Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ପ୍ରଣବ ପ୍ରକାଶ ଦାସଙ୍କ ଜନ୍ମ ଉତ୍ସବ ପାଳିତ

198 0

ବିଷମ କଟକ :(ରମାକାନ୍ତ ପୋଡାଲ )ବିଜୁ ଜନତା ଦଳ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ବବି ଭାଇ ଙ୍କ ୫ ତମ ଜନ୍ମଦିନ ବିଷମ କଟକ ଡୁକୁମ ରୋଡ଼ ରେ ପାଳନ କରାଯାଇଛି । ଏହି  ଅବସରରେ ଉପସ୍ଥିତ ଥିଲେ ବିଷମ କଟକ ବିଜୁ ଜନତା ଦଳ ବ୍ଲକ ସଭାପତି ତଥା ବ୍ଲକ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଦେବୀ ପ୍ରସାଦ ପଟ୍ଟନାୟକ , ଅଶ୍ୱିନୀ କୁମାର ସେଠୀ ,ବିପିନ ସାହୁ, SHG ଗ୍ରୁପ ମାଆ ମାନେ ଓ କୁନି କୁନି ଛୁଆ ମାନେ।

Related Post

ବହୁ ଚଂର୍ଚିତ କଳ୍ପନା ଦାଶ ଏବଂ ବବଳୀ ହତ୍ୟାକାଣ୍ଡରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋକୁ ଜାମିନ

Posted by - October 8, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ବହୁ ଚଂର୍ଚିତ କଳ୍ପନା ଦାଶ ଏବଂ ବବଳୀ ହତ୍ୟାକାଣ୍ଡରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋକୁ ଜାମିନ । ଛତିଶଗଡ଼ ରାୟଗଡ଼…

ବରିଷ୍ଠ ଆଇନଜୀବି ସନ୍ତୋଷ କୁମାର ପଣ୍ଡା ହେଲେ ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ସଭାପତି

Posted by - June 6, 2023 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ବେଲଗୁଣ୍ଠା ଅଞ୍ଚଳର ବିଶିଷ୍ଟ ସଙ୍ଗଠକ ତଥା ବରିଷ୍ଠ ଆଇନଜୀବି ସନ୍ତୋଷ କୁମାର ପଣ୍ଡା ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ବେଲଗୁଣ୍ଠା…

ତିଲେଶ୍ୱର ଠାରେ ବାଇକ ଦୁର୍ଘଟଣା ଗ୍ରସ୍ତ,ଦୁଇ ମୃତ

Posted by - July 3, 2023 0
ବୋୖଦ୍ଧ:( ଚିତ୍ତରଞ୍ଜନ ସିଂହ)ବୋୖଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଅନ୍ତର୍ଗତ ତିଲେଶ୍ୱର ଠାରେ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇ ଦୁଇଜଣ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି…

ସମ୍ବଲପୁର ଜିଲ୍ଲା ରେ ଅର୍ଦ୍ଧଶତକ ଛୁଇଁଲା ଦୈନିକ କୋଭିଡ କେସ ,କୋଭିଡ ନିଅନ୍ତ୍ରିଣ ପାଇଁ ମହାନଗର ନିଗମ ଯାରି କଲା ନୂତନ ଗାଇଡ୍‌ଲାଇନ୍‌

Posted by - July 21, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ସମ୍ବଲପୁର ଜିଲ୍ଲା ରେ କିଛି ମାସର ବ୍ୟବଧାନ ପରେ ଏବେ ପୁଣି ଧୀରେ ଧୀରେ କରୋନା ଗ୍ରାଫ ବଢି ବଢି ଚାଲିଛି। ଏହାକୁ ଆଖି…

ବିଶ୍ୱ ତମ୍ବାଖୁ ବର୍ଜନ ଦିବସରେ ୱକାଥନ

Posted by - May 31, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ଵାଳ)ଆଜି ହେଉଛି ବିଶ୍ୱ ତମ୍ବାଖୁ ବର୍ଜନ ଦିବସ । ତେବେ ଏନେଇ ସମ୍ବଲପୁର ବାସିନ୍ଦା ଙ୍କୁ ଜନସଚେତନତା ସୄଷ୍ଠି କରିବା ଉଦ୍ଧେଶ୍ୟରେ ଏକ ୱକାଥନ କାର୍ଯ୍ୟକ୍ରମ…