Breaking News
10:10 amଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର: ୨୭ ଏକର ଜମିକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଅନୁମତି ୧୧୬୪ ଏକର ଜମିରେ ନିର୍ମାଣ ହେବ ବିମାନବନ୍ଦର 10:10 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢ଼େଇବର ଗ୍ରାମରେ ଚରିତ୍ର ଉପରେ ସନ୍ଦେହରୁ ଦୁଃଖଦ ପରିଣାମ: ବିଷଧର ନାଗ ଆଣି ପତ୍ନୀ ଓ ଶିଶୁକନ୍ୟାକୁ ହତ୍ୟା ଅଭିଯୁକ୍ତ ସ୍ବାମୀ ଗିରଫ 10:08 amଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଟେଡ଼ ଗଙ୍ଗା ପାଇକରାୟଙ୍କ ନବରଙ୍ଗପୁର ସ୍ଥିତ ଭଡାଘରେ ଆଜି ଭିଜିଲାନ୍ସ ରେଡ଼ କରିଛି 1:47 pmବୌଦ୍ଧ: ବୌଦ୍ଧ ବୁଟୁପାଲିରେ ଥିବା ପୁଲିସ କଲୋନୀର କ୍ୱାଟର୍ସରୁ ଜଣେ ମହିଳା କନେଷ୍ଟବଳଙ୍କ ମୃତଦେହ ଜବତ,ସ୍ୱାମୀ ଅଟକ 1:46 pmଭୁବନେଶ୍ବର: ସର୍ବଦଳୀୟ ବୈଠକ ପରେ ବି ଚାଲିପାରିଲାନି ଗୃହ। ଅପରାହ୍ଣ ୪ଟା ଯାଏ ବିଧାନସଭା ମୁଲତବୀ।

ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ଜିଲ୍ଲାପାଳଙ୍କ ଦ୍ୱାରା ସମର୍ଦ୍ଧିତ ହେଲେ କମେଡି କଳାକାର

49 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ବାଉଁଶୁଣି ବୈଦ୍ୟନାଥପୁର ଗ୍ରାମର ତଥା ପଶ୍ଚିମ ଓଡିଶାର ଜଣାଶୁଣା କମେଡି କଳାକାର ସୁଶାନ୍ତ କୁମାର ବେହେରା ବୌଦ୍ଧ ଜିଲ୍ଲାପାଳ ସମର୍ଦ୍ଧିତ କରିଛନ୍ତି ।ଜିଲ୍ଲାପାଳ ଆଜି ଅଵସର ଗ୍ରହଣ କରୁଥିବା ବେଳେ ଆଜି ଅନେକ ଅଧିକାରୀ, କର୍ମଚାରୀ, ସ୍ୱୟଂ ସହାୟକ ଗୋଷ୍ଠୀ,କଳାକାର ଓ ବ୍ୟକ୍ତି ବିଶେଷଙ୍କୁ ସମର୍ଦ୍ଧିତ କରିଛନ୍ତି ।

ସୂଚନା ଥାଉକି ସୁଶାନ୍ତ ସୁସୁ ବୌଦ୍ଧ ଜିଲ୍ଲାର ତଥା ପଶ୍ଚିମ ଓଡ଼ିଶାରେ କମେଡି କରି ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ବେଳେ ଏହା ଜାଣି ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ତାଙ୍କୁ ଡକାଇ ପ୍ରଶଂସା ପତ୍ର ସହିତ ଏକ ଉତରିୟ ପ୍ରଦାନ କରିଛନ୍ତି ।ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।ପ୍ରଶଂସା ପତ୍ର ପାଇଥିବାରୁ ପଶ୍ଚିମ ଓଡିଶାର ସମସ୍ତ ଜନସାଧାରଣ ଙ୍କ ଭଲ ପାଇବା ଯୋଗୁଁ ଆଜି ଏହା ସମ୍ଭବ ହୋଇଛି ।ତେଣୁ ଜିଲ୍ଲାପାଳଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ସୁଶାନ୍ତ ।

Related Post

ମା ରୁଦ୍ରକାଳୀ ହରଭଙ୍ଗା ଲୋକ ମହାତ୍ସବ ଉଦଯାପିତ

Posted by - February 1, 2023 0
ହରଭଙ୍ଗା :(ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ଲୋକ ମହାତ୍ସବ ର ଆଜି ଉଦଯାପନୀ ଉତ୍ସବ, ଦୀର୍ଘ 5ଦିନ ମହୋତ୍ସବ ର ଆଜି ଶେଷ ସନ୍ଧ୍ୟା!ସlତଗୋଟି ପଞ୍ଚାୟତ ବାସୀଙ୍କ…

ଢେଙ୍କାନାଳ ଅରବିନ୍ଦ ବଜାର , ମହିସାପାଟ ଶ୍ରି ଶ୍ରୀ ମହାଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ତରଫରୁ ମହାଲକ୍ଷ୍ମୀ ପୂଜା ପାଳିତ

Posted by - October 30, 2023 0
ଢେଙ୍କାନାଳ: ଅରବିନ୍ଦ ବଜାର , ମହିସାପାଟ ଶ୍ରି ଶ୍ରୀ ମହାଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ତରଫରୁ ମହାଲକ୍ଷ୍ମୀ ପୂଜା ପାଳିତ ହୋଇଯାଇଛି । ପ୍ରତାହାରୁ କଳସ ଯାତ୍ରା ପରେ…

ତେଲେନପାଲି ରେ ବସୁଧା ବନ୍ଦନ କାର୍ଯ୍ୟକ୍ରମ ସହ ବୃକ୍ଷ ରୋପଣ

Posted by - August 11, 2023 0
ଖପ୍ରାଖୋଲ: ୧୦/୮(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ୍ ତେଲେନପାଲି ମଡେଲ ଟେଙ୍କ ଠାରେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ…

ଛତ୍ରଙ୍ଗ ରାଜସ୍ୱ ନିରୀକ୍ଷକ ଙ୍କ ତରଫରୁ ପଲିଥିନ ବଣ୍ଟନ

Posted by - August 5, 2023 0
ହରଭଙ୍ଗା:୫/୮ (ଚିତ୍ତରଞ୍ଜନ ସିଂହ)ଗତ ଲଘୁଚାପ ଜନିତ ବର୍ଷା ବୌଦ୍ଧ ଜିଲ୍ଲା ହରଭଙ୍ଗା ଅଞ୍ଚଳ ରେ ବେଶି ପ୍ରଭାବିତ କରିଥିଲା।ଏହି ବର୍ଷା ରେ ହରଭଙ୍ଗା ଅଞ୍ଚଳ ର ଅଧିକାଂଶ…

ବିଜେପି ବୌଦ୍ଧ ଜିଲ୍ଲା ସାମାଜିକ ନ୍ୟାୟ ସପ୍ତାହ ପାଳନ କରିବ ୦୬ଏପ୍ରିଲ ରୁ ୧୪ ଏପ୍ରିଲ “

Posted by - April 6, 2023 0
ବୌଦ୍ଧ : (ଚିତ୍ତରଞ୍ଜନ ସିଂହ) ରାଜ୍ୟ ଓ କେନ୍ଦ୍ର ବିଜେପି ର ମିଳିତ ନିଷ୍ପତି ଅନୁଯାୟୀ ଆସନ୍ତା କାଲି ୦୬ ଏପ୍ରିଲ ରୁ ୧୪ ଏପ୍ରିଲ କୁ…