Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ରାସ୍ତା ଡିମାରକେସନ ପାଇଁ ଉପଜିଲ୍ଲାପାଳ ଓ ତହସିଲଦାରଙ୍କୁ ଦାବିପତ୍ର

326 0

ଧର୍ମଗଡ଼:୫/୭(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ ସହର ନିକଟ ଚିଲିଚିଲା ଗ୍ରାମର ଚତୁର୍ପାଶ୍ୱ ରାସ୍ତା ଡିମାରକେସନ ପାଇଁ ଆଜି ଗ୍ରାମବାସି ଧର୍ମଗଡ ଉପଜିଲ୍ଲାପାଳ ଓ ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ. ଉଲ୍ଲେଖ ଯେ ଗାଁ ରାସ୍ତା ରେ ଦିନକୁ ଦିନ ଲୋକେ ଘର, ବାଡ଼, ପିଣ୍ଡା ସବୁ ନିର୍ମାଣ କରୁଥିବା ଫଳରେ ଗାଁ ରାସ୍ତା ଦିନକୁ ଦିନ ସଂକୀର୍ଣ୍ଣ ହୋଇଯାଉଛି ଯାହାରି ଫଳରେ ଗାଁ ଭିତରକୁ ଦମକଳ ଗାଡି , ଆମ୍ବୁଲାନ୍ସ ଯାଇପାରୁନାହିଁ।

ରୋଗୀଙ୍କୁ କାନ୍ଧରେ ବୋହି ମୁଖ୍ୟ ରାସ୍ତା ରେ ଥିବା ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣି ନିକଟସ୍ଥ ଡାକ୍ତରଖାନା କୁ ନେଇ ଚିକିତ୍ସିତ କରିବାକୁ ପଡୁଛି ଏବଂ ଅନେକ ସମସ୍ୟା ର ସମ୍ମୁଖୀନ ହେବାକୁ ପଡୁଛି ବୋଲି ଦାବିପତ୍ର ମାଧ୍ୟମରେ ଗ୍ରାମବାସୀ ଧର୍ମଗଡ ଉପଜିଲ୍ଲାପାଳ ଓ ଧର୍ମଗଡ ତହସିଲଦାର ଙ୍କ ନିକଟରେ ଜଣାଇଛନ୍ତି।

ଦାବିପତ୍ର ପ୍ରଦାନ ସମୟରେ ସମାଜସେବୀ ଢଗ ନାଏକ ଙ୍କ ନେତୃତ୍ୱରେ ସୁବାସଚନ୍ଦ୍ର ଧଙ୍ଗଡ଼ାମାଝୀ, କୁଳମଣି ସାଗର, ଧର୍ମପଦ ସୁନାନୀ, ପ୍ରଶାନ୍ତ ନାଏକ, ଜୀବନ୍ତ ମାଝୀ, ଦୁଷ୍ଟ କୁମାର ଧଙ୍ଗଡ଼ାମାଝୀ,ନାଗେଶ୍ୱର ନାଏକ, ଭୁଜବଳ ହଂସ,ଚମ୍ପକ ସେଠି,ଗୋପୀ ଶବର,କିରଣ ସୁନାନୀ, ଅଙ୍କିତ ସେଠି,ମହେନ୍ଦ୍ର ଧଙ୍ଗଡ଼ାମାଝୀ, ଭକ୍ତ ସୁନାନୀ ପ୍ରମୁଖ ଉପସ୍ଥିତ ଥିଲେ.।

Related Post

ଏ ବର୍ଷ ହେବନି ଐତିହାସିକ ବାଲିଯାତ୍ରା : କଟକ ଜିଲ୍ଲାପାଳ

Posted by - October 31, 2020 0
କଟକ: ଚଳିତବର୍ଷ ହେବନି ଐତିହାସିକ ବାଲିଯାତ୍ରା। କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଏବର୍ଷ ବାଲିଯାତ୍ରା ବନ୍ଦ ପାଇଁ ନିଷ୍ପତ୍ତି ନେଇଛି କଟକ ଜିଲ୍ଲା ପ୍ରଶାସନ। କୌଣସି ପରିସ୍ଥିତିରେ…

ଶୀତଲଷଷ୍ଟି ଯାତ୍ରା ଶିବବିବାହ ସମ୍ପନ୍ନ

Posted by - June 5, 2022 0
ସମ୍ବଲପୁର:( ରମାକାନ୍ତ ବିଶ୍ବାଳ)ସମ୍ବଲପୁର ର ପ୍ରସିଦ୍ଦ ଶୀତଲଷଷ୍ଟି ଯାତ୍ରା ରେ ଦେବଦେବ ମହାଦେବ ଙ୍କ ସହ ଜଗଜ୍ଜନନୀ ମାତା ପାର୍ବତୀଙ୍କ ଲୌକିକ ବିବାହ ଟି ସମ୍ପନ୍ନ ହୋଇଛି…

ପୁରୁଣାକଟକ ସହର କୁ ଅଧିକ ବିକଶିତ କରିବା ପାଇଁ ଜିଲ୍ଲାପାଳ ଙ୍କ ସହ ଆଲୋଚନା

Posted by - September 28, 2021 0
ବୈଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲାହରଭଙ୍ଗା ବ୍ଲକ ର ପୁରୁଣାକଟକ ଗମନାଗମନ ଓ ବ୍ୟବସାୟିକ ଦୃଷ୍ଟି କୋଣ ରୁ ଜିଲ୍ଲା ର ଏକ ଗୁରୁତ୍ୱପୂର୍ଣ ସ୍ଥାନ ଅଟେ! ଏଠାରେ…

ପର୍ଲା ଠାରେ ବିଜେଡି ସାଙ୍ଘଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଙ୍କୁ ଭବ୍ୟ ସ୍ୱାଗତ

Posted by - March 4, 2023 0
ଧର୍ମଗଡ଼: ତା ୪/୩(ହେମନ୍ତ କୁମାର ମାଝୀ)କଲାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ପର୍ଲା ଠାରେ ବିଜେଡି ସାଙ୍ଘଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ,ଧର୍ମଗଡ଼ ବିଧାୟକ ମୌସୁଧି ବାଗ,ଜୁନାଗଡ଼…

ଗାଁରେ ରାତି କାଟିଲେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ

Posted by - November 20, 2019 691
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଗାଁରେ ରାତି କାଟିଲେ ବିଧାୟକ । ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଭୁଇଁପୁର ପଂଚାୟତ କତରାପୁର ଗାଁରେ ରାତ୍ରିଯାପନ କରିଛନ୍ତି । ଗତକାଲି…