Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ସରକାରୀ ଅର୍ଥ ବାଟ ମାରାଣ ର ଏକ ଫର୍ମୁଲା,ଗୋଟେ ପୋଖରୀ ରେ ଦୁଇଟି ଅନୁଦାନ ରାଶି

100 0

ପୋଖରୀ ଆୟତନ ଅନୁସାରେ ଅନୁଦାନ ରାଶି ଅଧିକ

ହରଭଙ୍ଗା: ୩/୭ (ଚିତ୍ତରଞ୍ଜନ ସିଂହ ) ସରକାର ଗ୍ରାମଞ୍ଚଳର ରାସ୍ତା, ଘାଟ, ପୋଖରୀ ଆଦି ବିଭିନ୍ନ ବିକାଶ କାର୍ଯ୍ୟ ର ଉନ୍ନତି ପାଇଁ ବିଭିନ୍ନ ଯୋଜନା ରେ ଅର୍ଥ ଯୋଗାଉଛନ୍ତି l କିନ୍ତୁ ଉକ୍ତ ଯୋଜନା ର ଅନୁଦାନ ରାଶି ଗୁଡିକ ତୃଣ ମୂଳ ସ୍ତର ରେ ବିଭିନ୍ନ ତରିକାରେ ହେର ଫେର ହେଇଥିବା ବେଳେ ଏଥିପ୍ରତି ନୀରବ ଦ୍ରଷ୍ଟା ସାଜିଛି ବ୍ଲକ ପ୍ରଶାସନ l ନା ଜାଣିଶୁଣି ଜ୍ଞ୍ୟାତ ସାର ରେ ଏଭଳି ଯୋଜନା ର ଅର୍ଥ ବାଟ ମାରାଣ ହେଉଛି ବୋଲି ସାଧରଣ ରେ ଏକ ଅଭିଯୋଗ ହେଉଛି l

ସୂଚନା ଥାଉକି ବ୍ଲକର ବାଣୀଭୂଷଣ ପୁର ପଞ୍ଚାୟତ ସିଙ୍ଗାଣିବିଡା ଗ୍ରାମ ରେ ଥିବା ଛୋଟ ଆୟତନ ବିଶିଷ୍ଟ ପୋଖରୀ କୁ ଉନ୍ନତି କରଣ ପାଇଁ ଚଳିତ ବର୍ଷ ଏମଜି ଏନ ଆର ଜି ଏସ ଅନୁଦାନ ରୁ୫ ଲକ୍ଷ୍ ଟଙ୍କା ଯୋଗାଇ ଦିଆଯାଇଥିଲା l ଉକ୍ତ ପ୍ରକଳ୍ପ ର ଯେଣୁ ତେଣୁ କାର୍ଯ୍ୟ ସାରି ବର୍ତମାନ ପର୍ଯ୍ୟନ୍ତ ୪ ଲକ୍ଷ୍ ୬୦ ହଜାର ଟଙ୍କା ମଞ୍ଜୁର ହୋଇଥିବା ବେଳେ ଅନଲାଇନ ରିପୋର୍ଟ ରେ ଉକ୍ତ ପ୍ରକଳ୍ପ ଟି ତ୍ୱରାନ୍ୱିତ ଦେଖାଉଥିବା ଏବଂ ଉକ୍ତ ପ୍ରକଳ୍ପ ଶେଷ ନହେବା ପୂର୍ବରୁ ପୁନର୍ବାର ପୋଖରୀ ର ଉନ୍ନତି କରଣ ପାଇଁ ସରକାର ଙ୍କ ଏସ ଏଫ ସି ଫଣ୍ଡ ରୁ ୧୦ ଲକ୍ଷ୍ ଟଙ୍କା ର ଅନୁଦାନ ଯୋଗାଇ ଦିଆଯାଇଛି l

ଯାହାକି ଗୋଟେ ପୋଖରୀ ରେ ଗୋଟିଏ ପ୍ରକଳ୍ପ ର କାର୍ଯ୍ୟ ନସରିବା ପୂର୍ବରୁ ଆଉ ଗୋଟେ ପ୍ରକଳ୍ପ ର ଅନୁଦାନ ରାଶି ସେହି ସମାନ କାମ ପାଇଁ କିପରି ଯୋଗାଇ ଦିଆଯାଉଛି ବୋଲି ସାଧରଣ ରେ ପ୍ରଶାସନ ର ସ୍ୱଚ୍ଛତା କାର୍ଯ୍ୟ ପାଇଁ ଏକ ପ୍ରଶ୍ନ ବାଚୀ ସୃଷ୍ଟି କରୁଛି l ଏପରିକି ଉକ୍ତ ପୋଖରୀ କାର୍ଯ୍ୟ ର କେତେଟଙ୍କା କେଉଁ ଅନୁଦାନ ରୁ କାର୍ଯ୍ୟ ହେଉଛି ସୂଚନା ଫଳକ ନଥିବାରୁ ଗ୍ରାମବାସୀ ଙ୍କୁ ଅନ୍ଧାର ରେ ରଖି ଜି ଆରଏସ ଠୁ ଆରମ୍ଭ କରି ଯନ୍ତ୍ରୀ, ଠିକାଦାର ସରକାରୀ ଅର୍ଥ ବାଟ ମାରଣା ରେ ଏକ ପ୍ରକାର ତରିକା ଆପେଣେଇ ଥିବା ସାଧରଣ ରେ ଚର୍ଚ୍ଚା ହେଉଛି l

