ଲାଟିନ ଘରୁ ୬ ଫୁଟ ଗୋଖର ନାଗ ଉଦ୍ଧାର

56 0

ହରଭଙ୍ଗା :୩୦/୦୬  ଗ୍ରୀଷ୍ମ ରୋଦ୍ରାତାପ ଯାଇ ବର୍ତମାନ ବର୍ଷା ଋତୁ,ଆସିଯାଇଛି l ଫଳ ରେ ଗରମ ତାପ ରୁ ଜୀବଜଗତ ଠୁ ଆରମ୍ଭ କରି ପ୍ରାଣୀ ଜଗତ ଟିକେ ଆଶ୍ବସ୍ତି ଲାଭ କରିଛି l କିନ୍ତୁ ଏହି ସମୟ ରେ ଥଣ୍ଡା ପଡିବାରୁ ବିଭିନ୍ନ ବିଷାକ୍ତ ସରୀସୃପ, ଜୀବଜନ୍ତୁ ବାହାରକୁ ଚାଲି ଆସିଥାନ୍ତି l ଫଳରେ ମଣିଷ ମଧ୍ୟ ଏମାନଙ୍କ କବଳ ରେ ଶିକାର ହୋଇ ଜୀବନ ହାରିବା ନଜର ବହୁ ସମୟ ରେ ସଂମ୍ନା କୁ ଆସିଥାଏ l ତେଣୁ ବର୍ତମାନ ସମୟ ରେ ସମସ୍ତେ ସଚେତନ ହୋଇ ଚାଲିବା ନିଜର ପ୍ରାଥମିକ କର୍ତ୍ୟବ କହିଲେ କିଛି ଅତ୍ୟୁକ୍ତି ନାହିଁ l

ଏପରିକି ହରଭଙ୍ଗା ବ୍ଲକର ର ଉଦୟପୁର ଗ୍ରାମ ରେ ଗତକାଲି ସନ୍ଧ୍ୟା ରେ କୃଷ୍ଣ ସାହୁ ନାମକ ବ୍ୟକ୍ତିଙ୍କ ଲାଟିନ ଘରୁ ଏକ ୬ ଫୁଟ ଲମ୍ବର ଗୋଖର ନାଗ ଉଦ୍ଧାର ହୋଇଛି l ପରିବାର ଜଣେ ସଦସ୍ୟ ଲାଟିନ ଯାଉଥିବା ସମୟ ରେ ହଟାତ ସାପ ର ଗର୍ଜନ ପାଇଥିଲେ l ତୁରନ୍ତ ସ୍ନେକ ହେଲ୍ପ ଲାଇନ ର ସଦସ୍ୟ ଅବନି ମେଣ୍ଡୁଳି ଖବର ପାଇ ସାପକୁ ଉଦ୍ଧାର କରିଥିଲେ l ପରେ ସାପକୁ ନିକଟସ୍ତ ଯାଜପୁର ଜଙ୍ଗଲ ମଧ୍ୟ ରେ ଛାଡି ଦିଆଯାଇଥିବା ନେଇ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସୂଚନା ଦେଇଛନ୍ତି l

Related Post

ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଓ ନର୍ସ ପଦବୀ ପୂରଣ କରିବା ଦାବିରେ ଆଞ୍ଚଳିକ ବୁଦ୍ଧିଜୀବି ମଞ୍ଚ ପକ୍ଷରୁ ଧାରଣା

Posted by - December 9, 2021 0
ଯାଜପୁର :(ଆନନ୍ଦ ଚନ୍ଦର ସାହୁ )ବିଂଝାରପୁର ବ୍ଲକ ଅନ୍ତର୍ଗତ ଜରି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଓ ନର୍ସ ପଦବୀ ପୂରଣ କରିବା ଦାବିରେ ଆଞ୍ଚଳିକ ବୁଦ୍ଧିଜୀବି…

ଦାଦନ ହୋଇ ଗଲେ ଶବ ହୋଇ ଫେରିଲେ

Posted by - December 6, 2022 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ନିଜ ଭିଟାମାଟି ଛାଡି ଦାଦନ ହୋଇ ଗଲେ l ହେଲେ ଫେରିଲା ବେଳେ ଶବ ହୋଇ ଫେରିଲେ l ଯାହାକୁ ନେଇ ଅଂଚଳ ରେ…

ମାରୁତି ଯୁବକ ସଂଘର ବନ୍ଧୁମିଳନ

Posted by - October 19, 2021 0
ବୌଦ୍ଧ :(ଚିତ୍ତରଂଜନସିଂ)ବୌଦ୍ଧ ବ୍ଲକ ଖୁଂଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ଜହ୍ନ।ପଙ୍କ ମାରୁତି ଯୁବକ ସଂଘର ଏକ ବନ୍ଧୁମିଲନ କାର୍ଯ୍ୟକ୍ରମ ସ୍କୁଲ ପରିସରରେ ସଭାପତି ସୁଧାଂଶୁ ଶେଖର ମିଶ୍ରଙ୍କ ଅଧ୍ୟକ୍ଷତାରେ…

ବର୍ଡାକଟା ଗାଁରେ ବଜ୍ରାଘାତ ରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ

Posted by - June 14, 2021 0
ସୋନପୁର:( ଅଜିତ୍ କୁମାର ପୁଝାରୀ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବର୍ଡାକଟା ଗାଁରେ ବଜ୍ରାଘାତ ରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତି ।…