Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ଗଞେଇ ଗାଡି ଧରିବାରେ ସଫଳ ହୋଇଛି ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ବିଭାଗ

52 0

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଗଞେଇ ଗାଡି ଧରିବାରେ ସଫଳ ହୋଇଛି ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ବିଭାଗ । ସୁବର୍ଣ୍ଣପୁର ଜିଲ୍ଲା ଘୋଡାଧାର ନିକଟରୁ ଅବକାରୀ ବିଭାଗର ମୋବାଇଲ ୟୁନିଟ ସନ୍ଦେହରେ ଏକ ଓଟ ଗାଡିକୁ ଅଟକାଇଥିଲା । ଏହି ଗାଡିରେ ଦୁଇ ଜଣ ଲୋକ ୨୦କେଜି ୮ଶହ ଗ୍ରାମ ଗଞେଇ ନେଇ ଯାଉଥିଲେ । ଏମାନେ ହେଲେ କନ୍ଧମାଳ ଜିଲ୍ଲାର ପଣ୍ଡୁରାଜ୍ ଦିଗାଲ ଓ ବୌଦ ଜିଲ୍ଲା ସୁବର୍ଣ୍ଣ ଭୋଇନା ବୋଲି ଜଣାପଡିଛି ।

ଏମାନେ ଦୁଇ ଜଣ ବଉଦ ଜିଲ୍ଲା ମନୁମୁଣ୍ଡା ଆଚଂଳରୁ ଗଞେଇ ନେଇ ବାହାର ରାଜ୍ୟକୁ ଯାଉଥିବା ବେଳେ ଧରିବାରେ ସଫଳ ହୋଇଛି ଅବକାରୀ ବିଭାଗ । ବିଗତ ଦୁଇ ତିନି ମାସ ହେବ କୁଇଣ୍ଟାଲ କୁଇଣ୍ଟାଲ ଗଞେଇ ଧରିବାରେ ସଫଳ ହୋଇଛି ଅବକାରୀ ବିଭାଗ । ଆଜି ଏହି ଦୁଇଜଣ ଙ୍କୁ କୋର୍ଟ ଚାଳଣ କରାଯିବ ବୋଲି ସୂଚନା ଦେଇଛନ୍ତି ଅବକାରୀ ବିଭାଗର ଆରକ୍ଷୀ ଅଧିକ୍ଷୀକା ।

 

Related Post

ଆସୁଛି ଆମଫନ ବାତ୍ୟା,ଆଜି ସଂଧ୍ୟାରେ ଅବପାତର ରୂପ ନେବ,ଚାରି ଜିଲ୍ଲା କୁ ସତର୍କ ବାଣୀ

Posted by - May 15, 2020 258
ଭୁବନେଶ୍ବର :ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗତ ଦୁଇ ଦିନ ହେବ ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ ହୋଇଛି। ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି। ସେଲ୍‌ଟର୍‌ ହୋମ୍‌ ଗୁଡ଼ିକୁ…

ବଡଭାଇର ଟାଙ୍ଗିଆ ଚୋଟରେ ସାନଭାଇ ମୃତ.

Posted by - April 10, 2020 246
ଅନୁଗୋଳ:(ମହେଶ ଭୋମରାଜ)ଅନୁଗୋଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ସାନକେରଜାଙ୍ଗ ଗାଁରେ ହତ୍ୟାକାଣ୍ଡ । ପାରିବାରିକ କଳହରୁ ବଡଭାଇର ଟାଙ୍ଗିଆ ଚୋଟରେ ସାନଭାଇର ମୃତ୍ୟୁ ହୋଇଥିବା ଜଣା ପଡିଛି…

ଯାଜପୁର ତହସିଲ ପକ୍ଷରୁ ଚଢାଉ

Posted by - July 10, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ତହସିଲ ଅଂଚଳରେ ସ୍ଥାନିୟ ପୋଲିସ ସହାୟତାରେ ବିଭିନ୍ନ ଅଂଚଳରେ ଚଢ଼ାଉ କରାଯାଇ ମୋଟ ୧୩ଟି ଗାଡିକୁ ଜବତ କରାଯାଇଛି । ବିଭି୍‌ନ୍ନ…

ରାଜ୍ୟପାଳଙ୍କ ଦ୍ୱାରା ଭିତ୍ତି ପ୍ରସ୍ତର ସ୍ଥାପିତ “ଗାନ୍ଧୀ ମଣ୍ଡପ” ନିର୍ମାଣ ସରିବେ କେବେ.!!

Posted by - October 2, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଭାରତୀୟ ସ୍ୱାଧିନତା ଆନ୍ଦୋଳନର ମୁଖ୍ୟ ପୁରୋଧା, ଅହିଂସା ଓ ସତ୍ୟାଗ୍ରହ ଆନ୍ଦୋଳନ ଦେଇ ପରାଧିନ ଭାରତକୁ ସ୍ୱାଧୀନତା ଆଣିଥିବା ମୋହନ ଦାସ କରମଚାନ୍ଦ ଗାନ୍ଧୀ (ମହାତ୍ମା…