ତେଣୁ ଉକ୍ତ ପୋଖରୀ ର ଆୟତନ କୁ ଦେଖିଲା ବେଳକୁ ଦୁଇଟି ପ୍ରକଳ୍ପ ର ସମାନ କାର୍ଯ୍ୟ ପାଇଁ ୧୫ ଲକ୍ଷ୍ ଟଙ୍କା ଅନୁଦାନ ରାଶି ଅଧିକ ହେଉଥିବା ବେଳେ ସରକାରୀ ଅର୍ଥ କୁ ବାଟ ମାରଣ ପାଇଁ ଏକ ଖୋରାକ ଯୋଗାଉଛି ବୋଲି କୁହାଯାଉଛି l ଏସମ୍ପର୍କ ରେ ହରଭଙ୍ଗା ବିଡ଼ିଓ ସ୍ୱପ୍ପନିତା ନାଏକ ଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରି ନଥିବା ବେଳେ ଉକ୍ତ ପୋଖରୀ କାର୍ଯ୍ୟ ର ସଠିକ ତଦାରଖ ଓ ସୂଚନା ଫଳକ ଲଗାଇବାକୁ ସାଧାରଣ ରେ ଦାବି ହେଉଛି l

Related Post

୧୧ କେଭି ବିଦ୍ୟୁତ ତାର ଲାଗି ଦନ୍ତାର ମୃତ୍ୟୁ

Posted by - June 7, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ଉତ୍ତର ଘୁମୁସର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ଅଧିନ ଲାଠିପଡା ବିଟ ଢଉପଲ୍ଲୀ କାଜୁ ଜଙ୍ଗଲରୁ ଦନ୍ତା ହାତୀର ମୃତ୍ୟୁ ଦେହ ଉଦ୍ଧାର ।ବନ ବିଭାଗ…

କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନାଙ୍କ ଗସ୍ତକୁ ବିରୋଧ କରି ବିଜେଡି ଛାତ୍ର ସଂଗଠନ ଶତାଧିକ କର୍ମୀ ଗିରଫ

Posted by - March 3, 2019 98
ଓ୍ଵାଲଟିୟର ଡିଭିଜନ୍‌ ବିଭାଜନ ପ୍ରସଙ୍ଗରେ ବିଜୁ ଯୁବ ଛାତ୍ର ଜନତା ଦଳ ରବିବାର କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନାଙ୍କ ଗସ୍ତକୁ ବିରୋଧ କରିଛି।ରାଜଧାନୀର ଜୟଦେବ ବିହାର ଛକ ଠାରେ…

ରଘୁନାଥପୁର ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ

Posted by - January 6, 2022 0
ଉତ୍ତର ଭୁବନେଶ୍ୱର:(ସନ୍ତୋଷ ରାଉତ )ଭୁବନେଶ୍ୱର ବ୍ଲକ ଅଧିନସ୍ଥ ରଘୁନାଥପୁର ପଞ୍ଚାୟତ ରେ କୋଭିଡ୍ କଟକଣା ରେ ବିଭିନ୍ନ କାର୍ଯ୍ୟର ଶୁଭ ଉଦଘାଟନ କରାଯାଇଛି ।ପଞ୍ଚାୟତର ନୂତନ କାର୍ଯ୍ୟାଳୟ…

ଟିଟିଲାଗଡ଼ ନାଗରିକ ମଞ୍ଚ ତରଫରୁ ପୁଲୱାମାରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ,ରକ୍ତଦାନ ଶିବିର ଆୟୋଜିତ

Posted by - February 14, 2022 0
ଟିଟିଲାଗଡ଼:( ଫେବୃଆରୀ ୧୪ କୁ ପ୍ରେମୀ ଯୁଗଳ ନିଜର ଭେଲେନଟାଇନ ଦିବସ ଯାହାକି ପ୍ରେମ ଦିବସ ରୁପେ ପାଳନ କରୁଛନ୍ତି, ଆଜିର ଦିନରେ ପୂଲୱାମା ଆତଙ୍କି ଆକ୍ରମଣରେ…