ଟ୍ରକ ଚାପାରେ ଗଲା ମହିଳାଙ୍କ ଜୀବନ

447 0

ଯାଜପୁର(ଆନନ୍ଦ ଚନ୍ଦ୍ର ସାହୁ) : ପୁଣି ୫୩ନଂ ଜାତୀୟ ରାଜପଥରେ ଦୁର୍ଘଟଣା। ଚଣ୍ଡିଖୋଲ ନିକଟ ଖୋସାଲିପୁର ରେଲୱେ ବ୍ରିଜ ଉପରେ ଟ୍ରକ ଚାପାରେ ମହିଳାଙ୍କ ମୃତ୍ୟୁ। ମୃତ ମହିଳା ହେଲେ ବଡ଼ଚଣା ଥାନା ଅରଖପୁର ପଞ୍ଚାୟତ ବାରବାଟୀ ଗାଁର ଅନିତା ସାହୁ। ଆଜି ସନ୍ଧ୍ୟାରେ ସମ୍ପର୍କୀୟଙ୍କ ଶୁଦ୍ଧି କ୍ରିୟାରେ ଯୋଗଦେଇ ସ୍ୱାମୀ ଉମେଶ ବଳଙ୍କ ସହ ଅନିତା ଓ ତାଙ୍କ ଝିଅ ଏକ ସ୍କୁଟି ଯୋଗେ ଚଣ୍ଡିଖୋଲ ଅଭିମୁଖେ ଫେରୁଥିଲେ। ରାସ୍ତାରେ ଖାଲଖମା ଥିବାରୁ ସ୍କୁଟି ପଛରେ ବସିଥିବା ଅନିତା ଗାଡ଼ିରୁ ଖସି ପଡ଼ିଥିଲେ। ଏହି ସମୟରେ ପଛପଟୁ ଆସୁଥିବା ଏକ ଟ୍ରକ ତାଙ୍କ ଉପରେ ମାଡି ଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି।

ଏହି ଦୁର୍ଘଟଣାରେ ତାଙ୍କ ସ୍ୱାମୀ ଓ ଝିଅ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକଙ୍କ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଜାତୀୟ ରାଜପଥର ଶୋଚନୀୟ ଅବସ୍ଥା ଯୋଗୁ ଏଭଳି ଦୁର୍ଘଟଣା ଘଟି ଚାଲିଥିବା ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି। ଏନେଇ ରାଜପଥ କର୍ତ୍ତୃପକ୍ଷ ନିରବଦ୍ରଷ୍ଟା ସାଜିଛି। ତୁରନ୍ତ ଏହି ବ୍ରିଜରେ ଥିବା ଖାଲଖାମକୁ ମରାମତି କରିବା ସହ ହମସ ନିର୍ମାଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Facebook Notice for EU! You need to login to view and post FB Comments!

Related Post

ଗ୍ରାମବାସୀଙ୍କ ଦ୍ବାରା ଉଦ୍ଧାର ହରିଣର ମୃତ୍ୟୁ

Posted by - April 7, 2020 237
କେନ୍ଦୁଝର: (ସୀତାରାମ ଦୀକ୍ଷିତ)କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଜଙ୍ଘିରା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମସିଣାବିଲା ଗ୍ରାମର ଲୋକମାନେ ଏକ ହରିଣକୁ ଉଦ୍ଧାର କରିଛନ୍ତି । ଖବର ଅନୁଯାୟୀ …

ଗଣମାଧ୍ୟମ ପ୍ରତିନିଧିଙ୍କ ପରିବାର କୁ ମିଳିଲା ମୃତ୍ୟୁକାଳୀନ ସହାୟତା ।

Posted by - September 11, 2021 0
ଯାଜପୁର ଜିଲାର ଦୁଇ ଜଣ ଗଣମାଧ୍ୟମ ପ୍ରତିନିଧିଙ୍କ ପରିବାର କୁ ମିଳିଲା ମୃତ୍ୟୁକାଳୀନ ସହାୟତା ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କର୍ତବ୍ୟରତ ସାମ୍ବାଦିକ ୱେଲପେଂୟାର ପଂଣ୍ଡରୁ ପ୍ରତ୍ୟେକ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ମିଳିଛି । ସାମ୍ବାଦିକ ଉତ୍କଳ ଜେନା ଏବଂ ଅନିରୁଦ୍ଧ ସାମନ୍ତରାୟଙ୍କ ପରିବାର କୁ ଏହି ୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛିIଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ମୃତକ ସାମ୍ବାଦିକଙ୍କ ପରିବାରଙ୍କୁ ଭେଟି ଚେକ ପ୍ରଦାନ କରିଥିଲେ । ରାଜ୍ୟ ସରକାରଙ୍କ ଏଭଳି ଅନୁଦାନ ପାଇଁ ମୃତକ ଙ୍କ ପରିବାର ପକ୍ଷରୁ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମୟରେ ଯାଜପୁର ପ୍ରେସ କ୍ଲବର ସଦସ୍ୟ ମାନେ ଉପସ୍ଥିତ ଥିଲେ । Facebook Notice for EU! You need to login to view and post FB Comments!

ବି. ଏସ. ଏଫ. ଓ କୋବ୍ରା ବାଟାଲିୟନ ଦ୍ୱାରା ଜନସମ୍ପର୍କ ଶିବୀର

Posted by - February 8, 2022 0
ମାଥିଲି:(ଅବଦୁଲ ଗନି)ମାଥିଲି ବି. ଏସ. ଏଫ ଓ କୋବ୍ରା ବାଟାଲିୟନ ଦ୍ୱାରା ମାଥିଲି ବ୍ଲକ ଅନ୍ତର୍ଗତ ଆମ୍ବଗୁଡା ଗ୍ରାମପଞ୍ଚାୟତ ର ବୁରୁଡି ଗୁଡ଼ାଠାରେ ଜନସମ୍ପର୍କ ଶିବୀର ଅନୁଷ୍ଠିତ…

ଦରଦାମ ବୃଦ୍ଧି ବିରୋଧରେ ମାଥିଲି ସି ପି ଆଇ ଦ୍ଵାରା ଛ’ ଘଣ୍ଟା ବନ୍ଦ

Posted by - July 16, 2021 0
ମାଥିଲି :(ଅବଦୁଲ ଗନି)ମାଲକାନଗିରି ଜିଲ୍ଲା ମାଥିଲି ସି ପି ଆଇ ଦ୍ଵାରା ଛ ଘଣ୍ଟା ବନ୍ଦ । ମାଲକାନଗିରି ଜିଲ୍ଲା ମାଥିଲି ସଦର ମହୁକୁମା ଠାରେ ସିପିଆଇ…

Leave a comment

Your email address will not be published.