପାୟାର ସୁନୀଲ ଗୁପ୍ତା ଓ ଅବତାର ସିଂ ଖେଳ ପରିଚାଳନାରେ କରିଛନ୍ତି l

ୱାଇବିସିସି ରଣା ରେଞ୍ଜର ଟୋସ୍ ଜିତି ପ୍ରଥମେ କ୍ଷେତ୍ର୍ ରକ୍ଷଣ କରିବାକୁ ନିର୍ଣ୍ଣୟ ନେଇଥିଲେ l ଆରଏସିସି ପ୍ରଥମେ ବ୍ୟାଟିଂ କରି 15 ଓଭର ରେ 6 ୱିକେଟ ହରାଇ 146 ରନ୍ କରିବାରେ ସମର୍ଥ ହୋଇଥିଲା l ୱାଇବିସିସି ରଣା ରେଞ୍ଜର 147 ରନ୍ ଲକ୍ଷ ରଖି 15 ଓଭରରେ 9 ୱିକେଟ ହରାଇ 132 ରନ୍ କରିବାରେ ସକ୍ଷମ ହୋଇଥିଲେ l ଆରଏସିସି 14 ରନ୍ ବ୍ୟବଧାନରେ ୱାଇବିସିସି ରଣା ରେଞ୍ଜର କୁ ପରାସ୍ତ କରିଛି l ଆରଏସିସି ର ଅମିତ୍ ଜୁଏଡ 30 ବଲ ରୁ 91 ରନ୍ କରିଥିବାରୁ ମ୍ୟାନ୍ ଅଫ ଦି ମ୍ୟାଚ ଘୋଷାଣ କରାଯାଇଥିଲା l

Related Post

ରଘୁନାଥପୁର ଦଧିବାବନ ଉଚ୍ଚ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଶ୍ରୀ ପ୍ରମୋଦ କୁମାର ରାଉତ ସମ୍ବର୍ଦ୍ଧିତ

Posted by - December 25, 2022 0
ଭୁବନେଶ୍ବର:୨୪/୧୨(ପାୟଲ ରାଉତ )ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବେଗୁନିଆ ବ୍ଲକ ଠାରେ ଓଡିଶା ମାଧ୍ୟମିକ ସ୍କୂଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷ ରୁ ଶିଶୁ ମହୋତ୍ସବ-୨୦୨୨ ଶୁଭ ଅବସର…

ଓ ସି ଏ ଭିଜନ୍ ୨୪ ଅନ୍ତଃଜିଲ୍ଲା ସିନିୟର କ୍ରିକେଟ କପ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

Posted by - November 23, 2021 0
କଳାହାଣ୍ଡି :(ନରେନ୍ଦ୍ର ନେଗୀ) ଙ୍କ ସହ ଅର୍ଜୁନ ପଟ୍ଟନାୟକକଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଲାଲ ବାହାଦୁର ଷ୍ଟାଡିୟମ୍ ଠାରେ ଓ ସି ଏ ଭିଜନ୍ ୨୪ ଅନ୍ତଃଜିଲ୍ଲା…

ହରଭଙ୍ଗା ଉଚ୍ଚ ବିଦ୍ୟାଳୟ ରେ ଦୁଇଦିନିଆଁ ବାର୍ଷିକ କ୍ରୀଡା ଉତ୍ସବ

Posted by - December 21, 2022 0
ବୌଦ୍ଧ: (ଚିତ୍ତରଞ୍ଜନ ସିଂ )ହରଭଙ୍ଗା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ରେ 2ଦିନ ଧରି ୫୫ ତମ ବାର୍ଷିକ କ୍ରୀଡା ର ଉଦଯାପନୀ ଉତ୍ସବ ହୋଇଯାଇଛି!ଉଦ୍ଘାଟନୀ ଉତ୍ସବ…

ଅଲ ଓଡିଶା କବାଡି ପ୍ରତିଯୋଗିତା ଉଦଘାଟିତ

Posted by - November 19, 2022 0
ସମ୍ବଲପୁର: ୧୯/୧୧ (ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଫାଟକ ଦୁର୍ଗାପୂଜା ମଣ୍ଡପ ପଡିଆ ଠାରେ ପ୍ରଥମ ଦିଲିପ ଚାନ୍ଦ ଅଲ ଓଡିଶା ରାଜ୍ୟ ସ୍ତରିୟ କବାଡି ପ୍ରତିଯୋଗିତା ଆଜି ଉଦଘାଟିତ…

ଛତ୍ରଙ୍ଗ ଶିଶୁ ମନ୍ଦିରରେ ବାର୍ଷିକ କ୍ରୀଡ଼ା ଉଦଘାଟିତ

Posted by - December 17, 2022 0
ହରଭଙ୍ଗା::୧୬/୧୨( ଚିତ୍ତରଞ୍ଜନ ସିଂ)ହରଭଙ୍ଗା ବ୍ଲକ ଛତ୍ରଙ୍ଗ ସ୍ଥିତ ସ୍ଥାନୀୟ ହାଇସ୍କୁଲ ପଡିଆରେ ଛତ୍ରଙ୍ଗ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଦଶମ ବାର୍ଷିକ କ୍ରୀଡ଼ା ଉତ୍ସବ ମହାସମାରୋହରେ ଉଦ୍…

Leave a comment

Your email address will not be published.